Monthly Archives

February 2024

ପୁଇଁତଲା ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟି

ପୃଷ୍ଠପୋଷକତା, ଆଶୀର୍ବାଦ, ଗ୍ରୀନ୍ ପେସେଜ, ବିଜୁ କନ୍ୟା ରତ୍ନ ଓ ସୁଦକ୍ଷା ଯୋଜନା ପାଇଁ ସଚେତନତା ଶିବିର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ବ୍ଲକ ପ୍ରାଙ୍ଗଣରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ତରଫରୁ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା
Read More...

ବରଗଡ଼ ଜିଲ୍ଲାରେ ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ, ୨୬୩ କୋଟି ଟଙ୍କା ବ୍ୟୟରେ ୨୧ଟି…

ଉଦ୍‌ଘାଟିତ ହେଲା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ -୧୬୭୭ କୋଟି ଟଙ୍କା,୪ଟି ବ୍ଲକର ୬୦ ହଜାର ଏକରରୁ ଅଧିକ ଜମିକୁ ଜଳସେଚନକର୍କଟ ରୋଗ ଚିକିତ୍ସା କେନ୍ଦ୍ର- ୧୦୬ କୋଟି ଟଙ୍କା, ୧୦୦ ଶଯ୍ୟାନୃସିଂହନାଥ ପୀଠ- ୨୨ କୋଟି ୭୮ ଲକ୍ଷ ଟଙ୍କାରେ ରୂପାନ୍ତରିତଓଡିଶା ଆଜି ଦେଶର ସାଧାରଣ ବଣ୍ଟନ
Read More...

ଭିନ୍ନକ୍ଷମମାନଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ବ୍ଲକର ସଭାଗୃହରେ ଆଜି ଭିନ୍ନକ୍ଷମମାନଙ୍କ ପାଇଁ ଡିଜିଟାଲ ଶ୍ରବଣ ଯନ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବର୍ଣ୍ଣପୁର ବ୍ଲକ ସୌମ୍ୟ ରଞ୍ଜନ ସ୍ୱାଇଁ, ଜିଲ୍ଲା ସାମାଜିକ
Read More...

ବଲାଙ୍ଗିର ପୌର ପରିଷଦ ପକ୍ଷରୁ ପିଡ଼ିଏସ୍‌ ହିତାଧିକାରୀମାନଙ୍କୁ ହଜାରେ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କ୍ରାନ୍ତିକାରୀ ପଦକ୍ଷେପ ନେଇଥିବା ବେଳେ ପିଡ଼ିଏସ୍‌ ହିତାଧିକାରୀମାନଙ୍କୁ ହଜାରେ ଟଙ୍କା ଲେଖାଏଁ ସହଯୋଗ ରାଶି ପ୍ରଦାନ କରିବାକୁ ଘୋଷଣା
Read More...

ବସ୍‌ ଉପରକୁ ଚଢ଼ିବା ବେଳେ ଖସିପଡ଼ିଲେ ବୃଦ୍ଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବସ୍‌ ଉପରକୁ ଚଢ଼ିବା ବେଳେ ଖସିପଡ଼ିଲେ ବୃଦ୍ଧ । ବସ୍‌ ଚଢ଼ିଗଲା ତାଙ୍କ ଗୋଡ଼ ଉପରେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ବଲାଙ୍ଗିର ଟାଉନ୍‌ ପୋଲିସ ଭର୍ତ୍ତି କରିଥିବା ଜଣାପଡ଼ିଛି । ସଂପୃକ୍ତ ବୃଦ୍ଧ
Read More...

ଏ ଅଂଚଳର ବିକାଶ ପାଇଁ ରାଜନୈତିକ ପରିବାରବାଦକୁ ବିଲୋପ କରିବାକୁ ପଡ଼ିବ : ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏ ଅଂଚଳର ବିକାଶ ପାଇଁ ରାଜନୈତିକ ପରିବାରବାଦକୁ ବିଲୋପ କରିବାକୁ ପଡ଼ିବ ବୋଲି ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି କୋଶଲ ରାଜ୍ୟ ସମନ୍ୱୟ କମିଟିର ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର । ବଲାଙ୍ଗିର ଜିଲ୍ଲାର
Read More...

ଆଉ ନାହାନ୍ତି ଟେଲି ଅଭିନେତା ଋତୁରାଜ୍‌ ସିଂ

ମୁମ୍ଵାଇ : ଟିଭି ଅଭିନେତା ରିତୁରାଜ ସିଂଙ୍କ ଦେହାନ୍ତ ହୋଇଯାଇଛି । ୫୯ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ସେ ୧୯୯୩ରେ ଟିଭିରେ ପ୍ରସାରିତ ହୋଗି ଆପ୍‌ନି ବାତ୍‌, ଜ୍ୟୋତି, ହିଟ୍‌ଲର୍‌ ଦିଦି, ଶପଥ, ଆହାଟ୍‌ ଔର ଅଦାଲତ, ଦିୟା ଅର୍‌ ବାତି ହମ୍ ଭଳି ଅନେକ ଭାରତୀୟ ଟିଭି ଶୋ’ରେ ସେ
Read More...

ରାଜ୍ୟସ୍ତରୀୟ ଯୁବ ରେଡ଼କ୍ରସ ମାଧ୍ୟମ ସାଂସ୍କୃତିକ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ପ୍ରଥମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟସ୍ତରୀୟ ଯୁବ ରେଡକ୍ରସ ମାଧ୍ୟମରେ ସାଂସ୍କୃତିକ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣା ପଡ଼ିଛି । ଗଞ୍ଜାମ ମହାବିଦ୍ୟାଳୟର ଅର୍ଥନୀତି ବିଜ୍ଞାନ ବିଭାଗ ସମ୍ମାନ ଛାତ୍ର ରଘୁନାଥ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା
Read More...

ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ମୁରିବାହାଲ ତହସିଲ ପକ୍ଷରୁ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ମୁରିବାହାଲ ତହସିଲ ପକ୍ଷରୁ ୭ ଦଫା ଦାବିରେ ସୋମବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ବହୁ ଅବହେଳିତ ଓ ପ୍ରତିକ୍ଷିତ ନ୍ୟାର୍ଯ୍ୟ ଅଣଆର୍ଥିକ ଦାବି ଓଡ଼ିଆର୍‌ଏସ୍‌
Read More...

ରାଜ୍ୟ ସରକାରଙ୍କ ତରଫରୁ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମପଞ୍ଚାୟତରୁ ପୁରୁଷ ମହିଳା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜମା ହୋଇଯାଇଛନ୍ତି । ଏହି ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନଙ୍କ ପାଇଁ ଖାଦ୍ୟ, ପାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୁବିଧା
Read More...