ମହାଶିବରାତ୍ରି ପାଇଁ ଉପାନ୍ତ ରାଣୀପୁରଝରିଆଲ ଚଳଚଂଚଳ-ଲୋକାରଣ୍ୟ ହେଲା ଯୋଗିନୀ ପୀଠ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଆଜି ହେଉଛି ପବିତ୍ର ଶିବରାତ୍ରି ବା ଜାଗର । ଏହାକୁ ନେଇ ବିଭିନ୍ନ ଶୈବପୀଠରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମହାଦେବ ଭକ୍ତଙ୍କର ମନସ୍କାମନା ପୂରଣ କରୁଥିବାରୁ ଏଠାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ସକାଳୁ ସକାଳୁ ରୀତିନୀତି ଅନୁସାରେ!-->…
Read More...
Read More...