Monthly Archives

February 2024

ଏକ ସୁନ୍ଦର କାହାଣୀ କୁହ ଦିନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଏକ ସୁନ୍ଦର କାହାଣୀ କୁହ ଦିନ ପ୍ରତିବର୍ଷ ଫେବୃଆରୀ ୨୬ରେ ପାଳନ କରାଯାଏ । ସୁନ୍ଦର କାହାଣୀ ଏକ ସୁନ୍ଦର ଅନୁଭବର ପ୍ରଭାବ ସୃଷ୍ଟି କରିଥାଏ । ନୈତିକ ମୂଲ୍ୟଯୁକ୍ତ କାହାଣୀ କାଳ୍ପନିକ କିମ୍ବା ସତ୍ୟ ଘଟଣା ଉପରେ ଆଧାରିତ ହୋଇପାରେ । ତେବେ ଏହାର ପ୍ରଭାବ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଓସ୍ତପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । ସୋମବାର ସକାଳେ କିଛି କଳାକାର ବୋଲେରୋରେ ନରଣପୁର ଗାଁରୁ ଡ୍ରାମା ରିହରସାଲ ସାରି ଫରୁଥିଲେ । ଓସ୍ତପୁର ହଳଦିଢ଼ିଅ ନିକଟରେ ବୋଲେରୋ ହଠାତ ନିୟନ୍ତ୍ରଣ ହରାଇ ରାସ୍ତା
Read More...

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫ରୁ ଅଧିକ ଦୋକାନ

ଜଗତସିଂହପୁର : ଜଗତସିଂହପୁରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ଜଗତସିଂହପୁର ଜିଲ୍ଲା ସଦର ତହସିଲ ନୂଆପୋଲ ବଜାରରରେ ଘଟିଛି ଏହି ଅଗ୍ନିକାଣ୍ଡ । ଯେଉଁଠାରେ ୫ରୁ ଅଧିକ ଦୋକାନ ସମ୍ଫୂର୍ଣ୍ଣ ପୋଡିଯାଇଥିବା ଜଣାପଡିଛି । ଏହା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି ।
Read More...

ଲୋଇସିଂହାରେ ବିଧାୟକଙ୍କ ବିରୋଧରେ ଗର୍ଜିଲେ ବିଜେପି କର୍ମୀ

ଲୋଇସିଂହା, (କେପିଏନ୍‌ଏସ୍‌) : ମୁକେଶ ମହାଲିଙ୍ଗ ହଟାଓ, ଲୋଇସିଂହା ବଚାଓ ନାରା ନେଇ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ବିରୋଧରେ ଏକ ବୈଠକରେ ଗର୍ଜିଛନ୍ତି ବିଜେପି କର୍ମୀ । ଲୋଇସିଂହା ବିଧାୟକ ଡ. ମହାଲିଙ୍ଗ ବିଜେପି ଠିକାଦାରମାନଙ୍କୁ ଛାଡ଼ି ବିଜେଡ଼ି ଓ କଂଗ୍ରେସର
Read More...

ରାଜ୍ୟରେ ଆହୁରି ୩ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଆହୁରି ତିନି ଦିନ ବର୍ଷା ସମ୍ଭାବନା । ୨୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେହିପରି ୨୮ ତାରିଖ ପର୍ଯ୍ୟନ୍ତ ପାଗ
Read More...

ଫେବୃଆରୀ ୨୬ରେ ପ୍ରାୟ ୪୧,୦୦୦ କୋଟି ଟଙ୍କାର ୨୦୦୦ରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ ଏବଂ…

ପ୍ରଧାନମନ୍ତ୍ରୀ ୧୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୫୫୩ ଟି ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଶିଳାନ୍ୟାସ କରିବେପୁନଃବିକଶିତ ଗୋମତୀ ନଗର ରେଳ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀପ୍ରାୟ ୨୧,୫୨୦ କୋଟି ଟଙ୍କା ବ୍ୟୟରେ ସମଗ୍ର ଦେଶରେ ୧୫୦୦
Read More...

ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ରାଜ୍ୟ ଯୁବ ସଂସଦ ଉତ୍ସବ ଆୟୋଜିତ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଫେବୃୟାରୀ ୨୫, ୨୦୨୪ ଦିନ ରାଜ୍ୟସ୍ତରୀୟ ଯୁବ ସଂସଦ ଉତ୍ସବ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତଟ ରେଳବାଇର ମୁଖ୍ୟ ଯାତ୍ରୀ ପରିବହନ ପରିଚାଳକ ଜ୍ୟୋତି
Read More...

ମୃତ ବ୍ୟକ୍ତିଙ୍କ ଶବ ସମାଧି ପାଇଁ ମାନବିକତା ଦେଖାଇଲେ ଖ୍ରୀଷ୍ଟିଆନ ଉଦ୍‌ଯୋଗ ସମିତିର ଯୁବ ସ୍ୱେଚ୍ଛାସେବୀ ଗୋଷ୍ଠୀ

ସଇଁତଲା, (ପ୍ରମୋଦ ସେଲମା) : ମୃତ ବ୍ୟକ୍ତିଙ୍କ ଶବ ଦାହ ପାଇଁ ମାନବିକତା ଦେଖାଇଲେ ଡେଙ୍ଗ ଖ୍ରୀଷ୍ଟିଆନ ଉଦ୍‌ଯୋଗ ସମିତିର ଯୁବ ସ୍ୱେଚ୍ଛାସେବୀ ଗୋଷ୍ଠୀ ସଦସ୍ୟମାନେ । ଯାହାକୁ ନେଇ ଅଞ୍ଚଳ ଜୋର ଚର୍ଚ୍ଚା ଧରିଛି । ଉକ୍ତ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା କରମତଲା ଅଞ୍ଚଳରେ । ଗତ
Read More...

ସୁବର୍ଣ୍ଣପୁରର ବୀରମହାରାଜପୁରକୁ ଏନ୍‌ଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟ ଘୋଷଣା କରିଥିଲେ । ବୀରମହାରାଜପୁର ଏଥିରେ ସାମିଲ
Read More...

ସରକାରଙ୍କ ଯୋଜନା ଗୁଡିକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ପ୍ରଚାର ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଲକର ୩୧ ଗୋଟି ବ୍ଲକ ସାଂସ୍କୃତିକ ଦଳ ପଞ୍ଜୀକୃତ ହୋଇଥିଲେ । ସେମାନେ ଛତ୍ରପୁର ବ୍ଲକର ୧୮ ଗୋଟି ପଞ୍ଚାୟତ ବୁଲି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାମାନ ଲୋକମାନଙ୍କ ପାଖରେ ପହଞ୍ଚେଇବା ପାଇଁ ବିହିତ
Read More...