Daily Archives

ଟ୍ରେନ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ସମ୍ବଲପୁର : ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ଅତାବିରା ଅଞ୍ଚଳର ଶ୍ରୀନୁ ବୋଲି ସମ୍ବଲପୁର ଜିଆର୍‌ପି ପୁଲିସ ପକ୍ଷରୁ କୁହାଯାଇଛି । ରବିବାର ସକାଳେ ବରଗଡ଼ ରେଳଷ୍ଟେସନ୍‌ ନିକଟରେ କୌଣସି ଏକ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନା
Read More...

ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

ସୋର : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ତୁଣ୍ଡରା ଛକରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି । ସୂଚନା ଅନୁଯାୟୀ, ତୁଣ୍ଡୁରା ଗ୍ରାମର ପ୍ରଦୀପ କୁମାର ବାରିକ ତାଙ୍କ ବାପାଙ୍କୁ ବାଲେଶ୍ୱର ରେଳ ଷ୍ଟେସନକୁ ଆଣିବାକୁ ଯାଉଥିବା ବେଳେ ଜୟଦେବ କଷବା
Read More...

ରାଜନୈତିକ ରାଲିରେ ସାମିଲ ହୋଇ ନିଲମ୍ବିତ ହେଲେ କିରାଣି

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜେ. ସୋନାଲ୍‌ ସୋମବାର ଜଣେ କିରାଣିଙ୍କୁ ନିଲମ୍ବିତ କରିଛନ୍ତି । କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମର ରାଧାମାଧବ ଉଚ୍ଚ ବିଦ୍ୟାଳୟର କିରାଣି ସତ୍ୟନାରାୟଣ ଦନ୍ତା ଏକ
Read More...

ସଡ଼କ ଦୁର୍ଘଟଣାରେ ବୋଲେରୋ ଡ୍ରାଇଭର ମୃତ

ବଣାଇ : ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେଲା ବୋଲେରୋ । ବଣାଇ ଥାନା ଜକେଇକଲାରେ ବିଳମ୍ବିତ ରାତିରେ ଘଟିଛି ଏଭଳି ଭୟାବହ ଦୁର୍ଘଟଣା । ଘଟଣାସ୍ଥଳରୁ ଡ୍ରାଇଭରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପୋଲିସ୍‌ ମେଡିକାଲ୍‌ ପଠାଇଥିବା ଜଣାପଡିଛି ।
Read More...

ତିନି ଦିନ ଧରି ତୁଜୁଙ୍ଗ ରାମଲୀଳା ମଞ୍ଚସ୍ଥ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ୫୪ତମ ଶ୍ରୀରାମଲୀଳା ମହୋତ୍ସବ ବହୁତ୍ ଧୁମ୍ ଧାମରେ ତୁଜୁଙ୍ଗ ଗ୍ରାମରେ ପାଳିତ ହୋଇଅଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାମାୟଣ କଥାବସ୍ତୁ ଉପରେ ଆଧାରିତ ଶ୍ରୀରାମଲୀଳା ନାଟକଟି ରବିବାର ରଜନୀରେ ଉଦ୍‌ଯାପିତ ହୋଇଛି
Read More...

ଛତ୍ରପୁରରେ ଛାତ୍ର ବିଜେଡ଼ିର ବିଶାଳ ପ୍ରଚାର ସମାବେଶ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ଦବ୍‌ଦବାର ସହ ରବିବାର ସନ୍ଧ୍ୟାରେ ଏକ ବିଶାଳ ପ୍ରଚାର ସମାବେଶର ଆୟୋଜନ ହେଇଥିବା ଦେଖିବାକୁ ମିଳିଛି । ଯୁବ ଛାତ୍ର ସମାବେଶ ନାମରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ଆୟୋଜିତ ଛତ୍ରପୁର ସ୍ଥିତ ପୁତିଗୋପାଳପୁର
Read More...

କିଛି ଦିନର ନୀରବତା ପରେ ପୁଣି କଫ ସିରପ୍‌ ଜବତ : ଜଣେ ଗିରଫ

ତୁରକେଲା, (ଅଶୋକ କୁମାର ବାଗ) : ତୁରେକେଲା ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ରବିବାର ବେଆଇନ୍‌ କଫ ସିରପ୍‌ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ତୁରେକେଲା ପୋଲିସ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ଦହିପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାପ୍ତାହିକ ବଜାର ହାଟପଦାପଡା ବଲାଙ୍ଗିରଠାରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ପକ୍ଷରୁ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସଭାପତି ପର୍ଶୁରାମ ନାୟକ, ସାଧାରଣ ସଂପାଦକ ମଲିଆ ଗଡୁଆ,
Read More...

ସାମ୍ବାଦିକଙ୍କ ପିତୃ ବିୟୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହାର ବରିଷ୍ଠ ସାମ୍ବାଦିକ ବୁର୍ଡା ନିବାସୀ ବିମଳେନ୍ଦୁ ସାହୁଙ୍କ ବାପା ବିଜୟ କୁମାର ସାହୁଙ୍କ ରବିବାର ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ସାହୁ ବୁର୍ଡା ଗ୍ରାମ ପଞ୍ଚାୟତର ଭୂତପୂର୍ବ ସରପଞ୍ଚ
Read More...

ସେଞ୍ଚୁରିଅନ୍‌ ବିଶ୍ୱ ବିଦ୍ୟାଳୟ ପରିସରରେ ଫୁଡ଼ ଫେଷ୍ଟିଭାଲ୍‌ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ସଂସ୍କୃତିରେ ଶିକ୍ଷା ସମୃଦ୍ଧିର ପରିଚାୟକ ଅଟେ । ଏହି କ୍ରମରେ ସମସ୍ତ ପ୍ରକାର ବିଷୟ ମଣିଷର ଉନ୍ନତି ପାଇଁ ଆବଶ୍ୟକ ଅଟେ । ଭାରତୀୟ ଶିକ୍ଷା ପଦ୍ଧତିରେ ପ୍ରାଚୀନ କାଳରୁ ରନ୍ଧନ ବିଦ୍ୟା ଅନ୍ତର୍ଭୁକ୍ତ ହୋଇ ରହିଛି । ଏହାକୁ ଏକ କଳା ଭାବରେ ଗ୍ରହଣ
Read More...