Daily Archives

ନିଜେ ଅଭିଯୋଗକାରୀ ହିଁ ମୁଖ୍ୟ ଅଭିଯୁକ୍ତ

ଅସୁରମୁଣ୍ଡାରେ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ ସହ ୪ମାସର ଗର୍ଭବତୀ କରି ପଡ଼ୋଶୀ ବୃଦ୍ଧ ଗିରଫ, କୋର୍ଟ ଚାଲାଣ, ଜେଲ ଗଲେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଜଣେ ୨୨ ବର୍ଷୀୟା ଯୁବତୀ ତାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫସାଇବା ସହ ସମାଜରେ ବଦନାମ କରିବାକୁ ଚେଷ୍ଟା କରୁଛି ବୋଲି ଜଣେ ୬୦
Read More...

୩୯୦ ଲିଟର ଦେଶୀ ମଦ ଜବତ କଲା ପୋଲିସ : ଜଣେ ଗିରଫ

ଭୁବନେଶ୍ଵର : ରାଜଧାନୀରେ ଚାଲିଛି ବେଆଇନ ଦେଶୀ ମଦ ବିକ୍ରି ଓ ଚାଲାଣ । ବେଆଇନ ଦେଶୀ ମଦ ବିକ୍ରି ଓ ଚାଲାଣ ଅଭିଯୋଗରେ ନନ୍ଦନକାନନ ପୁଲିସ ଜଣେ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ସୂଚନା ଆଧାରରେ ନନ୍ଦନକାନନ ଥାନାଧିକାରୀଙ୍କ ନିର୍ଦ୍ଦେଶ
Read More...

ଯୋଖିପାଲି ରଥଯାତ୍ରାର ନିଆରା ପରମ୍ପରା :୧୦ ଦିନ ପର୍ଯ୍ୟନ୍ତ ରଥାରୁଢ଼ ହୁଅନ୍ତି ତିନି ଠାକୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ! ପ୍ରଭୂ ଜଗନ୍ନାଥଙ୍କ ଲୀଳା ସବୁଠାରୁ ନିଆରା । ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ଦିନ ପ୍ରଭୁ ଜଗନ୍ନାଥ ତାଙ୍କ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିରକୁ ରଥରେ ଯାଇଥାନ୍ତି । ପୁରୀ
Read More...

କେରାରେ ସବୁଜ ସଂଘ କଳାନିକେତନ ଦ୍ୱାରା ଓଡ଼ିଆ ନାଟକ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ଅଣଚାଶ ବର୍ଷ ଧରି ବିଚ୍ଛିନ୍ନାଞ୍ଚଳ ସିଂହଭୂମିର କେରାରେ ଓଡ଼ିଆ ଭାଷା ସହିତ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଶତଚେଷ୍ଟିତ ଅଛି 'ସବୁଜ ସଂଘ କଳାନିକେତନ କେରା । ପବିତ୍ର ରଥଯାତ୍ରା ବିପତ୍ତାରିଣୀ ବ୍ରତ ଉପଲକ୍ଷେ ଗତ ମଙ୍ଗଳବାର ଇଂରାଜୀ ତାରିଖ
Read More...

ମ୍ୟୁଜିକ୍‌ ସେଲିବ୍ରେସନ୍‌ ତରଫରୁ ହାଲୁଆ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରଥଯାତ୍ରା ଉପଲକ୍ଷେ ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମ୍ୟୁଜିକ୍‌ ସେଲିବ୍ରେସନ୍‌ ତରଫରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କ ମଧ୍ୟରେ ହାଲୁଆ ବଣ୍ଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ହିମାଂଶୁ ମହାନ୍ତିଙ୍କ
Read More...

କଣ୍ଟାବାଞ୍ଜି ବିଧାୟକ ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁକୁ ଗୁରୁବାର ଦିନ ବିଧାୟକ ଲକ୍ଷ୍ମଣ ବାଗ ଗସ୍ତ କରି ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ବିଧାୟକ ଶ୍ରୀ ବାଗ ମାକ୍ରିପଡା, ଲେବେଡା ଗାଁରେ
Read More...

ସଙ୍ଗମ ହେରାପଞ୍ଚମୀ ଅବସରରେ ଶ୍ରୀଜିଉଙ୍କ ପାଖରେ ଷାଠିଏ ପଉଟି ନୈବେଦ୍ୟ ଅର୍ପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଯୋରକଣୀ ମହାବୀର ମନ୍ଦିର ନିକଟସ୍ଥ ଜଗନ୍ନାଥ ମନ୍ଦିର ୨୦୧୩ ମସିହାରେ ନିର୍ମାଣ କରାଯାଇ ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଏବଂ ଚକ୍ରରାଜ ସୁଦର୍ଶନଙ୍କର ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା । ୨୦୧୬ ମସିହାରୁ ମହାବୀର ଜଜ୍ଞ
Read More...

ଭୁବନେଶ୍ୱରରେ ଜୋର୍‌ଦାର୍‌ ଗାଡି ଚେକିଂ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଜୋର୍‌ଦାର୍‌ ହୋଇଛି ଗାଡି ଚେକିଂ । ଗତକାଲି ରାତିରେ ୧୪ଟି ଗାଡିକୁ ସ୍ପାଇକ ବ୍ୟାରିୟର ଜରିଆରେ ଲିକ୍ କରାଯାଇଥିା ଜଣାପଡ଼ିଛି । ୨୬ଟି ଜାଗାରେ ଚେକିଂ ବେଳେ ୮୪ଟି ଗାଡିକୁ ଧରି ଚାଳକଙ୍କୁ ମୋଟା ଅଙ୍କର ଫାଇନ କରିଛି ପୋଲିସ । ଏହା ସହ ସେମାନଙ୍କ ବିରୋଧରେ
Read More...

ଅଗ୍ନିବୀର କ୍ଷତିପୂରଣ ଢାଞ୍ଚା ସମ୍ପର୍କରେ ବିସ୍ତୃତ ସୂଚନା ଦେଲେ ପୂର୍ବତନ ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୌରିଆ

ବିସ୍ତୃତ ମାର୍ଗଦର୍ଶିକା କାରଣରୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ପାଇଁ ସାଧାରଣତଃ ଦୁଇରୁ ତିନି ମାସ ଲାଗିଥାଏ : ଭଦୌରିଆକ୍ଷତିପୂରଣ ପ୍ରକ୍ରିୟା ସମ୍ପର୍କରେ ଅଗ୍ନିବୀର ଯବାନଙ୍କ ପରିବାର ଲୋକଙ୍କୁ ଅନ୍ଧାରରେ ରଖାଯାଇଥିବା ଅଭିଯୋଗକୁ ଭଦୌରିଆଙ୍କ ଖଣ୍ଡନସହିଦ ଅଗ୍ନିବୀର ଅଜୟ କୁମାରଙ୍କ
Read More...

୫୦ ଲକ୍ଷରୁ ଅଧିକ ମୂଲ୍ୟର ନକଲି ଜର୍ଦ୍ଦା ଜବତ : ୨ ଜଣ ଗିରଫ

ଭଦ୍ରକ : ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରୁ ଗୁରୁବାର ଏକ ନକଲି ଜର୍ଦ୍ଦା କାରଖାନା ପୁଲିସ୍ ଠାବ କରିଛି । ନକଲି ଜର୍ଦ୍ଦା କାରଖାନାରୁ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନକଲି ଜର୍ଦ୍ଦା ପୋଲିସ ଜବତ କରିଛି । ଚଢ଼ାଉ ସମୟରେ ନାମିଦାମି ଲୋଗୋ, ଷ୍ଟିକର ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ
Read More...