Monthly Archives

February 2024

ଭଦ୍ରା, କନ୍ଦକେଲଗାଁ ଓ ଘୁନସରରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ : ସାଂସ୍କୃତିକ କାର୍ଯ୍ୟକ୍ରମରେ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା, କନ୍ଦକେଲଗାଁ ଓ ଘୁନସର ପଞ୍ଚାୟତଠାରେ ମଙ୍ଗଳବାର ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରା ସରପଞ୍ଚ ରାଜେନ୍ଦ୍ର ଯାନୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ
Read More...

ତୁରେକେଲାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ କମ୍ୟୁନିଷ୍ଟ କେନ୍ଦ୍ର ପାଖରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଶଙ୍କର୍ଷଣ ବେହେରା
Read More...

କୁର୍ସୁଡ ପାଖ ପିପଲପଦର ଗ୍ରାମ ନିକଟରେ ରାଜିନ ଭୋଇଙ୍କ ମୃତଦେହ ଠାବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚାନ୍ଦୋତରାର ଟିଟୁ ନାୟକଙ୍କ ମେଡିସିନ ଦୋକାନରେ ପିପଲପଦର ଗ୍ରାମର ସ୍ଵର୍ଗତ ନଟବର ଭୋଇଙ୍କ ତୃତୀୟ ପୁତ୍ର ରାଜିନ ଭୋଇ ପ୍ରତିଦିନ ଭଳି କାମ କରିବାକୁ ଯାଇଥିଲେ । ସବୁଦିନ ରାତି ୯ଟା ବେଳେ ସେ ଘରକୁ ଫେରନ୍ତି କିନ୍ତୁ କାଲିରାତି ଫେରି ନଥିଲେ ।
Read More...

ଦେଉଳପଦର-ପୁଆ ମଝିରେ ସୁକତେଲ ନଦୀରେ ନିର୍ମାଣ ହେବ ଭୂତଳ ଜଳସଂରକ୍ଷଣ କେନ୍ଦ୍ର : ମନ୍ତ୍ରୀ ନିରଂଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଗରତଳଗୋଠ ଛକଠାରେ ଗତ ୭ ଦିନ ହେଲା ଚାଲିଥିବା ମେଣ୍ଡା ବାରପାହାଡ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୫ମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଧାୟକ ତଥା ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଝାରୀ ଯୋଗଦେଇଥିଲେ । ସେ ମହୋତ୍ସବରେ
Read More...

ଗନ୍ଧମାର୍ଦ୍ଦନର ଜୈବ ବିବିଧତାକୁ ନେଇ କଣ୍ଟାବାଞ୍ଜି ମହାବିଦ୍ୟାଳୟର ଗବେଷଣା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ ଜୈବ ବିବିଧତା ଐତିହସ୍ଥଳୀ ଭାବେ ସରକାରଙ୍କ ତରଫରୁ ନିକଟରେ ଘୋଷଣା ହୋଇଛି । ଗନ୍ଧମାର୍ଦ୍ଦନ ପାହାଡ଼ରେ ୨୪ରୁ ଅଧିକ ଚିରସ୍ରୋତା ଝରଣା, ଏକ ହଜାରରୁ ଅଧିକ ବୃକ୍ଷ, ଔଷଧୀୟ ଗୁଳ୍ମଲତା, ୬ଶହରୁ
Read More...

ବଲାଙ୍ଗିର ଆକାଶବାଣୀରେ ବିଶ୍ୱ ରେଡ଼ିଓ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆକାଶବାଣୀ କେନ୍ଦ୍ରଠାରେ ବିଶ୍ୱ ରେଡ଼ିଓ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭବାନୀପାଟଣା କ୍ଲଷ୍ଟର ମୁଖ୍ୟ ଡେପୁଟି ଡାଇରେକ୍ଟର ଜେନେରାଲ ମଦନ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ରେଡ଼ିଓ ଯାତ୍ରା ନାମରେ ଏକ
Read More...

ଭୀମ ଭୋଇ ସମାଧୀପୀଠ ଖଲିଆପାଲିଠାରେ ଆୟୋଜିତ ହେବାକୁ ଥିବା ମାଘ ମେଳା ୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକ

ଫେବୃୟାରୀ ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ହେବ ମେଳା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ମାଘ ମେଳା ୨୦୨୪ର ପ୍ରସ୍ତୁତି ବୈଠକ ଶ୍ରୀମତୀ ଅଞ୍ଚଳିନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ
Read More...

ସୀମାନ୍ତ ଝାରବନ୍ଧ ବ୍ଲକରେ ‘ଚା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିକଶିତ ରାଷ୍ଟ୍ର ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା କରିବାର ଉଦ୍ଦେଶ୍ୟ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଝାରବନ୍ଧର ଚାନ୍ଦିନୀ ଚୌକଠାରେ "ଚା ପେ ଚର୍ଚ୍ଚା"
Read More...

ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ସ୍ମାରକପତ୍ର ପ୍ରଦାନ କଲା ପ୍ରାଥମିକ ଶିକ୍ଷକ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଉଠାଇଲା ଦାବି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ, ବିଡ଼ିଓ, ବିଇଓଙ୍କୁ ସଂଘ ଦେଇଛି ସ୍ମାରକପତ୍ର । ବିଇଓଙ୍କ ମାଧ୍ୟମରେ
Read More...

ମୁରିବାହାଲ ଷ୍ଟେସନପଡ଼ାରୁ ଚୋରି ବାଇକ ଟିଟିଲାଗଡରୁ ଉଦ୍ଧାର, ବାଇକ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ମହକୁମା ଷ୍ଟେସନପଡ଼ାରୁ ଚୋରି ହୋଇଥିବା ଏକ ବାଇକକୁ ପୁଲିସ ଟିଟିଲାଗଡରୁ ଉଦ୍ଧାର କରିଥିବା ବେଳେ ଏହି ବାଇକ୍ ଚୋରିରେ ସଂପୃକ୍ତ ଟିଟିଲାଗଡ ସହର ଦେବନ୍ଧପଡ଼ାର ମନ ଆଡଯୁଆଡ(୩୭) ନାମକ ଜଣେ ଯୁବକଙ୍କୁ ଗିରଫ କରି
Read More...