Daily Archives

ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ମହିଳା ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡ଼ା ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି । ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମାଝୀଗୁଡ଼ା ଗାଁର କାଳନ୍ଦୀ ତାଣ୍ଡି(୬୦) । ସୂଚନା ଅନୁସାରେ, ଭୋର ସମୟରେ ଗାଧୋଇ ସାରି ଘରକୁ ଫେରିବା ବେଳେ
Read More...

ଶିକ୍ଷକ ବଦଳି ଓ ଡେପୁଟେସନ୍‌ ପ୍ରତିବାଦରେ ସ୍କୁଲରେ ତାଲା ଠୁଙ୍କିଲେ ଗ୍ରାମବାସୀ : ଧାରଣାରେ ବସିଲେ ଅଭିଭାବକ ଓ…

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ କେଉଁମାଲ ଗ୍ରାମବାସୀ ୟୁପି ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖବର ପାଇ ସିଆର୍‌ସିସି ଶମ୍ଭୁପ୍ରସାଦ ନାଏକ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ।
Read More...

ଘସିଏନ୍‌ରେ କଇଁଚି ଭୁଷି ହତ୍ୟାକଲା ଅଭିଯୁକ୍ତ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଥାନା ଅନ୍ତର୍ଗତ ଘସିଏନ୍‌ ଗାଁରେ ଘଟିଛି ଏକ ହତ୍ୟାକାଣ୍ଡ । ଏହି ଘଟଣାରେ ଜଣେ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା
Read More...

ବିଳମ୍ବିତ ରାତିରେ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଭେଟି ସମସ୍ୟା ବୁଝିଲେ ବିଧାୟକଙ୍କ ପ୍ରତିନିଧି

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତୀର୍କୀଙ୍କ ନିର୍ଦ୍ଦେଶ କ୍ରମେ ବିଳମ୍ବିତ ରାତିରେ ସି. ଏଚ୍‌. ସି. ବିଶ୍ରା ମେଡ଼ିକାଲ୍‌ରେ ଆକସ୍ମିକ ନିରୀକ୍ଷଣ ପାଇଁ ପହଁଚିଲା ପରେ ରୋଗୀଙ୍କ ସହ ହେଉଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ ବୀରମିତ୍ରପୁର ବିଧାୟକଙ୍କ
Read More...

ଛତ୍ରପୁର ରୋଟାରୀ କ୍ଲବ୍‌ର ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ୍‌ର ୧୭ତମ ପ୍ରତିଷ୍ଠା ଦିବସ କ୍ଲବ୍‌ର ସଭାପତି ରୋଟାରୀଆନ୍ ଡ. ବିମଲ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସରେ ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭି. ଅଜୟ କୁମାର ମୁଖ୍ୟଅତିଥି ଭାବେ
Read More...

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରରେ ଅବସ୍ଥିତ ଖଲ୍ଲିକୋଟ ଏକକ ବିଶ୍‌ଶ୍ୱବିଦ୍ୟାଳୟକୁ ତୁରନ୍ତ ୟୁଜିସି ମାନ୍ୟତା ପ୍ରଦାନ କରିବା, ସମସ୍ତ ଅଧ୍ୟାପକ, ପ୍ରାଧ୍ୟାପକ ଏବଂ ଶିକ୍ଷା କର୍ମଚାରୀ ପଦବୀକୁ ସ୍ଥାୟୀ ଭିତ୍ତିରେ ପଦବୀ ପୂରଣ କରିବା ଆଦି ଦାବିରେ ଏ. ଆଇ. ଡି.
Read More...

ରୋଟାରୀ ତରଫରୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛତ୍ରପୁର ରୋଟାରୀ କ୍ଲବ୍ ସୌଜନ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । କଲେଜ୍ ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ,
Read More...

ସୁର ରାଉତରାୟଙ୍କୁ ଗିରଫ ଦାବିରେ ଗାଇସିଲେଟ ଥାନାରେ ଏଫ୍‌ଆଇଆର୍‌ ଦେଲେ କୋଶଲବାଦୀ ସଂଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ କିଛିଦିନ ହେଲା ସହିଦ ସ୍ୱାଧୀନତା ସଂଗ୍ରାମୀ ବୀର ମାଧୋ ସିଂ ବରିହା ଯାହାଙ୍କର ସାରା ପରିବାର ସ୍ୱାଧୀନତା ପାଇଁ ଫାଷୀ ଖୁଣ୍ଟରେ ଝୁଲି ପଡ଼ିଥିଲେ । ସେ ମହାପୁରୁଷଙ୍କର ଉପରେ ଜଟଣୀର ପୂର୍ବତନ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ଓ ସୋସିଆଲ୍‌ ମେଡ଼ିଆରେ
Read More...