Daily Archives

କେନ୍ଦ୍ରୀୟ ଏକ୍ସାଇଜ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ରୀୟ ଏକ୍ସାଇଜ୍ ଦିବସ ପ୍ରତିବର୍ଷ ୨୪ ଫେବୃଆରୀରେ ଭାରତରେ ପାଳନ କରାଯାଏ । ଏହି ଦିନ ୧୯୪୪ର ସେଣ୍ଟ୍ରାଲ୍ ଏକ୍ସାଇଜ୍ ଏବଂ ଲବଣ ନୀୟମ ପ୍ରତିଷ୍ଠା ପାଇଁ ଉତ୍ସର୍ଗୀକୃତ ହୋଇଥିଲା । ଏହି ଦିନ ପ୍ରଥମେ ୧୯୪୪ ମସିହାରେ ପାଳନ କରାଯାଇଥିଲା ଏବଂ ଏହା
Read More...

କାର୍‌-ପିକ୍‌ଅପ୍‌ ଗାଡି ମୁହାଁମୁହିଁ ଧକ୍କା

କୋରାପୁଟ : କାର୍‌-ପିକ୍‌ଅପ୍‌ ଗାଡି ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଖବର ମିଳିଛି । କୋରାପୁଟ-ଜୟପୁର ୨୬ ନମ୍ବର ଜାତୀୟ ରାଜପଥର ଦେଓଘାଟି ନିକଟରେ ଏକ କାର୍‌ ସହ ପିକ୍‌ଅପ୍‌ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା
Read More...

ମାଳିଶିରା, ତେନ୍ତୁଳିଖୁଣ୍ଟି, ସିରୋଲ ଓ ବାଙ୍କେଲ ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଅଧିନସ୍ଥ ମାଲିସିରା ପଞ୍ଚାୟତ, ତେନ୍ତୁଳିଖୁଣ୍ଟି ପଞ୍ଚାୟତ, ସିରୋଲ ପଞ୍ଚାୟତ ଓ ବାଙ୍କେଲ ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକରେ ଘରେ ଘରେ ଶଙ୍ଖ ଓ ମୁଖ୍ୟମନ୍ତ୍ରୀଙ୍କ ଜନ ହିତକର
Read More...

ଓଡ଼ିଶା ଠିକା ସଫେଇ କର୍ମଚାରୀ ମଜଦୁର ସଭା ଖଲ୍ଲିକୋଟ ଶାଖାର ବୈଠକ : କର୍ମକର୍ତ୍ତା ନିର୍ବାଚିତ

ଖଲ୍ଲିକୋଟ, (କେପିଏନ୍‌ଏସ୍‌) : ସ୍ଥାନୀୟ ଅମରେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏ୍‌ସ) ସହିତ ଅନୁବନ୍ଧିତ ଓଡ଼ିଶା ଠିକା ସଫେଇ କର୍ମଚାରୀ ମଜଦୁର ସଭା ଖଲିକୋଟ ଶାଖାର ସାଧାରଣ ପରିଷଦ ବୈଠକ ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଖଲିଆପାଲି ମହିମାପୀଠରେ ସାରସ୍ୱତ ମାଘମେଳା

ଖଲିଆପାଲି ଅଞ୍ଚଳ ସହିତ ମହିମାପୀଠର ଭିତ୍ତିଭୂମିର ବିକାଶ କରାଯାଉଛି : ମନ୍ତ୍ରୀ ନିରଞ୍ଜନ ସୋନପୁର, (କେପିଏନ୍‌ଏସ୍‌) : ଆଜି ମାଘମାସ ଚତୁର୍ଦ୍ଦଶୀରେ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ସ୍ଥିତ ସନ୍ଥକବି ଭୀମଭୋଇଙ୍କ ସାଧାନା, ସିଦ୍ଧି ଓ ସମାଧିପୀଠ ଠାରେ ସାରସ୍ୱତ ମାଘମେଳା ଅନୁଷ୍ଠିତ
Read More...

ବାରାଣସୀରେ ୧୩,୦୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ…

ୟୁପିଏସଆଇଡିଏ ଆଗ୍ରୋ ପାର୍କ କରଖିଆଁଓରେ ବନାସ କାଶୀ ସଂକୁଳ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍ ଉଦଘାଟିତଏଚପିସିଏଲ ଦ୍ୱାରା ଏଲପିଜି ବଟଲିଂ ପ୍ଲାଣ୍ଟ, ୟୁପିଏସଆଇଡିଏ ଏଗ୍ରୋ ପାର୍କରେ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ଏବଂ ରେଶମ କପଡା ପ୍ରିଣ୍ଟିଂ ସାଧାରଣ ସୁବିଧାର ଉଦଘାଟନଏକାଧିକ ସଡ଼କ ପ୍ରକଳ୍ପର
Read More...

ଇଣ୍ଡୋର୍‌ ଷ୍ଟାଡିୟମକୁ ଭର୍‌ଚୁଲଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମକୁ ଭର୍‌ଚୁଆଲ୍‌ ମାଧ୍ୟମରେ ଗତ ଶୁକ୍ରବାର ଦିନ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ଷ୍ଟାଡିୟମ
Read More...

ବରିଷ୍ଠ ସର୍ଜରୀ ଡ଼ାକ୍ତରଙ୍କ ଦେହାନ୍ତ : ଛତ୍ରପୁର ସହରର ବିଭିନ୍ନ ମହଲରେ ଶୋକବ୍ୟକ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବେଶ୍ ଜଣାଶୁଣା ବରିଷ୍ଠ ସର୍ଜରୀ ସ୍ପେସାଲିଷ୍ଟ ଡ଼ା. ଭବାନୀ ଶଙ୍କର ଆଚାର୍ଯ୍ୟଙ୍କ ଗୁରୁବାର ମଧ୍ୟରାତ୍ରୀରେ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ
Read More...

ଛୋଟଅନକି ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନମୁଦ ମହୋତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଛୋଟଅନକି ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନମୁଦ ଓ ଅଷ୍ଟପ୍ରହରୀ ନାମଯଜ୍ଞ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଦୁଇ ଦିନ ଧରି ରତ୍ନମୁଦ ମହୋତ୍ସବ ଚାଲିଥିଲା । ପ୍ରଥମ ଦିନରେ ବିରାଟ କଳସ ଶୋଭାଯାତ୍ରାରେ
Read More...

ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମର ଶିଳାନ୍ୟାସ ଉତ୍ସବ : ଟିଟିଲାଗଡ଼ରେ ମନ୍ତ୍ରୀ କଲେ ଉଦ୍‌ଘାଟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶାର ଖେଳାଳିମାନେ ଭଲ ଖେଳ ପ୍ରଦର୍ଶନ କରି ଆସୁଛନ୍ତି । ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ପାଇଁ ପୂର୍ବରୁ ୪୦ ଗୋଟି ଷ୍ଟାଡିୟମ୍ ନିର୍ମାଣ କାମ ଚାଲିଥିବା ବେଳେ ପୁଣି ନୂତନ ୫୦ ଗୋଟି ଷ୍ଟାଡିୟମ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...