Daily Archives

ଦୋକାନ ଭିତରକୁ ପଶିଗଲା ୧୬ ଚକିଆ ହାଇୱା

ବଡବିଲ : ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଗଲା ୧୬ ଚକିଆ ହାଇୱା । ଗାଡି ଚଲାଉଥିଲେ ହେଲ୍‌ପର । ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ । ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟା ସମୟରେ ବଡ଼ବିଲ ପିଏଚ୍‌ଡି ରୋଡ୍ ଭଞ୍ଜ କଲୋନୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ୧୬
Read More...

ନିଶା କାରବାର ଉପରେ ପୋଲିସ ଚଢାଉ : ୪ ଜଣ ଗିରଫ

ପଦ୍ମପୁର : ନିର୍ବାଚନ ସମୟରେ ନିଶା କାରବାର ଉପରେ ଚଢାଉ କଲା ପଦ୍ମପୁର ପୋଲିସ । ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପଦ୍ମପୁର ପୋଲିସ ପଦ୍ମପୁର ଅଂଚଳରେ ବିଭିନ୍ନ ସ୍ଥାନରେ ନାକା କରି ଯାଞ୍ଚ କରିବା ସହ ଲଗାତାର ଭାବରେ ପେଟ୍ରୋଲିଂ ମଧ୍ୟ ଜାରି ରଖିଛି । ପଦ୍ମପୁର ଅଂଚଳକୁ ନିଶା ଔଷଧ
Read More...

ପାଟଣାଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜ ମେହେରଙ୍କ ତାୱଡ଼୍‌ ତୋଡ଼୍‌ ନିର୍ବାଚନୀ ପ୍ରଚାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜ ମେହେର ତାୱଡ଼୍‌ ତୋଡ଼୍‌ ନିର୍ବାଚନୀ ପ୍ରଚାରରେ ବାହାରିଥିବା ଦେଖିବାକୁ ମିଳିଛି । ଆଜି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ
Read More...

୪୩ କାର୍ଟୁନ ବିଦେଶୀ ମଦ ଜବତ : ୩ ଗିରଫ

ବରଗଡ଼ : ବରଗଡ଼ ଟାଉନ୍‌ ପୋଲିସକୁ ମିଳିଲା ବଡ଼ ସଫଳତା । ସ୍ଥାନୀୟ ଗୋରୁ ମାର୍କେଟ ପାଖରେ ଥିବା କୃଷକ ବଜାର ଭିତରେ ଏକ ବୋଲେରୋରୁ ୪୩ ପେଟି ବିଦେଶୀ ମଦ ଚାଲାଣ ହେଉଥିବା ବେଳେ ମାଡ଼ିବସିଲା ପୋଲିସ । ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ବରଗଡ଼ କୃଷକ ବଜାର ଭିତରେ ଏକ ବୋଲେରୋ
Read More...

ଆନ୍ତର୍ଜାତୀୟ ନୋ ଡାଏଟିଙ୍ଗ୍ ଡେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ ) : ଆନ୍ତର୍ଜାତୀୟ ନୋ ଡାଏଟିଙ୍ଗ୍ ଡେ । ପ୍ରତିବର୍ଷ ଶରୀରର ସକରାତ୍ମକତା, ଶରୀରର ବିବିଧତା ଏବଂ ଓଜନ ଓ ମୋଟାପଣ ଦୂର କରିବାରେ ସାହାଯ୍ୟ କରିବାକୁ “ଆନ୍ତର୍ଜାତୀୟ ନୋ ଡାଏଟ୍ ଡେ” ପାଳନ କରାଯାଏ । ଏହା ମଧ୍ୟ ଲୋକଙ୍କୁ ଅନୁରୋଧ କରେ ଯେ, ଏକ ନିର୍ଦ୍ଦିଷ୍ଟ
Read More...

ଆସନ୍ତା ୧୦ ତାରିଖରେ ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାସମାରୋହରେ ପାଳିତ ହେବ ଆସନ୍ତା ୧୦ ତାରିଖ ଦିନ ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ । ଏ ସଂକ୍ରାନ୍ତିରେ ଆଜି ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ସହର ସ୍ଥିତ ନୃସିଂହ ମନ୍ଦିର ପରିସରରେ ଆୟୋଜନ ହେବାକୁ ଥିବା ଭଗବାନ
Read More...

ବିଜେଡ଼ିରେ ସାମିଲ୍‌ ହେଲେ ବିଜେପି ନେତା ଓ କର୍ମକର୍ତ୍ତା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଜେପି ଲାଗିଲା ବଡ଼ ଝଟ୍‌କା । ପୂର୍ବତନ ସମିତି ସଭ୍ୟଙ୍କ ସହ ୧୫ ଜଣ ବିଜେପି କର୍ମୀ ବିଜେପିର ହାତ ଛାଡ଼ିଦେଲେ । ପାଟଣାଗଡ଼ ବ୍ଲକ ବାଲିପଟା ପଂଚାୟତର ପୂର୍ବତନ ବିଜେପି ସମିତି ସଭ୍ୟ ସତ୍ୟ ନାଗଙ୍କ ସହିତ ୧୫ ଜଣ କର୍ମୀ ବିଜେପି ଛାଡି ବିଜେଡିରେ
Read More...

୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ କଲ୍‌ବଲ୍‌ ହେଉଛନ୍ତି ରାଜ୍ୟବାସୀ । ଖରାର ପ୍ରକୋପ ଏତେ ମାତ୍ରାରେ ରହୁଛି ଯେ, ସକାଳ ୮.୩୦ଟା ପରଠାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ତେବେ ଏହା ଭିତରେ ଏକ ଆଶ୍ୱସ୍ତି କଲାଭଳି ଖବର ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ
Read More...

ବିଜେପିରେ ଯୋଗ ଦେବାପରେ ଯଜ୍ଞେଶ୍ୱର୍ ବାବୁଙ୍କୁ ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କଂଗ୍ରେସ ଦଳ ଛାଡି ଥିବା ଯଜ୍ଞେଶ୍ୱର ବାବୁ ବିଜେପିରେ ଯୋଗ ଦେବାପରେ ରବିବାର ସଂଧ୍ୟାରେ ସ୍ଥାନୀୟ ଭାରତୀୟ ଜନତା ପାର୍ଟି ଟିଟିଲାଗଡ଼ କାର୍ଯ୍ୟାଳୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଟିଟିଲାଗଡ଼ର ବିଜେପି ବିଧାୟକ
Read More...

ସୁବର୍ଣ୍ଣପୁରରେ ବିଜେଡ଼ିର ଦବ୍‌ଦବା ଜାହିର୍‌ କଲେ ପାଣ୍ଡିଆନ୍‌

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁରରେ ବିଜେଡ଼ିର ଦବ୍‌ଦବା ଜାହିର୍‌ କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା ଭି.କେ. ପାଣ୍ଡିଆନ୍‌ । ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ତାୱଡ଼୍‌ ତୋଡ଼୍‌ ପ୍ରଚାର୍‌ କରି ବିରୋଧୀଙ୍କୁ କଡ଼ା ଜବାବ୍‌
Read More...