Daily Archives

ଟିଟିଲାଗଡ ଏଲ୍‌ଆଇସି ଅଫିସର ସିକ୍ୟୁରିଟି ଗାର୍ଡଙ୍କୁ ନିସ୍ତୁକ ମାଡ଼ : ବାଇକ, ମୋବାଇଲ ଓ ପର୍ସ ଲୁଟ କଲେ ଦୁର୍ବୃତ୍ତ

ଥାନାରେ ମାମଲା, ପୁଲିସର ତନାଘନା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ୫୯ ନଂ ଜାତୀୟ ରାଜପଥର ମାଲପଡା ଓ ଗଁରେଇ ଗ୍ରାମ ଫୁଟବଲ ପଡିଆ ନିକଟରେ ହଦହଦା ଗ୍ରାମର ବ୍ୟୋମକେଶ ମିଶ୍ର ନାମକ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ନିସ୍ତୁକ ମାଡ଼ ମାରି ତାଙ୍କ
Read More...

ଜୁନ ୨୧ରେ ଦଶମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପତଞ୍ଜଳି ଯୋଗପୀଠର ତତ୍ତ୍ୱାବଧାନରେ ଆସନ୍ତା୨୧ ଜୁନ ୨୦୨୪ ତାରିଖ ଦିନ ଦଶମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ବଲାଙ୍ଗିର ସରକାରୀ ଆଇଟିଆଇ ପଡିଆ, ଲର୍କିପାଲି ଠାରେ ସ୍ୱୟଂ ଓ ସମାଜ ପାଇଁ ଯୋଗ ଶୀର୍ଷକରେ ଅନୁଷ୍ଠିତ ହେବ ଯୋଗ ମହୋତ୍ସବ । ସକାଳ ୫ଟା ରୁ ୭ଟା
Read More...

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା‌

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା‌ ହେବେ । ଆଜି ବିଜେଡି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯିଏ କ୍ଷମତାରେ ରହି ଓଡ଼ିଶାବାସୀଙ୍କ ପାଇଁ ଯୋଜନା ଆଣୁଥିଲେ, ସିଏ ସରକାରଙ୍କ ଦୋଷତ୍ରୁଟି ଉପରେ ନଜର୍‌ ରଖିବେ । ଆଜିର ବିଧାୟକ ଦଳ
Read More...

ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠକୁ ସଫାସୁତୁରା ରଖିବା ପାଇଁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥରେ ବଢୁଥିବା ଅଳିଆ ଆବର୍ଜନାକୁ ସଫା କରିବା ପାଇଁ ତଥା ମନ୍ଦିର ପ୍ରଶାସନକୁ ମନ୍ଦିର ଚତୁଃପାର୍ଶ୍ଵକୁ ସଫା ରଖିବାରେ ଧ୍ୟାନ ଦେବାପାଇଁ ପତ୍ର ମାଧ୍ୟମରେ ହେପି ପାଇକମାଲ ତରଫରୁ ଲେଖି ଜଣାଯାଇଛି । ଏହି
Read More...

ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଥାଇ ମଧ୍ୟ ନଥିଲା ସଙ୍ଗେ ସମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ରୋଗୀ ଦୈନନ୍ଦିନ ଚିକିତ୍ସା ପାଇଁ ଆସିଥାନ୍ତି । ହେଲେ ଏଠାରେ ପ୍ରାୟ ଡାକ୍ତରଙ୍କ ହାତରେ ଚିକିତ୍ସା ମିଳିବା ଭାଗ୍ୟରେ ଥିଲେ ମିଳେ । କାରଣଟି ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠାରେ ଡାକ୍ତର ସବୁବେକେ
Read More...

ପୂର୍ବତନ ମୁରିବାହାଲ ବ୍ଲକ ଉପାଧ୍ୟକ୍ଷାଙ୍କ ମାତୃ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ସୁନ୍ଦରମତି ବାଗଙ୍କ ମା' ଲାଲ ତାଣ୍ଡି(୭୦)ଙ୍କ ବୁଧବାର ତାଙ୍କ ସାଲେପଡା ଗ୍ରାମରେ ପରଲୋକ ହୋଇଯାଇଛି । ସେ କିଛି ଦିନ ଧରି ରାୟପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ
Read More...

ମୁରିବାହାଲ ବ୍ଲକ ସଦର ମହକୁମା ବଜାରପଡ଼ା ଓ ଷ୍ଟେସନପଡ଼ାରେ ସୁଧୁରୁନି ରାସ୍ତା, ଡ୍ରେନ ଓ ପାନୀୟ ଜଳ ସମସ୍ୟା

ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାର ବଜାରପଡ଼ା ଓ ଷ୍ଟେସନପଡ଼ାରେ ସବୁଦିନିଆ ରାସ୍ତା, ଡ୍ରେନେଜ୍ ଓ ପାନୀୟ ଜଳଯୋଗାଣ ସମସ୍ୟା ଲାଗି ରହିଥିବା ଓ ଏହା କେବେ
Read More...

ବୌଦ୍ଧରେ ପାଳିତ ହେଲା ବିଶ୍ୱ ସିକିଲ୍‌ ସେଲ୍‌ ଦିବସ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ବୌଦ୍ଧ ସହର ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବୌଦ୍ଧ ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସିକିଲ୍ ସେଲ୍‌ ଏନିମିଆ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଅତିଥି ବୃନ୍ଦ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପରେ ଅତିଥିମାନେ
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ପକ୍ଷରୁ ବିଶ୍ୱ ରକ୍ତ ଶିକୁଳି ବା ସିକିଲ୍‌ ସେଲ୍‌ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ଜୁନ୍ ୧୯ରେ ବିଶ୍ୱ ସିକିଲ୍ ସେଲ୍ ରୋଗ ବା ରକ୍ତ ଶିକୁଳି ରୋଗ ବିଷୟରେ ଜନସଚେତନତା ବୃଦ୍ଧି ପାଇଁ ‘ବିଶ୍ୱ ସିକିଲ୍ ସେଲ୍ ସଚେତନତା ଦିବସ’ ପାଳନ କରାଯାଇଥାଏ । ଏହି ଅବସରରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଭିନ୍ନ
Read More...

ପଦ୍ମପୁର ଓକିଲ ସଂଘ ତରଫରୁ ନବନିର୍ବାଚିତ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଂଘର ସଭାପତି ଆନନ୍ଦ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଓକିଲ ସଂଘର ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବନିର୍ବାଚିତ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର
Read More...