Monthly Archives

February 2024

ସଟ୍ଟା ଖେଳାଇବା ଅଭିଯୋଗରେ ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଡେଲିମାର୍କେଟ ଭିତରୁ ଆଜି ଦିନ ୧୨ଟା ସମୟରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ସଟ୍ଟା ଖେଳାଇବା ଅଭିଯୋଗରେ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ରାଜୀବ ପୋଡ(୩୪) । ମିଳିଥିବା ସୂଚନା ଅନୁସାରେ ରାଜୀବ ଡେଲିମାର୍କେଟ ଭିତରେ ସଟ୍ଟା ଖେଳାଉଥିଲେ ।
Read More...

ବଲାଙ୍ଗିରରୁ ଆଜମେର-ପୁଷ୍କରକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ବଲାଙ୍ଗିର ଜିଲ୍ଲାରୁ ରାଜସ୍ଥାନର ଆଜମେର ଓ ପୁଷ୍କରକୁ ମାଗଣାରେ ତୀର୍ଥଯାତ୍ରାର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟଠାରୁ ଏକ ଭବ୍ୟ ସମାରୋହ ପରେ ମୁଖ୍ୟ ଅତିଥି ଭାବରେ
Read More...

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ କଲା କୋଶଲ ସେନା

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ମହଖଣ୍ଡ ଗାଁରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ କୋଶଳ ସେନାର କର୍ମକର୍ତ୍ତା ହୋ-ହାଲ୍ଲା କରିବା ସହ ବେନର୍‌ ପୋଷ୍ଟର ଫାଡ଼ି ଦେଇଥିବା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମକୁ ବିରୋଧ କରି ଧସ୍ତାଧସ୍ତି ଲାଗି ରହିଥିବା
Read More...

ମୁରିବାହାଲ ବ୍ଲକରେ ଶଙ୍ଖ ଜନସମ୍ପର୍କ ପଦଯାତ୍ରାରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ 'ଶଙ୍ଖ ଜନସଂପର୍କ ପଦଯାତ୍ରା'ର ୧୯ତମ ଦିନରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀଙ୍କ ନେତୃତ୍ୱରେ 'ଘରେ ଘରେ ଶଙ୍ଖ' କାର୍ଯ୍ୟକ୍ରମ ମୁରିବାହାଲ ବ୍ଲକର ମୁରିବାହାଲ
Read More...

ପୋଲିସ ହାତରେ ବନ୍ଧାହେଲେ ପୋଲିସ ବାବୁ

ମୟୁରଭଂଜ : ପୋଲିସ ହାତରେ ବନ୍ଧାହେଲେ ପୋଲିସ ବାବୁ । ସୂଚନା ଅନୁସାରେ ମୟୁରଭଂଜ ଶୁଲିଆପଦା ଥାନାରେ ଅମାନବୀୟ ଘଟଣା ଘଟାଇଥିବା ପୋଲିସ କନେଷ୍ଟବଳ ଅନନ୍ତ ବିଶ୍ୱାଳ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ବାପ-ଝିଅଙ୍କୁ ସରକାରୀ କ୍ୱାର୍ଟରରେ ବନ୍ଦ ରଖି ନିସ୍ତୁକ ମାଡ଼ ମାରିବା ଅଭିଯୋଗରେ ବନ୍ଧା
Read More...

ବସ୍-ସ୍କୁଟି ମୁହାଁମୁହିଁ ଧକ୍କା : ୨ ମୃତ

ଆସିକା : ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଡି ପଲ୍ ସ୍କୁଲ୍ ନିକଟରେ ଆଜି ଭୋର୍ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି ଭୋର ପ୍ରାୟ ୫ଟା ବେଳେ ଆସିକାରୁ କଟକ ଆସୁଥିବା ଦୀପକ ନାମକ ଘରୋଇ ବସ୍ (ଓଆର୍ -୨୨ ୩୧୯୮)ର କୋଟିନଡ଼ା ଥାନା ଡି ପଲ୍ ସ୍କୁଲ୍ ନିକଟରେ ଏକ ସ୍କୁଟି
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

କଳାହାଣ୍ଡି : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ଭବାନୀପାଟଣା ଆମ୍ବଗଛପଡ଼ାରେ ଅଭାବନୀୟ ଘଟଣା ଘଟିଥିବା ଖବର ମିଳିଛି । ସୂଚନାନୁଯାୟୀ, ରବିବାର ଦିନ ଆମ୍ବଗଛପଡ଼ାର ପଡିଆରେ ଥିବା ଏକ ଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ଟାଉନ୍‌ ଥାନା ପୋଲିସକୁ
Read More...

ରାଜଧାନୀରେ ଲୁଟେରା ଆତଙ୍କ

ଭୁବନେଶ୍ୱର : ରାଜଧାନୀରେ ଲୁଟେରା ଆତଙ୍କ । ତାଲା ପଡିଥିବା ଘରେ ପଶି ଲୁଟି ନେଲେ ଲୁଟେରା । ଭୁବନେଶ୍ୱର କପିଳପ୍ରସାଦ କେଳୁଚରଣ ଲେନ୍‌ରୁ ଲୁଟ୍‌ ହୋଇଥିବା ଖବର ମିଳିଛି । ସୂଚନାନୁଯାୟୀ, କପିଳପ୍ରସାଦ କେଳୁଚରଣ ଲେନ୍‌ ୫ରେ ଥିବା ଏକ ଘରେ ଲୁଟେରାମାନେ ପଶି ଲୁଟ୍‌ କରିଛନ୍ତି । ଝରକା ତାଡି
Read More...

୨ରୁ ୩ ଡିଗ୍ରୀ ବଢିବ ରାତି ତାପମାତ୍ରା

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀରୁ ଅଧିକ ରହିଛି । ଭୁବନେଶ୍ୱର ଓ ପାରାଦୀପରେ ରାତି ତାପମାତ୍ରା ୨୦.୫ ଡିଗ୍ରୀ ରହିଛି । ରାତି ତାପମାତ୍ରା ଅଧିକ ରହୁଥିବାରୁ ଶୀତ କମୁଛି । ଆଗାମୀ ତିନି ଦିନରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି
Read More...

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା

ବାସୁଦେବପୁର : ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଖବର ଅନୁଯାୟୀ ଶନିବାର ମଧ୍ୟରାତ୍ରରେ ଧାମରାରୁ ବାସୁଦେବପୁର ଅଭିମୁଖେ ଆଇରନ୍‌ ଖାଲି କରି ଆସୁଥିବା ଟ୍ରକଟି ରାସ୍ତାକଡ଼ରେ ଛିଡ଼ା ହୋଇଥିଲା । ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ
Read More...