Monthly Archives

May 2024

ସନ୍ଥକବି ଭୀମ ଭୋଇ ଜୟନ୍ତୀ : ଯୁଗଯାତ୍ରୀ ସାହିତ୍ୟ ସଂସଦ ସୁବର୍ଣ୍ଣ ଜୟନ୍ତୀ ବର୍ଷ

ସନ୍ଥକବିଙ୍କ ସାହିତ୍ୟ ଆମ ପାଇଁ ଅମୃତ ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଆ ଭାଷା ସାହିତ୍ୟକୁ ବଞ୍ଚେଇ ରଖିବାର ମାଇଲ୍‌ଖୁଣ୍ଟ ସଦୃଶ୍ୟ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ପରିଚାଳିତ କଳାହାଣ୍ଡିର ଏକ ଅଗ୍ରଣୀ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତାର ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ ଅବସରରେ
Read More...

ପୋଖରୀ ହୁଡ଼ାରୁ ଗଛରେ ବନ୍ଧା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ : ହତ୍ୟା ନା ଆତ୍ମହତ୍ୟା

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ସହର ବାପୁଜୀନଗର ଓ ମାଉଲ୍‌ସିଙ୍ଗା ମଧ୍ୟରେ ଥିବା ପୋଖରୀ ହୁଡାରେ ବନ୍ଧା ହେବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି । ଆଜି ସକାଳ ପ୍ରାୟ ସାଢେ଼ ସାତଟା ସମୟରେ ଜନୈକ ଯୁବକଙ୍କ ମୃତଦେହ ଗୋଟିଏ ଗଛରେ ବନ୍ଧା ଅବସ୍ଥାରେ ଦେଖା ଯିବାରୁ ଚହଳ
Read More...

ଶ୍ରୀମନ୍ଦିର କୂଅରେ ଗଳିପଡ଼ିଲେ ଶ୍ରଦ୍ଧାଳୁ : ପହଁରା ଜାଣିଥିବାରୁ ବଞ୍ଚିଗଲେ

ପୁରୀ : ଶ୍ରୀମନ୍ଦିର ଉତ୍ତରଦ୍ୱାର ଆନନ୍ଦ ବଜାର ପରିସରରେ ଥିବା ଏକ କୂଅରେ ପଡ଼ି ଜଣେ ଶ୍ରଦ୍ଧାଳୁ ଗୁରୁତର ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ଅଗ୍ନିଶମ ବିଭାଗର ଦମକଳ ଗାଡ଼ି, ଆମ୍ବୁଲାନ୍ସ ଓ ସିଂହଦ୍ନବାର ଥାନା ପୁଲିସ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ମୁଖ୍ୟ
Read More...

‘ପରିବେଶ ପାଇଁ ସାମଗ୍ରୀ ଇଞ୍ଜିନିୟରିଂରେ କୃତ୍ରିମ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ନିଂ’ ଉପରେ ଜାତୀୟ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଠାରେ 'କୃତ୍ରିମ ଇଣ୍ଟେଲିଜେନ୍ସ ଏବଂ ମେସିନ୍‌ ଲର୍ନିଂରେ ପରିବେଶ ପାଇଁ ସାମଗ୍ରୀ ଶିକ୍ଷା' ଉପରେ ଏକ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଇ. ଇ. ଆଇ. ବିଲଡିଂର ପଟେଲ ମେମୋରିଆଲ୍ ସେମିନାର୍ ହଲ୍‌ରେ, ଆଇ. ଇ. ଆଇ. ସହିତ
Read More...

ଛେଣ୍ଡିପଦା ହାଣ୍ଡିଗୁଡାରେ ନିର୍ବାଚନୀ ହିଂସା କାଣ୍ଡ

ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ହାଣ୍ଡିଗୁଡାରେ ନିର୍ବାଚନୀ ହିଂସା ଅଭିଯୋଗ । ଜଣେ ଯୁବକଙ୍କୁ ସେହି ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ଡା ଏବଂ ଭୁଜାଲୀରେ ଆକ୍ରମଣ କରିଛନ୍ତି । ଆହତ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।
Read More...

ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ : ୪୮. ୮ ଡିଗ୍ରୀ ରେକର୍ଡ

ରାଜସ୍ଥାନ : ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ରାଜସ୍ଥାନର ବାଡମେର ସହରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ବାଡମେରରେ ଦିନର ସର୍ବାଧିକ ତାପମାତ୍ରା ୪୮.୮ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରଭାବରେ ରାଜସ୍ଥାନରେ ୬ ଜଣଙ୍କ ମତ୍ୟୁ ହୋଇଥିବା ସୂଚନା ମିଳିଛି ।
Read More...

ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ

କୋଇଡ଼ା : ବରସୁଆଁ ରେଳସାଇଡିଂକୁ ଲୋଡିଂ ପାଇଁ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ ବରସୁଆଁ ଷ୍ଟେସନ ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା । ବୁଧବାର ରାତି ପ୍ରାୟ ୧୧ଟା ସମୟରେ ବରସୁଆଁ ରେଳସାଇଡିଂକୁ ​ଟ୍ରେନ୍‌ଟି ଯାଉଥିବାବେଳେ ଏହାର ତିନିଟି ବଗି ଲାଇନ୍‌ଚ୍ୟୁତ ହୋଇ ଯାଇଥିଲା । ଖବର ପାଇ
Read More...

ମା’ ନାରାୟଣୀ ଛକ ନିକଟରେ ସିରିଜ ସଡ଼କ ଦୁର୍ଘଟଣା

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମା’ ନାରାୟଣୀ ଛକ ନିକଟରେ ସିରିଜ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୦୮ ଆମ୍ବୁଲାନ୍ସ ଚାଳକ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ବିୟର ବୋଝେଇ ଟ୍ରକ
Read More...

ଭ୍ରାତୃ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ମେ ୨୪ରେ 'ଭ୍ରାତୃ ଦିବସ' ପାଳନ କରାଯାଉଛି । ଭାଇମାନଙ୍କ ପ୍ରତି ତୁମର ଶ୍ରଦ୍ଧା, ସ୍ନେହ, ପ୍ରେମ ଦେଖାଇବା ପାଇଁ ଏହି ଦିନଟି ହେଉଛି ସର୍ବୋତ୍ତମ ସୁଯୋଗ । ପାରିବାରିକ ବନ୍ଧନର ମହତ୍ତ୍ୱ ଏବଂ ଭାଇଭଉଣୀମାନେ ଆମ ଜୀବନରେ ଯେଉଁ ଭୂମିକା
Read More...

ଖୁଡ଼ୀଙ୍କୁ ପଥରରେ ଛେଚି ହତ୍ୟା କଲା ପୁତୁରା

ରାଉରକେଲା : ଖୁଡ଼ୀଙ୍କୁ ପଥରରେ ଛେଚି ହତ୍ୟା କକଲା ପୁତୁରା । ଏପରି ଏକ ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ସୋଲ ପଞ୍ଚାୟତର ଅସୁରଖୋଲ ଗ୍ରାମରେ । ପୁତୁରା ରାଜେଶ ମିର୍ଦ୍ଧା ଓ ଖୁଡ଼ୀ ପଦ୍ମା ମିର୍ଧାଙ୍କ ପୂର୍ବରୁ ବିବାଦ ଥିଲା । ପଦ୍ମା ପାଖରେ ଥିବା ନାଳକୁ ଗାଧୋଇଇବାକୁ
Read More...