shyamal
Daily Archives

ମାଁ ମାହେଶ୍ୱରୀ ସେନା ପକ୍ଷରୁ ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ମାନବ ସମାଜର ଅଗ୍ରଗତି ଅସମ୍ଭବ । ସୁନ୍ଦର ପରିବେଶ ଏବଂ ସବୁଜ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ମାଁ ମାହେଶ୍ୱରୀ ସେନା ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ଖଲିଆପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ବଂଶୀଧର ଉଚ୍ଚ ବିଦ୍ୟାଳୟ ଠାରେ
Read More...

ହୀରାଲାଲ ବଘାରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଘଣ୍ଟବାହାଲ ଗ୍ରାମର ହୀରାଲାଲ ବଘାରଙ୍କ ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଭକ୍ତବନ୍ଧୁ, ରାଧାକାନ୍ତ, ଦୁଇ ବୋହୂ ଭଗବତୀ, ରୀତା, ଭାଇ ରାମ, ରଘୁନାଥ, ପୁତୁରା
Read More...

କଣ୍ଟାପାଲି ୟୁପି ସ୍କୁଲ୍ ବନ୍ଦ ହେବାର ୨ ବର୍ଷ ହେଲା : ହାଇସ୍କୁଲ୍‌ରେ ମିଶିଲା,୨ ଜଣ ଶିକ୍ଷକ ଓ ପାଚିକା ବସିରହୁଛନ୍ତି,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ପଂଚାୟତ କଣ୍ଟାପାଲି ଗାଁର ୟୁପି ସ୍କୁଲ ବନ୍ଦ ହୋଇଯାଇଥିବାରୁ ଗାଁର ଛୋଟଛୋଟ ଛୁଆ ବହୁ ଅସୁବିଧାରେ ଦେଢ଼ କିଲୋମିଟର ଦୂର କୁଟାସିଂହା ୟୁପି ସ୍କୁଲକୁ ପଢିବାକୁ ଯାଉଥିବା ଦେଖାଯାଉଛି । ସୂଚନା ଅନୁସାରେ
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କୁ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ, ଅଭିଭାବକ, ଶିକ୍ଷାବିଦ୍, ଛାତ୍ରୀ ମାନଙ୍କ ଦ୍ଵାରା ଏକ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ବରଗଡ଼ ସାଂସଦ ପ୍ରଦୀପ
Read More...

ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଫାଇଟ୍ ଗୃପର ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରଥଯାତ୍ରା ଉପଲକ୍ଷେ ମହିଳା ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ଫାଇଟ୍ ଗୃପ୍‌ର ସେକ୍ଟର ୫ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଶୁଭାରମ୍ଭ କରାଯାଇଛି । ସ୍ୱଚ୍ଛତା, ଜୀବନ ରକ୍ଷା, ରୋଜଗାର ଅସୁବିଧା ସମୟରେ ସାହାଯ୍ୟ ପାଇଁ ଉଦ୍ଦିଷ୍ଟ ଏହି ଫାଇଟ୍ ଗୃପ
Read More...

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ପାନପୋଷ ବିଦ୍ୟୁତ୍‌ କଲୋନୀ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ
Read More...

ପାଇକମାଲ ହାଇସ୍କୁଲରେ ସାଂସଦଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବନିର୍ବାଚିତ ସାଂସଦ ପୂର୍ବତନ ଛାତ୍ର ପ୍ରଦୀପ ପୁରୋହିତଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି । ଶ୍ରୀ ପୁରୋହିତଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ
Read More...

ବ୍ଲକସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀକୁ ପରିସ୍ଫୁଟନ କରିବା ଲକ୍ଷ୍ୟନେଇ ସ୍କୁଲ ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଭାରତ ସରକାରଙ୍କ ପ୍ରାୟୋଜିତ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ବିକଶିତ ଭାରତ ୨୦୪୭ କୁ
Read More...

ନାଗରିକ ସମାଜ, ବିଶେଷଜ୍ଞ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରାକ୍ ବଜେଟ୍ ଆଲୋଚନା

ଅନ୍‌ଲାଇନ ମାଧ୍ୟମରେ ୧୨,୦୦୦ରୁ ଅଧିକ ମତାମତ ମିଳିଛି, ପୂର୍ବ ବର୍ଷ ତୁଳନାରେ ଏହା ପ୍ରାୟ ୬ ଗୁଣା ଅଧିକଲୋକଙ୍କ ସରକାର ପ୍ରସ୍ତୁତ କରିବ ‘ଲୋକଙ୍କ ବଜେଟ୍’, ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଆମର ବଜେଟ୍‌ଟି ଯେପରି ବାସ୍ତବରେ ‘ଲୋକଙ୍କ ବଜେଟ୍’
Read More...

ମାଧିଆପାଲି ଗ୍ରୀଡ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ମାଧିଆପାଲି ଗ୍ରୀଡ୍‌ରେ ଟିପିଡବ୍ଲୁଓଡିଏଲ୍‌ର ଆର୍‌ଇସି ସେକ୍ସନ୍ ପକ୍ଷରୁ ହରିଡା, ବାହାଡା, ଅଁଳା, ନିମ୍ବ, ସାଗୁଆନ, ସଜନା ଭଳି ୨୦୦ରୁ ଅଧିକ ଗଛ ଗ୍ରୀଡ୍ ପଛପଟେ ଥିବା ଖାଲି ପଡିଆଠାରେ ସମସ୍ତ କର୍ମଚାରୀ ରୋପଣ କରିଥିଲେ । ସିଇଓ ପ୍ରବୀଣ ବର୍ମା,
Read More...