ଲୋଇସିଂହା ବ୍ଲକରେ ଆତ୍ମରକ୍ଷା ତାଲିମ ଶିବିର
ବଲାଙ୍ଗିର, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ଆସିଡିଏସ୍ ମିଟିଂ ହଲ୍ଠାରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ୍ ତରଫରୁ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ବ୍ଲକର ୬୨ଜଣ ଛାତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମଟି ଦୁଇ ଦିନ ଚାଲିବ ବୋଲି!-->…
Read More...
Read More...