Monthly Archives

March 2024

ରାଜ୍ୟର ୫ଟି ସ୍ଥାନରେ ଇଡିର ରେଡ୍‌

ଭୁବନେଶ୍ୱର : କିଛି ଦିନ ପରେ ପୁଣି ଫେରିଛି ଅର୍ଥତତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲା । ଭୁବନେଶ୍ୱର ସମେତ ରାଜ୍ୟର ୫ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଛି ଚଢାଉ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ କେଉଁ ସ୍ଥାନରେ ଏବଂ କାହା କାହା ଘରେ ଚଢାଉ ଚାଲିଛି, ସେନେଇ କିଛି ସ୍ପଷ୍ଟ
Read More...

ବାଇକ୍‌-ଟ୍ରକ ମଧ୍ୟରେ ଧକ୍କା : ୨ ଗୁରୁତର

ପାଟଣା : ବାଇକ୍‌କୁ ଧକ୍କା ଦେଲା ଟ୍ରକ । କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୪୯ ନମ୍ବର ରେଙ୍ଗାଳବେଡା ନିକଟରେ ସଡ଼କ ଦୁର୍ଘଟଣା । ଖବର ଅନୁଯାୟୀ ବାପା-ପୁଅ ଦୁଇ ଜଣ ବାଇକ୍‌ରେ କୌଣସି କାମରେ ଯାଉଥିଲେ । ଏହି ସମୟରେ ରେଙ୍ଗାଳବେଡା ନିକଟରେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ଯାହାଫଳରେ ଗାଡିରେ
Read More...

ସ୍ତ୍ରୀକୁ ଇଟାରେ ଛେଚି ହତ୍ୟା ଉଦ୍ୟମ

ଭୁବନେଶ୍ୱର : ସ୍ତ୍ରୀକୁ ଇଟାରେ ଛେଚି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ତାଙ୍କ ନାମ ଟୁଟୁ ପ୍ରଧାନ (୩୫) । ଘର ଡୁମୁଡୁମା ରଘୁନାଥନଗର । ଟୁଟୁ ସବୁବେଳେ ଅଧିକ ଯୌତୁକ ଦାବିକରି ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିଲେ । ଗତକାଲି
Read More...

ଭୁବନେଶ୍ୱର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କାଆଦିବାସୀ କଳା, ସଂସ୍କୃତି ଓ ବିକାଶର ବିଚାରବିମର୍ଶ, ବୈଠକ, ସମ୍ମିଳନୀ ଓ ପ୍ରଦର୍ଶନ ପାଇଁ ଏହି ଭବନ ଏକ ବହୁମୁଖୀ କେନ୍ଦ୍ର ଭାବେ ପରିଗଣିତ ହେବ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଆଶା କର୍ମୀମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି

ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ବୃଦ୍ଧିଆଶା କର୍ମୀଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭ ହଜାର ଟଙ୍କାକୁ ବୃଦ୍ଧି,ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ପରିମାଣ ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧିଉପକୃତ ହେବେ ୪୯,୫୨୨ ଆଶା କର୍ମୀରାଜ୍ୟ ସରକାର ବର୍ଷକୁ ଖର୍ଚ୍ଚ କରିବେ ୨୦୮ କୋଟି
Read More...

ଜିଲ୍ଲାର ୪୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ଅଧସ୍ଥନ ଚୟନ ଆୟୋଗଙ୍କ ପତ୍ର ସଂଖ୍ୟା -୨୧୨(ସି)ଓଏସ୍‌ଏସ୍‌ସି ତା.୨୭/୦୨/୨୪ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା କାର୍ଯ୍ୟାଳୟ ସହ ବ୍ଲକ, ତହସିଲ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ବିଭାଗରେ ଖାଲିଥିବା କନିଷ୍ଠ ବର୍ଗ ସହାୟକ
Read More...

ମାଟି ତଳୁ ବୃଦ୍ଧଙ୍କ ଶବ ଉଦ୍ଧାର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ମାଟି ତଳୁ ବୃଦ୍ଧଙ୍କ ଶବ ଉଦ୍ଧାର । ହତ୍ୟାପରେ ପୋତି ଦେଇଥିବା ଅଭିଯୋଗ । କଣ୍ଟାବାଞ୍ଜି ଥାନା ରଜାମରା ଗାଁରେ ଘଟିଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ । ଗାଁର ଧୁବଲ ରଣା ଗତ ଫେବୃୟାରୀ ୨୧ ତାରିଖରୁ ନିଖୋଜ ଥିଲେ । ମୁରିବାହାଲ ଥାନା କରାଡୁଙ୍ଗରି ନିକଟସ୍ଥ
Read More...

ବେଆଇନ ମଦ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାଲଗୋଦାମ ପଡାରୁ ଟାଉନ ପୋଲିସ ମଦ ଜବତ କରିଛି । ସୂଚନା ଅନୁସାରେ, ଗତକାଲି ରାତି ୧୧ଟାରେ ମାଲଗୋଦାମ ପଡାସ୍ଥିତ ଏକ ଘରେ ମଦବିକ୍ରି ହେଉଥିବା ନେଇ ପୁଲିସ ଖବର ପାଇଥିଲା । ଏହାପରେ ଏକ ଟିମ୍‌ ମାଲଗୋଦାମ ପଡାରେ ପହଞ୍ଚି ମଦ ଜବତ କରିଥିଲା । ଜବତ ମଦର
Read More...

ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ଜଣେ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବଙ୍ଗଳା ଛକଠାରେ ବୁଧବାର ପୂର୍ବାହ୍ନରେ ଅଜଣା ଗାଡି ଧକ୍କା ଦେବା ଯୋଗୁଁ ଜଣେ ବାଇକ ଆରୋହୀଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଲେ କମ୍ବୁପାଣି ରଣା (୬୫) ସଇଁତଲା ସହରର
Read More...

ଆଇନଜୀବୀ ପ୍ରଭାତ ସାହୁଙ୍କ ବାପା ହରିହର ସାହୁଙ୍କ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପଦ୍ମନାଭପୁରର ଯୁବ ଆଇନଜୀବୀ ପ୍ରଭାତ ସାହୁଙ୍କ ପିତା ହରିହର ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଗୁରୁବାର ପାହାନ୍ତିଆ ପାଖାପାଖି ୫.୨୦ ସମୟରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ସ୍ୱର୍ଗତ ହରିହର ସାହୁଙ୍କ
Read More...