Daily Archives

ବଲାଙ୍ଗିର ଜିଲ୍ଲା କାରାଗାରରେ ୪ ଦିନିଆ ଯୋଗ ଏବଂ ଧ୍ୟାନ ଶିବିର ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଏବଂ ମହିଳା ପତଞ୍ଜଳି ଯୋଗ ସମିତିର ମିଳିତ ଅନୁକୂଲ୍ୟରେ ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ଜିଲ୍ଲା ଜେଲରେ ଯୋଗ ଏବଂ ଧ୍ୟାନ ଶିବିର ଆରମ୍ଭ ହୋଇଛି । ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜେଲ ଅନୁସରଣକାରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ
Read More...

ବୋରିଗୁମ୍ମା ପୂଜାରିପୁଟ ସ୍ଥିତ ହନୁମାନ ମନ୍ଦିରରୁ ଚୋରି ଅଭିଯୋଗ

ବୋରିଗୁମ୍ମା : ବୋରିଗୁମ୍ମା ପୂଜାରିପୁଟ ସ୍ଥିତ ହନୁମାନ ମନ୍ଦିରରେ ଗତ ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ କରିଛନ୍ତି ପୂଜକ । ସୂଚନାନୁଯାୟୀ, ଆଜି ସକାଳୁ ସକାଳୁ ମନ୍ଦିରର ମୁଖ୍ୟ ପୂଜକ ନୀତିକାନ୍ତି ପାଇଁ ଆସି ଦ୍ୱାର ଖୋଲିବା ବେଳେ ମନ୍ଦିର ଘଣ୍ଟି ନଥିବା ଦେଖିବାକୁ ପାଇଥିଲେ
Read More...

ପଣ୍ଡିତ ପ୍ରୟାଗଦତ୍ତ ଯୋଷୀଙ୍କ ଜନ୍ମଦିନକୁ ‘କୋସଲି ଦିନ’ ଭାବରେ ପାଳିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ସହରର ଅଗ୍ରଣୀ ଅନୁଷ୍ଠାନ କୋସଲି ଭାଷା ସୁରକ୍ଷା ସମିତି ପକ୍ଷରୁ କୋସଲି ଭାଷା ଆନ୍ଦୋଳନର ଆଦ୍ୟରଥୀ ପଣ୍ଡିତ ପ୍ରୟାଗଦତ୍ତ ଯୋଷୀଙ୍କ ଜନ୍ମ ଦିନକୁ 'କୋସଲି ଦିନ' ଭାବରେ ସ୍ଥାନୀୟ ମହାବୀର ଧର୍ମଶାଳା ଠାରେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ
Read More...

ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ତେଜୁଛି, ଆସନ୍ତାକାଲି ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା ନେଇ ସମ୍ବାଦିକ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବିରେ ଆସନ୍ତାକାଲି ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ନେଇ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ନୂତନ ଭାବେ ୩୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଥିବା ବେଳେ
Read More...

ଚଲକିରେ ବିରାଟ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ : ଯୁବ ବିଜେଡି ଜିଲ୍ଲା ସମ୍ପାଦକଙ୍କ କଂଗ୍ରେସରେ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଚଲକିଠାରେ ଚଲକି ପଞ୍ଚାୟତ ଓ ବାନ୍ଧୁପଲା ପଞ୍ଚାୟତକୁ ନେଇ ରବିବାର କଂଗ୍ରେସର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ
Read More...

ବିଜେପି ସହ ବିଜେଡ଼ିର ବାହାଘର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ବାଟ ଛତ୍ରପୁର ସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ବିଜେପି ସହ ବିଜେଡ଼ିର ବାହାଘର ବର୍ଣ୍ଣାଢ଼୍ୟ ସମାରୋହରେ ଭୋଜିଭାତ ସହ ରବିବାର ଆୟୋଜିତ ହୋଇଯାଇଛି । ଦଳୀୟ
Read More...

ଏକ ସୁନ୍ଦର କାହାଣୀ କୁହ ଦିନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଏକ ସୁନ୍ଦର କାହାଣୀ କୁହ ଦିନ ପ୍ରତିବର୍ଷ ଫେବୃଆରୀ ୨୬ରେ ପାଳନ କରାଯାଏ । ସୁନ୍ଦର କାହାଣୀ ଏକ ସୁନ୍ଦର ଅନୁଭବର ପ୍ରଭାବ ସୃଷ୍ଟି କରିଥାଏ । ନୈତିକ ମୂଲ୍ୟଯୁକ୍ତ କାହାଣୀ କାଳ୍ପନିକ କିମ୍ବା ସତ୍ୟ ଘଟଣା ଉପରେ ଆଧାରିତ ହୋଇପାରେ । ତେବେ ଏହାର ପ୍ରଭାବ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଓସ୍ତପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । ସୋମବାର ସକାଳେ କିଛି କଳାକାର ବୋଲେରୋରେ ନରଣପୁର ଗାଁରୁ ଡ୍ରାମା ରିହରସାଲ ସାରି ଫରୁଥିଲେ । ଓସ୍ତପୁର ହଳଦିଢ଼ିଅ ନିକଟରେ ବୋଲେରୋ ହଠାତ ନିୟନ୍ତ୍ରଣ ହରାଇ ରାସ୍ତା
Read More...

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫ରୁ ଅଧିକ ଦୋକାନ

ଜଗତସିଂହପୁର : ଜଗତସିଂହପୁରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ଜଗତସିଂହପୁର ଜିଲ୍ଲା ସଦର ତହସିଲ ନୂଆପୋଲ ବଜାରରରେ ଘଟିଛି ଏହି ଅଗ୍ନିକାଣ୍ଡ । ଯେଉଁଠାରେ ୫ରୁ ଅଧିକ ଦୋକାନ ସମ୍ଫୂର୍ଣ୍ଣ ପୋଡିଯାଇଥିବା ଜଣାପଡିଛି । ଏହା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି ।
Read More...

ଲୋଇସିଂହାରେ ବିଧାୟକଙ୍କ ବିରୋଧରେ ଗର୍ଜିଲେ ବିଜେପି କର୍ମୀ

ଲୋଇସିଂହା, (କେପିଏନ୍‌ଏସ୍‌) : ମୁକେଶ ମହାଲିଙ୍ଗ ହଟାଓ, ଲୋଇସିଂହା ବଚାଓ ନାରା ନେଇ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ବିରୋଧରେ ଏକ ବୈଠକରେ ଗର୍ଜିଛନ୍ତି ବିଜେପି କର୍ମୀ । ଲୋଇସିଂହା ବିଧାୟକ ଡ. ମହାଲିଙ୍ଗ ବିଜେପି ଠିକାଦାରମାନଙ୍କୁ ଛାଡ଼ି ବିଜେଡ଼ି ଓ କଂଗ୍ରେସର
Read More...