ବସ୍ ଟିକେଟ ବିକ୍ରେତାଙ୍କ ବିୟୋଗ
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ବସଷ୍ଟାଣ୍ଡରେ ଥିବା ସିଟୁ ବସ ଟିକେଟ କାଉଣ୍ଟରର ବିକ୍ରେତା ରାଜୀବ କୁମାର କରଣଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସୂଚନାଯୋଗ୍ୟ ଯେ ସବୁଦିନ ଭଳି ରାଜୀବ କାଉଣ୍ଟରରେ ବସି ଟିକେଟ କାଟୁଥିଲେ । ହଠାତ୍ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ!-->…
Read More...
Read More...