ବରିଷ୍ଠ ସର୍ଜରୀ ଡ଼ାକ୍ତରଙ୍କ ଦେହାନ୍ତ : ଛତ୍ରପୁର ସହରର ବିଭିନ୍ନ ମହଲରେ ଶୋକବ୍ୟକ୍ତ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବେଶ୍ ଜଣାଶୁଣା ବରିଷ୍ଠ ସର୍ଜରୀ ସ୍ପେସାଲିଷ୍ଟ ଡ଼ା. ଭବାନୀ ଶଙ୍କର ଆଚାର୍ଯ୍ୟଙ୍କ ଗୁରୁବାର ମଧ୍ୟରାତ୍ରୀରେ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ!-->…
Read More...
Read More...