Monthly Archives

February 2024

ପିରାମଲ୍ ଫାଉଣ୍ଡେସନ ପକ୍ଷରୁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ଥିତ ଜିଲ୍ଲା ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଏବଂ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିରାମଲ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ବାଳିକା ଶିକ୍ଷା ଏବଂ ଏହା ଉପରେ ଆଧାରିତ ସ୍ଥାନୀୟ ଗଣମାଧ୍ୟମର ସ୍ୱର
Read More...

ସିନ୍‌ ରିକ୍ରିଏସନ୍‌ ବେଳେ ସବୁକଥା ବଖାଣିଲା ହତ୍ୟାକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ଥାନା ଅନ୍ତର୍ଗତ କେସେର୍‌କେଲା ଗାଁ ମୁଣ୍ଡ ପଡ଼ିଆ ଭିତରେ କେମିତି ବିଭତ୍ସ ଭାବେ ହତ୍ୟା କରିଥିଲା ହତ୍ୟାକାରୀ ? ପ୍ରମାଣ ନଷ୍ଟ ପାଇଁ କ’ଣ ସବୁ ପଦକ୍ଷେପ ନେଇଥିଲା ? କେମିତି ଭାଙ୍ଗିଥିଲା ମୋବାଇଲ୍‌ ଫୋନ୍‌ ? ପୁରା ହତ୍ୟାକାଣ୍ଡର ଟିକିନିଖି ବଖାଣୁଛି
Read More...

ସଇଁତଲା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘ ଗଠିତ ଓ ଶପଥ ଗ୍ରହଣ

ସଭାପତି ନାରାୟଣ, ସମ୍ପାଦକ ବିଶାଳ ଓ ମୁଖ୍ୟ ପରାମର୍ଶଦାତା ପ୍ରମୋଦ ମନୋନୀତ ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବିବେକାନନ୍ଦ ପାଠାଗାର ପରିସରରେ ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କାର୍ଯ୍ୟରତ
Read More...

ସ୍ଵାବଲମ୍ବୀ କାରିଗର ମାନଙ୍କ ପ୍ରାପ୍ୟ ବୃଦ୍ଧି : ପାରିଶ୍ରମିକ ୪,୦୦୦ ଟଙ୍କାରୁ ୬,୫୦୦ ଟଙ୍କାକୁ ବୃଦ୍ଧି

୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମ ପଞ୍ଚାୟତ ମାନଙ୍କରେ କାମ କରୁଥିବା ସ୍ୱାବଲମ୍ବୀ କାରିଗର ମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି । ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪୦୦୦ ଟଙ୍କା
Read More...

ଫସଲର ବିବିଧିକରଣ ସମ୍ପର୍କିତ ତାଲିମ ଶିବିର

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନୁନିଆପାଲି ପଞ୍ଚାୟତ ପାଣ୍ଡେସରା କମ୍ୟୁନିଟି ସେଣ୍ଟର ଠାରେ କୃଷି ବିଭାଗ ଓ କୃଷକ ସଶକ୍ତି କରଣ ଓଡିଶା ସରକାରଙ୍କ ସହାୟତାରେ ଏବଂ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତରଫରୁ ଚାଷୀ ମାନଙ୍କୁ ଫସଲର ବିବିଧିକରଣ ସମ୍ପର୍କିତ ଅଣ - ଧାନ ଫସଲର ଯୋଜନା,
Read More...

ଉନ୍ନତିମୂଳକ କାମରେ ସମୀକ୍ଷା କଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ପଞ୍ଚାୟତ ସମିତି ସଭା ଗୃହରେ ଗତ ୨୨/୨ ଗୁରୁବାର ଦିନ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସମୀକ୍ଷା କଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଏଥିରେ ସମ୍ମାନିତ ଅତିଥି ଭାବେ ନପ୍ସ୧୧ ଜୋନ୍ ଜିଲ୍ଲା ପରିଷଦ କୌଶିକ
Read More...

ବଲାଙ୍ଗିର ରାଜେନ୍ଦ୍ର ପାର୍କ ଠାରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ପାର୍କ ଠାରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଯୋଗଦାନ କରି ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଆଦର୍ଶ ସଂପର୍କରେ ଆଲୋଚନା
Read More...

ଗୋଡ ଖସି ରେଲୱେ କର୍ମଚାରୀଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୋଡ ଖସି ଜଣେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ପୁଇଁନ୍ତଲା ଥାନା ଅନ୍ତର୍ଗତ ଜାମସର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଡମ୍ବରୁ ନାଗ(୫୨) ଆଜି ସକାଳୁ ଶୌଚ ପାଇଁ ବାହାରିଥିବା ବେଳେ ତାଙ୍କ ଘର ପାଖରେ ଏକ ଗାତରେ
Read More...

ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା : ସ୍ତ୍ରୀର ଶବକୁ ଚି଼ହ୍ନଟ କଲେ ସ୍ୱାମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାତମାଇଲ ଛକ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା । ଜଣା ପଡିଲା ମୃତ ମହିଳାଙ୍କ ପରିଚୟ । ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳା ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ବରିଗୁଭା ଗାଁର ଚକା ମହାନନ୍ଦଙ୍କ ସ୍ତ୍ରୀ ସଂଯୁକ୍ତା ହରପାଳ । ସଂଯୁକ୍ତା
Read More...

ଜଡତିରା ଗ୍ରାମରେ ଅଗ୍ନିକାଣ୍ଡ

ଜଗତସିଂହପୁର : ଜଗତସିଂହପୁର ଜିଲା ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ଜଡତିରା ଗ୍ରାମରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୩ ପରିବାରର ୯ ବଖରା ଘର ପୋଡି ଯାଇଥିବା ବେଳେ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇ ଯାଇଥିବାର ଆକଳନ କରାଯାଇଛି । ସେପଟେ ପୋଲିସ ପହଞ୍ଚି ଯାଞ୍ଚ
Read More...