Daily Archives

ବଲାଙ୍ଗିର ରାଧାରାଣୀପଡ଼ା ନୃସିଂହ ଚତୁର୍ଦ୍ଦଶୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ଏହି ଦିବସରେ ନୃସିଂହ ଭଗବାନଙ୍କ ଆବିର୍ଭାବ ହୋଇଥିବା ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ଏହି ଅବସରରେ ବଲାଙ୍ଗିର ରାଧାରାଣୀପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ନୀତିକାନ୍ତି ଅନୁସାରେ ଭଗବାନ ବିଷ୍ଣୁଙ୍କ ନୃସିଂହ
Read More...

ଚେକିଂ ସମୟରେ କାର୍‌ରୁ ଦେଢ଼ ଲକ୍ଷ ଟଙ୍କା ଜବତ କଲା ପୋଲିସ

ଭୁବନେଶ୍ଵର : ନିର୍ବାଚନ ବେଳେ ଚାଲିଛି ଜୋର୍‌ଦାର୍‌ ଧରପଗଡ଼ । ଭୁବନେଶ୍ଵରରେ ଚାଲିଛି ବ୍ଲକିଂ ଓ ଚେକିଂ । ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ଵାବଧାନରେ ଚାଲିଛି ମାରାଥନ୍ ଚେକିଂ । ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ଵର ସ୍ଥିତ ଲକ୍ଷ୍ମୀସାଗର ଥାନା ଫାଲକନ୍ ଛକରେ ଚେକିଂ
Read More...

ବିଜେଡ଼ି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ଭୁବନେଶ୍ୱର : ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଶ୍ରୀ ପାଣିଗ୍ରାହୀ । ବିଜେଡି ସଭାପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ଏନେଇ ଭିଡିଓ ବାର୍ତ୍ତାରେ ସେ ସୂଚନା ଦେଇଛନ୍ତି । ତାଙ୍କୁ ଏଥର ବିଜେଡି
Read More...

ସ୍କୁଲ୍‌ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା : ୧୦ରୁ ଅଧିକ ଆହତ

ଝାରସୁଗୁଡ଼ା : ସ୍କୁଲ୍‌ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୦ରୁ ଅଧିକ ଆହତ । ୪୯ ନମ୍ବର ଜାତୀୟ ରାଜପଥ ଝାରସୁଗୁଡା - ବେଲପାହାଡ ରାସ୍ତା ତାରିଣୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ଭି କରାଯାଇଛି । ସୂଚନାନୁଯାୟୀ, ୪୯ ନମ୍ବର
Read More...

ବିଭୂତି ଭୂଷଣଙ୍କ ଅକାଳ ବିୟୋଗରେ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଜଣେ ପରିଚିତ ଯୁବନେତା ବିଭୂତି ଭୂଷଣ ମହାଖୁଡଙ୍କ ବିୟୋଗରେ କାରୁଣ୍ଡ ଫାର୍ମରସ୍ ପ୍ରଡ୍ୟୁସର୍‌ ପ୍ରାଇଭେଟ୍‌ କମ୍ପାନୀ ତରଫରୁ କମ୍ପାନୀ କ୍ରା୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ମହାଖୁଡ଼ ଏହି କମ୍ପାନୀର ଆରମ୍ଭରୁ ସଭାପତି
Read More...

ପୋଲ ତଳୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ପୋଲ ତଳୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଠାବ ହୋଇଛି । ବେଗୁନିଆ ଥାନା ଅଠରାଙ୍ଗ ଗାଁ ପୋଲ ନିକଟରେ ପଡ଼ି ରହିଛି ମୃତଦେହ । ୨ ମୃତକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଗତ ୧୧ ଦିନ ହେବ ଉଭୟ ନିଖୋଜ ଥିଲେ । ମୃତକ ଯୁବକଙ୍କ ଘର ଅଠରାଙ୍ଗ ପଞ୍ଚାୟତ ବୋତଳମା ଗାଁରେ ଥିବା
Read More...

ଜୈବ ବିବିଧତା ପାଇଁ ଆନ୍ତର୍ଜାତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୨୨ ମେରେ 'ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ' ପାଳନ କରାଯାଏ । 'ଜୈବ ବିବିଧତା' ଶବ୍ଦର ବ୍ୟବହାର ପ୍ରଥମେ ୧୯୮୫ରେ ଆରମ୍ଭ କରାଯାଇଥିଲା । ଜୈବ ବିବିଧତା କହିଲେ ବିବିଧ ପ୍ରକାରର ଉଦ୍ଭିଦ, ପ୍ରାଣୀ ଅଣୁ ଜୀବ ଇତ୍ୟାଦିକୁ ବୁଝାଏ । ସ୍ଥାନୀୟ
Read More...

୨୩ରେ ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର : ଚଳିତ ଥର ବିଜେପି ଫୋକସ୍‌ରେ ରହିଛି ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କଠାରୁ ଗୃହମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଜେପିର କେନ୍ଦ୍ରୀୟ ନେତା ବାରମ୍ବାର ଓଡ଼ିଶା ଆସି ବିଜେପି ସପକ୍ଷରେ ଜାରି ରଖିଛନ୍ତି ଧୁଆଁଧାର ପ୍ରଚାର । ତେବେ ଆସନ୍ତା ୨୩ ତାରିଖରେ ଓଡ଼ିଶାରେ ବିଜେପିର ପ୍ରଚାର ମଙ୍ଗ ଧରିବେ
Read More...

ଆଜି ଓଡ଼ିଶା ଆସିବେ ରାମାୟଣର ‘ରାମ’ ଅରୁଣ ଗୋଭିଲ୍

ଭୁବନେଶ୍ୱର : ନିର୍ବାଚନ ପ୍ରଚାରରେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଟପ୍ ଲିଡର । ଆଜି ଓଡ଼ିଶାରେ ପ୍ରଚାର କରିବେ ରାମ । ବିଜେପି ନେତା ତଥା ରାମାୟଣ ସିରିଏଲର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ବିଜେପି ନେତାଙ୍କ ପାଇଁ ଭୋଟ୍ ମାଗିବେ । ସେ ଚମ୍ପୁଆ, ତେଲକୋଇ, ଢେଙ୍କାନାଳ
Read More...

ସୁରକ୍ଷା ବଳୟ ମଧ୍ୟରେ ଗଞ୍ଜାମରେ ସରିଯାଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗଞ୍ଜାମରେ ସରିଯାଇଛି ଦ୍‌ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପଞ୍ଚମ ରାଉଣ୍ଡ ପୋଲିଂ ବେଳକୁ ଜିଲ୍ଲାରେ ହାରାହାରି ଶତକଡା ୫୫ ପ୍ରତିଶତ ମତଦାନ ହୋଇଥିବା ଆକଳନ କରାଯାଇଛି । ତେବେ ଭୋଟରମାନେ ଅନେକ ଘାତ ପ୍ରତିଘାତ ମଧ୍ୟରେ
Read More...