Monthly Archives

February 2024

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳରେ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ ବନାମ ସମ୍ବଲପୁର ଏଫ୍‌ସି ନିର୍ଦ୍ଧାରିତ ସମୟ ମଧ୍ୟରେ ୨-୨ ଗୋଲରେ
Read More...

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫେବୃଆରୀ ୨୦, ୨୦୨୪ରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୨୯ କୋଟି ଟଙ୍କାର ପ୍ରଶାସନିକ ଭବନ ସମେତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସୁନାବେଡ଼ାସ୍ଥିତ କ୍ୟାମ୍ପସରେ
Read More...

ଜମ୍ମୁ-କାଶ୍ମୀରରେ ୩୨,୦୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଉଦ୍‌ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ…

ଆଇଆଇଟି ଭିଲାଇ, ଆଇଆଇଟି ତିରୁପତି, ଆଇଆଇଆଇଟିଡିଏମ୍ କୁର୍ଣ୍ଣୁଲ, ଆଇଆଇଏମ୍ ବୋଧଗୟା, ଆଇଆଇଏମ୍ ଜମ୍ମୁ, ଆଇଆଇଏମ୍ ବିଶାଖାପାଟଣା ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ସ (ଆଇଆଇଏସ୍) କାନପୁର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନର କ୍ୟାମ୍ପସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
Read More...

ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜରାସିଂହାରେ ଆଠଦିନ ବ୍ୟାପି ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହୀରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ
Read More...

ସି. କେ. ନାୟଡୁ ଟ୍ରଫି ଉଦ୍‌ଯାପିତ : ପଞ୍ଜାବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା କର୍ଣ୍ଣେଲ ସି. କେ. ନାୟଡୁ ଟ୍ରଫିର ତୃତୀୟ ଦିବସରେ ଓଡିଶା ତାର ଅସମାପ୍ତ ପାଲି ୧୧ ରନ୍‌ରୁ ଆରମ୍ଭ କରି ସମୁଦାୟ ୧୬୧ ରନ୍‌
Read More...

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୨୨ତମ ‘ଶଙ୍ଖ ଜନସଂପର୍କ ପଦଯାତ୍ରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମଙ୍ଗଳବାର ଶଙ୍ଖ ଜନସମ୍ପର୍କ ପଦଯାତ୍ରା ୨୨ତମ ଦିନରେ ସ୍ୱତନ୍ତ୍ର ପରିଷଦ ଉପଧ୍ୟକ୍ଷା ଶ୍ରୀମତୀ ନିରୂପମା ମାଝୀଙ୍କ ନେତୃତ୍ୱରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଭତ୍ତା ହିତାଧିକାରୀଙ୍କୁ ବର୍ଦ୍ଧିତ ହାରରେ ଭତ୍ତା ଟଙ୍କା ବଣ୍ଟନର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଶୁଭାରମ୍ଭରେ କଳାପଥର ପଞ୍ଚାୟତର ମଧୁବାବୁ ଯୋଜନାରେ ୪୭୫ ଜଣଙ୍କୁ ବର୍ଦ୍ଧିତ ହାରରେ ଭତ୍ତା ପ୍ରଦାନଜାତୀୟ ଭତ୍ତା ଯୋଜନାର ୩୬୮ ଜଣଙ୍କୁ ବର୍ଦ୍ଧିତ ଭତ୍ତା @ ୫୦୦ ପ୍ରଦାନ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ
Read More...

ରିକାପଲ୍ଲୀ ସାହିରେ ବସିଲା ହନୁମାନ ବିଗ୍ରହ

ବ୍ରହ୍ମପୁର, (କେ. ସତ୍ୟନାରାୟଣରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୨ ନମ୍ୱର ୱାର୍ଡ଼ ରିକାପଲ୍ଲୀ ସାହିରେ ସୋମବାର ସନ୍ଧ୍ୟାରେ ହନୁମାନଙ୍କ ଶିଳା ବିଗ୍ରହ ବସିଲା । ଏହାକୁ ଏକ କ୍ରେନ୍ ସାହାଯ୍ୟରେ ଉଠାଯାଇ ବାସ୍ତୁ ବିଧାନ କ୍ରମେ ବସାଯାଇଛି । ସହରାଞ୍ଚଳର ସୌନ୍ଦର୍ଯ୍ୟକରଣ ମୁକ୍ତା ଯୋଜନାରେ
Read More...

ଛତ୍ରପୁର ବ୍ଲକର ୪ଟି ପଞ୍ଚାୟତ ଯକ୍ଷ୍ମା ମୁକ୍ତ ଅଞ୍ଚଳ ଭାବେ ଘୋଷିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଁଗାଁ, ପୋଟ୍ଟଲାମପୁର, ମହାନାଦାପୁର, ନରେନ୍ଦ୍ରପୁର ଆଦି ଚାରୋଟି ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ଅଞ୍ଚଳ ଭାବେ ଆନୁଷ୍ଠାନିକ ଭାବେ ଘୋଷିତ ହୋଇଥିବା ଜଣାଯାଇଛି । ଛତ୍ରପୁର ସଦରମହକୁମାସ୍ଥିତ ବ୍ଲକସ୍ତରୀୟ ଯକ୍ଷ୍ମା
Read More...

ଓଡିଶା ପଛୁଆବର୍ଗ ତଥା ଏସ୍‌ସି-ଏସ୍‌ଟି ଉଦ୍ୟୋଗୀ ଫେଡେରେସନ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଏସ୍‌ସି-ଏସ୍‌ଟି ପଛୁଆବର୍ଗ ଉଦ୍ୟୋଗୀମାନଙ୍କର ଗୁରୁତ୍ଵପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଓଡିଶା ଏସ୍‌ସି-ଏସ୍‌ଟି ଉଦ୍ୟୋଗୀ ଫେଡେରେସନ୍‌ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାୟିତ୍ଵରେ ଥିବା କର୍ତ୍ତବ୍ୟରତ ଅଧିକାରୀଙ୍କୁ
Read More...