Daily Archives

ଓଡ଼ିଶାର ସ୍ୱନାମଧନ୍ୟ ଶଲ୍ୟ ଚିକିତ୍ସକ ସତ୍ୟବ୍ରତ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର ସ୍ୱନାମଧନ୍ୟ ବରିଷ୍ଠ ଶଲ୍ୟ ଚିକିତ୍ସକ ଡ଼ାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ଭୁବନେଶ୍ୱରସ୍ଥିତ ଧର୍ମନଗର ବାସଭବନରେ ରବିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ମହାପାତ୍ର ଜଣେ ଛାତ୍ର ନେତା
Read More...

ଡିଜେଲ ନେବାକୁ ଆସିଥିବା କୃଷ୍ଣ ଚନ୍ଦ୍ର ଖଟୁଆ ହଠାତ୍‌ ହୋଇଗଲେ ଅଚେତ : ମେଦିରତା ପେଟ୍ରୋଲ ପମ୍ପ କର୍ମଚାରୀ ନେଇ କଲେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ମେଦିରେତା ପେଟ୍ରୋଲ ପମ୍ପକୁ ସକାଳ ପାଖାପାଖି ୯ଟା ସମୟରେ କେସିଙ୍ଗାରୁ କୃଷ୍ଣ ଚନ୍ଦ୍ର ଖଟୁଆ ଡିଜେଲ ନେବାକୁ ଆସିଥିଲେ । ଅଫିସ ଭିତରେ କଥା ହେଉ ହେଉ ଅଚେତ ହୋଇଯାଇଥିଲେ ଖଟୁଆ । ଏହା ଦେଖି ପେଟ୍ରୋଲ ପମ୍ପ ମ୍ୟାନେଜର ସନ୍ତୋଷ କୁମାର
Read More...

ସୀମାନ୍ତ କାଙ୍କେର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ଜଣେ ଯବାନ ସହିଦ, ୧ ମାଓବାଦୀ…

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । କାଙ୍କେର ଜିଲ୍ଲାର ଛୋଟେ ବେଟିୟା ଥାନା ଅନ୍ତର୍ଗତ ହିନ୍ଦୁଲ ଜଙ୍ଗଲରେ ୪୦ରୁ ୫୦ ଜଣ ମାଓବାଦୀ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ
Read More...

ଟିଟିଲାଗଡ଼ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଂଧ୍ୟାରେ ସ୍ଥାନୀୟ ଏଲ୍‌ଆଇସି ଅଫିସ ସାମ୍ନାରେ ଥିବା ବଣିକ ବାସ ସଭା ଗୃହରେ ଟିଟିଲାଗଡ଼ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ପରିଷଦ ବୈଠକ ସଭାପତି ରାଧାକାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାଂଗଠାନିକ ସଂପାଦକ ମନୋଜ ହାତୀଙ୍କ
Read More...

ଟିଟିଲାଗଡ଼ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ନିଃଶୁଳ୍କ ଶିଶୁ ଚିକିତ୍ସା ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଛୋଟ ଛୋଟ ଛୁଆମାନଙ୍କୁ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ତରଫରୁ ରବିବାର ଦିନ ଏକ ଦିବସୀୟ ନିଃଶୁଳ୍କ ଶିଶୁ ଚିକିତ୍ସା ଶିବିର ସ୍ଥାନୀୟ ମହାବୀର ପଞ୍ଚାୟତି
Read More...

ଲକ୍ଷ୍ମୀପୁର ବ୍ଲକ୍‌କୁ ସବଡ଼ିଭିଜନ ଦାବିରେ ୧୨ଘଣ୍ଟିଆ ରାସ୍ତାରୋକ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକକୁ ସବଡ଼ିଭିଜନ ଦାବିକରି ଆଜି ୧୨ଘଣ୍ଟିଆ ରାସ୍ତାରୋକ କରାଯାଇଛି । ଲକ୍ଷ୍ମୀପୁର ବିକାଶ ପରିଷଦ ସହ ବିଭିନ୍ନ ସଙ୍ଘଠନ ତରଫରୁ ଜାତୀୟ ରାଜପଥ ୩୨୬କୁ ଅବରୋଧ କରାଯାଇଛି । ରାୟଗଡାଠାରୁ କୋରାପୁଟ ଓ ଜୟପୁରକୁ ସଂଯୋଗ କରୁଥିବା ରାସ୍ତାରେ ଗାଡି
Read More...

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବାଇକ୍‌ : ୧ ମୃତ

ବୈପାରିଗୁଡ଼ା : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବାଇକ୍‌ । କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା କଟନୀକୁଣ୍ଡ ଛକରେ ଘଟିଛି ଏହି ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ବୈପାରିଗୁଡ଼ା ବ୍ଲକ ଲିମଗୁଡ଼ାର ସୁଶାନ୍ତ ବେହେରା ବୋଲି ଜଣାପଡିଛି ।
Read More...

ଜାତୀୟ ସୁରକ୍ଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଯେକୌଣସିଠାରେ ସୁରକ୍ଷା ଏବଂ ସତର୍କତା ପଦକ୍ଷେପ ଏକ ପ୍ରମୁଖ ପ୍ରାଥମିକତା ଅଟେ । ଆବଶ୍ୟକ କ୍ଷେତ୍ରରେ ଆମେ ନିରାପଦ ଏବଂ ଫିଟ୍ ବୋଲି ସୁନିଶ୍ଚିତ କରିବା ହେଉଛି ଏକ ମୂଳଲକ୍ଷ୍ୟ । ଆମେ ନିଶ୍ଚିତ କରିବା ଉଚିତ ଯେ ଯେଉଁମାନେ କାର୍ଯ୍ୟରତ ସେମାନେ
Read More...

ମଲ୍ଲାଡଠାରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ମଲ୍ଲାଡଠାରେ ପ୍ରତିଷ୍ଠିତ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଶାନ୍ତି ଅନନ୍ଦାଶ୍ରମ ଶାଖାର ୪୪ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଉଦ୍‌ଯାପିତ ହୋଇଯାଇଛି । କରମଳା ଶାନ୍ତି ଆନନ୍ଦାଶ୍ରମର
Read More...

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଦେପୁର ନିକଟରେ ୩୦ଫୁଟ ଘାଇ ଶହ ଶହ ଚାଷ ଜମି ଜଳମଗ୍ନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଦେପୁର ଆରଡ଼ି ୪୦ ନିକଟରେ ୩୦ଫୁଟର ଘାଇ ସୃଷ୍ଟି ହୋଇଛି ଫଳରେ ଶହ ଶହ ଏକର ଚାଷ ଜମି ଜଳ ମଗ୍ନ ହୋଇରହିଛି । ଏପରିକି କଲମପୁର-ଜୁନାଗଡ଼ ମୁଖ୍ୟରାସ୍ତା ଉପରେ ମଧ୍ୟ ଜଳ ପ୍ରବାହିତ ହେଉଥିଲା ତେଣୁ କିଛି ସମୟ ପାଇଁ
Read More...