Daily Archives

ପୁଟାପଡା ମାନ୍ଦଳା ଗାଁର ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟରେ ପିଇବାକୁ ନାହିଁ ପାଣି : ସାଧାରଣରେ ଅସନ୍ତୋଷ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାନ୍ଦଳା ଗାଁର ପୁଟାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପିଇବା ପାଣିର ସମସ୍ୟାକୁ ନେଇ ସାଧାରଣରେ ଅଭିଯୋଗ ହେଉଛି । ଏନେଇ ପ୍ରଧାନ ଶିକ୍ଷକ ଅକୃର ପୁଟା
Read More...

ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଦିନ ସକାଳ ୭ଟା ବେଳକୁ ପରଧିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଇଦିପାଲି କ୍ଲଷ୍ଟର ବଲାଙ୍ଗିର ଠାରେ, ପ୍ରଧାନ ଶିକ୍ଷକ ବିରେନ୍ଦ୍ର ପାଣିଗ୍ରାହୀଙ୍କ ଅନୁରୋଧ କ୍ରମେ ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ତରଫରୁ ବିଦ୍ୟାଳୟଠାରେ ପତଞ୍ଜଳି ଯୋଗ ପ୍ରାଣାୟାମ
Read More...

କର୍କଟ ନିରାକରଣ କାର୍ଯ୍ୟ ସପ୍ତାହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ବିଶ୍ୱ କର୍କଟ ଗବେଷଣା ପାଣ୍ଠି "କର୍କଟ ନିରାକରଣ କାର୍ଯ୍ୟ ସପ୍ତାହ" ଆୟୋଜନ କରିଥାଏ, ଯାହାକି ଜନସାଧାରଣଙ୍କୁ ସେମାନଙ୍କର ଦୈନନ୍ଦିନ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ତଥା ସଶକ୍ତିକରଣ ଉପରେ ଧ୍ୟାନ ଦେଇଥାଏ, ଯାହା ଦ୍ଵାରା କର୍କଟ ରୋଗ
Read More...

ଛତ୍ରପୁର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟିର ମାନ୍ୟତା । ସାଧାରଣ ନିର୍ବାଚନ ପୂର୍ବରୁ ମିଳିଲା ବହୁ ପ୍ରତିକ୍ଷୀତ ଏହି ଉପହାର । ବିଭିନ୍ନ ଗଣମାଧ୍ୟମରେ ବହୁବାର ପ୍ରକାଶ ପାଇ ଆସିଥିବା ବେଳେ ଜିଲ୍ଲାସ୍ତରୀୟ ବରିଷ୍ଠ ସାମ୍ୱାଦିକ କେ.ସତ୍ୟନାରାୟଣ
Read More...