Daily Archives

ବସ୍‌ ଉପରକୁ ଚଢ଼ିବା ବେଳେ ଖସିପଡ଼ିଲେ ବୃଦ୍ଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବସ୍‌ ଉପରକୁ ଚଢ଼ିବା ବେଳେ ଖସିପଡ଼ିଲେ ବୃଦ୍ଧ । ବସ୍‌ ଚଢ଼ିଗଲା ତାଙ୍କ ଗୋଡ଼ ଉପରେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ବଲାଙ୍ଗିର ଟାଉନ୍‌ ପୋଲିସ ଭର୍ତ୍ତି କରିଥିବା ଜଣାପଡ଼ିଛି । ସଂପୃକ୍ତ ବୃଦ୍ଧ
Read More...

ଏ ଅଂଚଳର ବିକାଶ ପାଇଁ ରାଜନୈତିକ ପରିବାରବାଦକୁ ବିଲୋପ କରିବାକୁ ପଡ଼ିବ : ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏ ଅଂଚଳର ବିକାଶ ପାଇଁ ରାଜନୈତିକ ପରିବାରବାଦକୁ ବିଲୋପ କରିବାକୁ ପଡ଼ିବ ବୋଲି ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି କୋଶଲ ରାଜ୍ୟ ସମନ୍ୱୟ କମିଟିର ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର । ବଲାଙ୍ଗିର ଜିଲ୍ଲାର
Read More...

ଆଉ ନାହାନ୍ତି ଟେଲି ଅଭିନେତା ଋତୁରାଜ୍‌ ସିଂ

ମୁମ୍ଵାଇ : ଟିଭି ଅଭିନେତା ରିତୁରାଜ ସିଂଙ୍କ ଦେହାନ୍ତ ହୋଇଯାଇଛି । ୫୯ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ସେ ୧୯୯୩ରେ ଟିଭିରେ ପ୍ରସାରିତ ହୋଗି ଆପ୍‌ନି ବାତ୍‌, ଜ୍ୟୋତି, ହିଟ୍‌ଲର୍‌ ଦିଦି, ଶପଥ, ଆହାଟ୍‌ ଔର ଅଦାଲତ, ଦିୟା ଅର୍‌ ବାତି ହମ୍ ଭଳି ଅନେକ ଭାରତୀୟ ଟିଭି ଶୋ’ରେ ସେ
Read More...

ରାଜ୍ୟସ୍ତରୀୟ ଯୁବ ରେଡ଼କ୍ରସ ମାଧ୍ୟମ ସାଂସ୍କୃତିକ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ପ୍ରଥମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟସ୍ତରୀୟ ଯୁବ ରେଡକ୍ରସ ମାଧ୍ୟମରେ ସାଂସ୍କୃତିକ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣା ପଡ଼ିଛି । ଗଞ୍ଜାମ ମହାବିଦ୍ୟାଳୟର ଅର୍ଥନୀତି ବିଜ୍ଞାନ ବିଭାଗ ସମ୍ମାନ ଛାତ୍ର ରଘୁନାଥ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା
Read More...

ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ମୁରିବାହାଲ ତହସିଲ ପକ୍ଷରୁ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ମୁରିବାହାଲ ତହସିଲ ପକ୍ଷରୁ ୭ ଦଫା ଦାବିରେ ସୋମବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ବହୁ ଅବହେଳିତ ଓ ପ୍ରତିକ୍ଷିତ ନ୍ୟାର୍ଯ୍ୟ ଅଣଆର୍ଥିକ ଦାବି ଓଡ଼ିଆର୍‌ଏସ୍‌
Read More...

ରାଜ୍ୟ ସରକାରଙ୍କ ତରଫରୁ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମପଞ୍ଚାୟତରୁ ପୁରୁଷ ମହିଳା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜମା ହୋଇଯାଇଛନ୍ତି । ଏହି ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନଙ୍କ ପାଇଁ ଖାଦ୍ୟ, ପାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୁବିଧା
Read More...

ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଭିନ୍ନକ୍ଷମ ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ସୋମବାର ଦିନ ଏଏଲ୍‌ଆଇଏମ୍‌ସିଓ ଭୁବନେଶ୍ୱର ତରଫରୁ ଭିନ୍ନକ୍ଷମ (ଦିବ୍ୟାଙ୍ଗ) ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଏସିଷ୍ଟେଣ୍ଡ ଆକାଶ ସେଲମା, ଏୟୁଡିଆଇଓ
Read More...

ପାଣି ଭିତରେ ପଶିଲା ଗଞ୍ଜେଇ ବୋଝେଇ କାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶି ଯାଇଛି ଏକ ଗଞ୍ଜେଇ ଲୋଡ ହୋଇଥିବା କାର୍‌ । ଏଭଳି ଏକ ଖବର ଆଜି ବଲାଙ୍ଗିର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କୁରୁଲରୁ ଭାଲେର୍‌ ଯାଇଥିବା ବାଏପାସ୍‌ ରାସ୍ତାରେ ପୋଖରୀ
Read More...

ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଆର୍ଥିକ ଥଇଥାନ ନିମନ୍ତେ ସହାୟତା

ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ ପାଇଁ ଜିଲ୍ଲାର ୯ ଜଣ ଦୁସ୍ଥ ବିଧବାଙ୍କୁ ୨୫୦୦୦/- ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାମାଜିକ ଓ ଆର୍ଥିକସ୍ତରରେ ସଶକ୍ତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶଙ୍କ ଦ୍ଵାରା
Read More...

ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ

ବରଗଡ଼/ଭୁବନେଶ୍ୱର : ବରଗଡ଼ ଜିଲ୍ଲା ବିଜେପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁକୁର୍ଲାଠାରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ନବ ନିର୍ମିତ କ୍ୟାନସର୍ ହସ୍ପିଟାଲର କରିବେ ଶୁଭ ଉଦ୍‌ଘାଟନ । ଏହାସହ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ।
Read More...