ଆଶଙ୍କାରେ ଲକ୍ଷ୍ମୀ ବସ୍ ସେବା : ବସ୍ ସେବା ସ୍ଥାୟୀ କରିବାକୁ ଗ୍ରାମାଞ୍ଚଳବାସୀଙ୍କ ଦାବି
ବରଗଡ଼, (ନିରୋଜ କୁମାର ପାଣୀ) : ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ଲୋକଙ୍କୁ ପରିବହନ ସୁବିଧା ଦେବା ନିମନ୍ତେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିଲା । ମାତ୍ର ପାଞ୍ଚ ଟଙ୍କାରେ ଗ୍ରାମାଞ୍ଚଳରୁ ବ୍ଲକ ସଦର ମହକୁମାକୁ ଲୋକେ ଯାତାୟାତ କରି ପାରୁଥିଲେ । ଓଡିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ!-->…
Read More...
Read More...