Daily Archives

ଘଞ୍ଚଜଙ୍ଗଲ ପାହାଡ଼ ଉପରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା

ଆତ୍ମହତ୍ୟା ପାଇଁ କାନ୍ଧର ଗାମୁଛା ସାଜିଲା ହତିଆର ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଡୁଡକିପଦର ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରପାହାଡ଼ ଉପରେ ଜଣେ ବ୍ୟକ୍ତି ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଭଳି ଏକ
Read More...

ଡୁଙ୍ଗୁରୀଗୁଡ଼ା ଗ୍ରାମରୁ ଜଣେ ଯୁବତୀଙ୍କ ସହ ଅନ୍ୟ ଜଣେ ନାବାଳିକା ୫ଦିନ ହେଲା ନିଖୋଜ : ଥାନାରେ ମାମଲା ରୁଜ୍ଜୁ,…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ଡୁଙ୍ଗୁରୀଗୁଡା ଗ୍ରାମରୁ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ସହ ଅନ୍ୟ ଜଣେ ୧୪ ବର୍ଷୀୟା ନାବାଳିକା ଗତ ୫ ଦିନ ଧରି ଏକ ସଙ୍ଗେ ନିଖୋଜ ହୋଇଯାଇଥିବା ନେଇ ଉଭୟ ପରିବାର ଲୋକଙ୍କ ପକ୍ଷରୁ ଅଲଗା ଅଲଗା
Read More...

ଧଣ୍ଡାମୁଣ୍ଡା ଠାରେ ୭୫ତମ ବନ ମହୋତ୍ସବର ଚତୁର୍ଥ ଦିନ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚାଣକ୍ୟ ନୀତି ଶାସ୍ତ୍ରରେ କହିଛନ୍ତି- ‘ଦଶ ପୁତ୍ରୋ ସମ ଦ୍ରୁମ’ । ଅର୍ଥାତ୍‌ ଦଶଟି ପୁତ୍ର ଜନ୍ମ ଦେବା ଅପେକ୍ଷା ଗୋଟିଏ ବୃକ୍ଷରୋପଣ କରି ତାକୁ ବଞ୍ଚାଇବା ଶ୍ରେୟସ୍କର । ଗୋଟିଏ ବୃକ୍ଷ ତାର ଜୀବନକାଳ ଭିତରେ ବିଶେଷ କରି ମନୁଷ୍ୟକୁ ଅନେକ ସାହାଯ୍ୟ କରେ ।
Read More...

କନ୍ଦାଜୁରିରେ ଆନ୍ତଃଜିଲ୍ଲା ପଥର ମାଫିଆଙ୍କ ରାଜୁତି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚାଲିଛି ପଥର ମାଫିଆଙ୍କ ରାଜୁତି । ପ୍ରଶାସନିକ ନୀତିନିୟମ ଓ ସମସ୍ତ କଟକଣାକୁ ଫୁ' କରି ବେଆଇନ ଭାବେ ଆନ୍ତଃଜିଲ୍ଲା ମାଫିଆ ମାନେ ପଥର ଉତ୍ତୋଳନ କରି ବାହାରକୁ ଚାଲାଣ କରୁଛନ୍ତି । ଲୋଇସିଂହା ତହସିଲ ଅନ୍ତର୍ଗତ କନ୍ଦାଜୁରି ରାଜସ୍ୱ ଗ୍ରାମରୁ ଏଭଳି ଅଭିଯୋଗ
Read More...

ହଳଦୀ କ୍ଲଷ୍ଟର ପକ୍ଷରୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମନ ପ୍ରଧାନୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ କ୍ଲଷ୍ଟର ପକ୍ଷରୁ ଅବସର ଗ୍ରହଣ କରିଥିବା ପତ୍ରାପାଲି(ଖ) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମନ ପ୍ରଧାନୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଖେରଟ ପ୍ରାଥମିକ ବିଦ୍ୟାଳୟ
Read More...

ବରଗଡ ଅଗ୍ରସେନ ଛକ ଠାରେ ରାସ୍ତାରୋକ ଆନ୍ଦୋଳନ

ବରଗଡ, (ନିରୋଜ କୁମାର ପାଣୀ) : ଦୀର୍ଘ ସମୟରୁ ଗୁରୁତର ଅବସ୍ଥାରେ ପଡ଼ିରହିଥିବା ଏକ ଗାଇର ଚିକିତ୍ସା ଓ ଥଇଥାନ ପାଇଁ ଦିନ ତମାମ ସ୍ଥାନୀୟ ଲୋକେ ବରଗଡ଼ ପୌର ପରିଷଦକୁ ଯୋଜଯୋଗ କରି ହଇରାଣ ହୋଇ ଯାଇଥିଲେ ମାତ୍ର ରାତି ୭.୩୦ଟା ପର୍ଯ୍ୟନ୍ତ କେହି ଆସିନଥିଲେ ଓଲଟା ଏବେ କିଛି କରାଯାଇପାରିବ ନାହିଁ
Read More...

ପରିବେଶ ସୁରକ୍ଷା ପ୍ରତ୍ୟେକ ନାଗରିକର ନୈତିକ କର୍ତ୍ତବ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ପ୍ରାଙ୍ଗଣରେ ବଉଳ ଓ ନିମ୍ବ ଚାରାରୋପଣ କରାଯାଇ, ତା'ର ସୁରକ୍ଷା ଓ ଯତ୍ନ ନେବା ପାଇଁ
Read More...

ଲୋଇସିଂହା ବ୍ଲକରେ ନକଲି ଧାନ ବିହନ ଯୋଗାଣ ଅଭିଯୋଗ : କ୍ଷେତ୍ର ପରିଦର୍ଶନ କଲେ କୃଷି ଅଧିକାରୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକର ବାଦିମୁଣ୍ଡା, ଗୁର୍ଜିଭଟା, ଭାଲିଆମୁଣ୍ଡା, ବିଶାଳପାଲି ତଥା ବିଭିନ୍ନ ସ୍ଥାନରେ ଥିବା ଡିଲରମାନଙ୍କ ଠାରୁ ଚାଷୀମାନେ ନେଇଥିବା ଧାନ ବିହନ ଗଜା ହେଉନାହିଁ । ଏନେଇ ଚାଷୀମାନେ କୃଷି ବିଭାଗ ନିକଟରେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ
Read More...

ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ଓଡିଶାରେ କାର୍ଯ୍ୟକାରୀ ହେବ

ଭୁବନେଶ୍ୱର : ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ
Read More...

ପୂର୍ବତଟ ରେଳପଥ ଦ୍ୱାରା ରଥଯାତ୍ରା ପାଇଁ ବିସ୍ତୃତ ବ୍ୟବସ୍ଥା

ରଥଯାତ୍ରା ସମୟରେ ଅତିରିକ୍ତ ଉନ୍ନତ ଯାତ୍ରୀ ସୁବିଧା ଯୋଗାଇ ଦିଆଯିବ ।୧୫ ହଜାର ତୀର୍ଥଯାତ୍ରୀଙ୍କୁ ରହିବା ପାଇଁ ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର / ଶେଡର ବ୍ୟବସ୍ଥା ।ଏଆଇ ଆଧାରିତ ଗତିଶୀଳ ସିଡ୍ୟୁଲିଂ ସିଷ୍ଟମ ବ୍ୟବହାର କରି ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଚାଲିବ ।୧୫ ଲକ୍ଷ ଭକ୍ତଙ୍କୁ ଯାତ୍ରା
Read More...