shyamal
Daily Archives

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୌରନମୁଣ୍ଡା ଗ୍ରାମର ଭଗବାନ ସାହୁ ଦୀର୍ଘ ଚାରିବର୍ଷ ହେଲା ମନରେଗା କାମ କରୁଥିବା ବେଳେ ମେରୁଦଣ୍ଡ ହାଡ ସମସ୍ୟା ହୋଇପଡ଼ିଥିଲା । ମେରୁଦଣ୍ଡ ସମସ୍ୟା ଯୋଗୁ ହାତ ଗୋଡ ଚଲୁନାହିଁ ।
Read More...

ସବୁଦିନ ପାଇଁ ରୁଷି କି ଚାଲିଗଲେ ‘ୠଷିବାଗ’

ଚୁଡ଼ାପାଲି, (କେପିଏନ୍‌ଏସ୍‌) : କଥାକାର ଡ. ଅରୁଣ କୁମାର ନାଏକଙ୍କ ପ୍ରଥମ କୋଶଳୀ ଉପନ୍ୟାସ 'ଋଷି ବାଗର କଥା'ର ମୁଖ୍ୟ ଚରିତ୍ର(ଜୀବନ୍ତ ଚରିତ୍ର) ଋଷି ବାଗ ଆଉନାହାନ୍ତି । ଗତକାଲି ବିଳମ୍ବିତ ରାତିରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ, କିନ୍ତୁ ସକାଳକୁ ଦେଖିଲା ବେଳକୁ ସେ ଆରପାରିକୁ
Read More...

ମୁରିବାହାଲରେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାଙ୍କ ସମେତ ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠିତ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଯାଇଛି । ରବିବାର ବିଭିନ୍ନ ସ୍ଥାନରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଅପରାହ୍ନରେ ମୁରିବାହାଲ ବ୍ଲକ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିକ୍ଷା ବିକାଶ ସମିତି ବିଦ୍ୱତ୍ ପରିଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ ।
Read More...

ମସ୍କୋରେ ‘ଅଜ୍ଞାତ ସୈନିକଙ୍କ ସମାଧି’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କୋରେ ‘ଅଜ୍ଞାତ ସୈନିକଙ୍କ ସମାଧି’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ‘ଅଜ୍ଞାତ ସୈନିକଙ୍କ ସମାଧି’ ମସ୍କୋର କ୍ରେମଲିନ୍ କାନ୍ଥରେ ଅବସ୍ଥିତ ଏକ ଯୁଦ୍ଧ ସ୍ମାରକ ଅଟେ ।
Read More...

ରାଜବୋଡ଼ା ସମ୍ବର୍ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୃଥିବୀ ପୃଷ୍ଠରେ ବଢ଼ୁଥିବା ତାପମାତ୍ରା ଓ ଅସନ୍ତୁଳିତ ପାଣିପାଗର ଏକ ମାତ୍ର ଉପାୟ ହେଉଛି ବ୍ୟାପକ ବୃକ୍ଷରୋପଣ । ଜୁଲାଇ ମାସ ହିଁ ବୃକ୍ଷରୋପଣ କରିବାର ଉପଯୁକ୍ତ ସମୟ ଯଦିଓ ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ଭାବରେ ପାଳନ କରାଯାଉଛି । ଏହି କ୍ରମରେ
Read More...

ଖପ୍ରାଖୋଲରେ ଉପ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଓଡିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଆଜି ପାଟଣାଗଡ଼ ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏବଂ ସାଂସଦ ଶ୍ରୀମତୀ ସିଂହଦେଓ ବଲାଙ୍ଗିର ଏବଂ
Read More...

କୁଶଙ୍ଗ ଜଗନ୍ନାଥ ମନ୍ଦିରରେ ଦୁଇ ଜଗନ୍ନାଥ ହେଲେ ରଥାରୁଢ଼ : ଦୁର୍ଲ୍ଲଭ ଦର୍ଶନ କଲେ ଭକ୍ତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଗୋଟିଏ ମନ୍ଦିରରେ ଦୁଇ ଜଗନ୍ନାଥ । ଯୁଗଳ ମୂର୍ତ୍ତି ଭାବେ ମନ୍ଦିରରେ ପୂଜା ପାଆନ୍ତି । ପୁଣି ରଥଯାତ୍ରାରେ ରଥାରୁଢ଼ ହୋଇ ଦୁର୍ଲ୍ଲଭ ଦର୍ଶନ ଦିଅନ୍ତି । ଏମିତି ଏକ ନିଆରା ପରମ୍ପରା ଦୀର୍ଘ ୨୦୦ ବର୍ଷ ହେଲା ଅକ୍ଷୁର୍ଣ୍ଣ ଭାବରେ ଚଳି ଆସୁଥିବା ବେଳେ
Read More...

ରୁଷରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷରେ ରହୁଥିବା ଭାରତୀୟ ସମୁଦାୟ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟମାନେ ସହୃଦୟତା ଓ ସ୍ନେହର ସହିତ ସ୍ୱାଗତ କରିଥିଲେ । ପ୍ରବାସୀ ଭାରତୀୟଙ୍କୁ
Read More...

ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ସୁନ୍ଦରଗଡ ଜିଲ୍ଲା ଶାଖା ତରଫରୁ ସରସ୍ୱତୀ ଶିଶୁ ମନ୍ଦିର ସେକ୍ଟର ୬ରେ ସହ-ସାଧାରଣ ସମ୍ପାଦିକା ନିରୁପମା ପତିଙ୍କ ଆବାହକତ୍ୱରେ ସାଧାରଣ ସମ୍ପାଦକ ଡ. ଉମାକାନ୍ତ ପଣ୍ଡା ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିଲା ।
Read More...