Monthly Archives

February 2024

ଜାତୀୟ ପ୍ରାଇମ୍‌ରୋଜ୍‌ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଜାତୀୟ ପ୍ରାଇମ୍‌ରୋଜ୍‌ ଦିବସ' ହେଉଛି ଏକ ଛୁଟିଦିନ ଯାହା ପ୍ରତିବର୍ଷ ଫେବୃଆରୀ ୫ରେ ପାଳନ କରାଯାଏ । ଏହି ପୁଷ୍ପ ଛୁଟିଦିନକୁ ଇଂଲଣ୍ଡ (ୟୁ.କେ) ଏବଂ ଅନ୍ୟାନ୍ୟ ଦେଶରେ ଅନେକ ଲୋକ ପାଳନ କରନ୍ତି । ପ୍ରାଇମ୍‌ରୋଜ୍‌ର ଅନେକ ନାମ ଅଛି । ଏହାକୁ ‘ଇଂରାଜୀ
Read More...

୧୨ ବର୍ଷର ଝିଅକୁ ବନ୍ଧକ ରଖି ଟଙ୍କା ମାଗୁଛି ସର୍ଦ୍ଦାର

ବେଲପଡା, (ଅଶୋକ କୁମାର ବାଗ) : ବେଲପଡା ବ୍ଲକ ସୁଲେକେଲା ଗ୍ରାମର ଦାଦନ ଶ୍ରମିକ କାହ୍ନୁ ମଲ୍ଲିକ ସୁଦୁର ତେଲେଙ୍ଗାନାକୁ ପରିବାର ବର୍ଗ ସହ ଦାଦନ ଖଟି ଯାଇଥିଲେ । ଭାଟି ମାଲିକର ନିର୍ଯ୍ୟାତନା ଯୋଗୁଁ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ଦେହ ଅସୁସ୍ଥ ହୋଇଥିବା ସତ୍ୱେ ତାଙ୍କୁ କାମ କରିବାକୁ
Read More...

କଳାର ବିକାଶ ପାଇଁ ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚର ବନ୍ଧୁମିଳନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର କଳା ପାଇଁ ପରିଚିତ ସାଂସ୍କୃତିକ ଅନୁଷ୍ଠାନ ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ କଳାକାର ଓ ଗୁରୁଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତଲା ମା' କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ
Read More...

ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଧାରଣା ଓ ଦାବିପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଥିଲେ । ଓଷ୍ଟା ଜିଲ୍ଲା ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ଯୋଷୀଙ୍କ
Read More...

ଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କୁଲିଆଡୁଙ୍ଗରି କ୍ଲଷ୍ଟର ଅନ୍ତର୍ଗତ ଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାକାର୍ଯ୍ୟରେ ସିଆର୍‌ସିସି ମହେଶ୍ୱର ଗୁଆଲ ସଭାପତିତ୍ୱ
Read More...

ବିଶ୍ୱ ଆର୍ଦ୍ରଭୂମି ଦିବସ-୨୦୨୪ : ସଚେତନତା ସୃଷ୍ଟି କରିବାର ଏକ ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଷ୍ଟ ଗ୍ରାଜୁଏଟ୍ ବିଭାଗ ପରିବେଶ ବିଜ୍ଞାନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବନ ବିଭାଗ ଏବଂ ଜିଲ୍ଲା ଇକୋ-କ୍ଲବ୍, ଗଞ୍ଜାମ ମିଳିତ କ୍ରମେ ବିଶ୍ୱ ଆର୍ଦ୍ରଭୂମି ଦିବସ-୨୦୨୪, ୨ ଫେବୃଆରୀ ଦିବସରେ ଛତ୍ରପୁର ନିକଟସ୍ଥ ମଧୁର ଜଳ ହ୍ରଦ
Read More...

ତୁରେକେଲାରେ ବ୍ଲକସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ସାରା ରାଜ୍ୟରେ ତିନିଦିନ ବ୍ୟାପୀ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ
Read More...

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ଭରସୂଜା ଗ୍ରାମପଂଚାୟତ ଗଣ୍ଡପାଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଗୋପବନ୍ଧୁଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇ ଶିକ୍ଷକ ପୁଷ୍ପରାଜ ଦଳପତି
Read More...

୨୯ତମ ରାଉରକେଲା ପୁସ୍ତକ ମେଳାର ତୃତୀୟ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୨୯ତମ ପୁସ୍ତକମେଳାର ତୃତୀୟ ଦିବସ ରେ ଚିତ୍ରାଙ୍କନ ଓ ଏକକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ବିଜୟ କୁମାର ପାତ୍ର
Read More...

ବ୍ଲକସ୍ତରୀୟ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ୍‌ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଜନୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ସଭାର ଆୟୋଜନ ହୋଇ ମୁଖ୍ୟ
Read More...