Daily Archives

ଗାୟତ୍ରୀ ଶକ୍ତିପୀଠ ବଲାଙ୍ଗିରର ପ୍ରାଣ ପ୍ରତିଷ୍ଠା ଅବସରରେ ସଂକଳ୍ପ ସମାରୋହ ଓ ବୁଦ୍ଧିଜୀବୀ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାୟତ୍ରୀ ଶକ୍ତିପୀଠ ବଲାଙ୍ଗିରର ପ୍ରାଣ ପ୍ରତିଷ୍ଠା ଅବସରରେ ସଂକଳ୍ପ ସମାରୋହ ଓ ବୁଦ୍ଧିଜୀବୀ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ପରିବାର ଟ୍ରଷ୍ଟର ଟ୍ରଷ୍ଟି ଯୁଗଲ କିଶୋର ଝା, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ
Read More...

ବନ୍ଦ ଘରୁ ୩ଟି ମୃତଦେହ ଉଦ୍ଧାର

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ପଞ୍ଚାୟତ ରାଜେନ୍ଦ୍ର ନଗର ଗାଁରେ ଚାଞ୍ଚଲ୍ୟ । ଏକ ବନ୍ଦ ଘରୁ ମିଳିଛି ବାପ, ମାଆ ଓ ପୁଅଙ୍କ ମୃତଦେହ । ମୃତକ ହେଲେ ବାପା ଶ୍ରୀଦାମ ମଣ୍ଡଳ (୫୩), ମାଆ ଜୟନ୍ତୀ (୪୫) ଓ ପୁଅ ପରୀକ୍ଷିତ(୨୭) । ଆଜି ସକାଳେ ଶ୍ରୀଦାମ
Read More...

ଦୁଇ ନିରୀହ ଜୀବନ ନେଲା ଦ୍ରୁତ ଗତିରେ ଥିବା କାର : ରାସ୍ତା ଅବରୋଧ କରି ଧାରଣାରେ ବସିଲେ ଅଞ୍ଚଳ ଲୋକେ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଉଲବା ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଗୋଟିଏ ଦ୍ରୁତଗତିରେ ଆସୁଥିବା କାର ଧକ୍କାରେ ଦୁଇଜଣ ନିରୀହ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ ପାଟଣାଗଡ଼ ଥାନା ଉଲବା ଗ୍ରାମର ମହିଳା ସରୋଜିନୀ
Read More...

ନିଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ : ୨୫୦ରୁ ଅଧିକ ଲୋକ ଉପକୃତ

କଣ୍ଟାବାଞ୍ଜି, (ଗୁରୁଦୟାଳ ହଂସ) : କଣ୍ଟାବାଞ୍ଜି ହେମାଲ ଭବନରେ ରାୟପୁର ଏମ୍‌ଏମ୍‌ଆଇ ନାରାୟଣ ଡାକ୍ତରଖାନା ପକ୍ଷରୁ କୋଶଳେଶ୍ୱରୀ ଯୁବ ମାଳୀ ସମାଜ ସହଯୋଗରେ ଏକ ଦ୍ଵିବସୀୟ ନିଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର ଆରମ୍ଭ ପୂର୍ବରୁ ଏକ ସଭା ଅନୁଷ୍ଠିତ ହୋଇଥିଲା ।
Read More...

ଭାଲୁମୁଣ୍ଡା ବଜାରରେ ଜୈବିକ ଉତ୍ପାଦିତ ପନିପରିବା ବିକ୍ରି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ହାଟରେ ଜୈବିକ ଉତ୍ପାଦିତ ପନିପରିବା ଯଥା ବାଇଗଣ, ଟମାଟୋ, ସଜନା, ଲଟି କନ୍ଦା ଶାଗ ଇତ୍ୟାଦି ବିକ୍ରି କରାଯାଇଥିଲା । ଏହା ପଂଚାୟତ ପ୍ରତିନିଧିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଏହି
Read More...

ମହିଳା ସାମୁକ୍ଷ୍ୟ ଫାର୍‌ମର୍ସ ପ୍ରଡ୍ୟୁସର କମ୍ପାନୀ ଦ୍ୱାରା ସଜନା ବ୍ୟବସାୟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକର ବିଭିନ୍ନ ଗ୍ରାମରୁ ଏପିସି ପ୍ରୋଜେକ୍ଟ ଦ୍ୱାରା ପରିଚାଳିତ ଉତ୍ପାଦକ ଗୋଷ୍ଠୀର ସଭ୍ୟାଙ୍କଠାରୁ ସଜନାଛୁଇଁ ଉଚିତ୍ ମୂଲ୍ୟରେ କ୍ରୟ କରି ମହିଳା ସାମୁକ୍ଷ୍ୟ ଫାର୍‌ମର୍ସ ପ୍ରଡ୍ୟୁସର କମ୍ପାନୀ ବିଭିନ୍ନ
Read More...

ପୁଅ ମାଡ଼ରେ ଗଲା ବାପାଙ୍କ ଜୀବନ

ଅନୁଗୋଳ : ଅନୁଗୋଳ ବନ୍ତଳା ଥାନା ନୂଆଁସାହି ଗାଁରେ ଅଘଟଣ । ପୁଅ ମାଡରେ ବାପାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ । ନୂଆସାହି ଗାଁରେ ବାପ-ପୁଅଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ପୁଅ ରାଗି ଯାଇ ବାପାଙ୍କୁ ମାଡ ମାରିଥିଲା । ଯେଉଁଥିରେ ବାପା ବିପ୍ରବର ଭୋଇଙ୍କ
Read More...

ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ଅନଲାଇନରେ ହେବ ଖବରକାଗଜ ଓ ପତ୍ରିକାର ପଞ୍ଜୀକରଣ

ଆର୍‌ଏନ୍‌ଆଇର ନାମ ବର୍ତ୍ତମାନ ପିଆର୍‌ଜିଆଇ - ପ୍ରେସ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ (ପିଆର୍‌ଜିଆଇ)ନୂଆ ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ ଆକ୍ଟ,୨୦୨୩ କାର୍ଯ୍ୟକାରୀ ହୋଇଛି ।ପୁରୁଣା ପିଆର୍‌ବି ଆଇନ, ୧୮୬୭ ଉଚ୍ଛେଦ ଦିଲ୍ଲୀ, (ପିଆଇବି) : ଭାରତ ସରକାର ଐତିହାସିକ
Read More...

ବିଶ୍ୱ ବନ୍ୟଜୀବ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ "ବିଶ୍ୱ ବନ୍ୟଜୀବ ଦିବସ" ପାଳନ କରାଯାଏ ଯାହା ବିବିଧ ପ୍ରାଣୀ ଏବଂ ଉଦ୍ଭିଦଗୁଡିକର ସୁରକ୍ଷା ତଥା ଯତ୍ନ ନେବାର ଆବଶ୍ୟକତା ବିଷୟରେ ଜନସଚେତନତା ସୃଷ୍ଟି କରିଥାଏ । ବିଶ୍ଵର ବିଶାଳ ଜୈବ ବିବିଧତା ପରିସଂସ୍ଥା ପରିବେଶ ସନ୍ତୁଳନ ବଜାୟ ରଖିବାରେ
Read More...

ରାମଚଣ୍ଡୀ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ପ୍ରବଳ ଜନସମାଗମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରୁ ମାତ୍ର ୮ କିମି ଦୂର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମରେ ବିଜେମାନ କରିଥିବା ଯାହାକି ତ୍ରେତୟା ଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ
Read More...