Daily Archives

ମୁରଲୀ କ୍ରିଷ୍ଣା ଫାଉଣ୍ଡେସନ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳାଠାରେ ମୁରଲୀ କ୍ରିଷ୍ଣା ଫାଉଣ୍ଡେସନ ଦ୍ୱାରା ଏବଂ ଲକ୍ଷୟନ୍ସ କ୍ଲବ ପାଇକମାଲ ଓ ନୃସିଂହ ମେଡିକାଲ ଷ୍ଟୋର ପାଇକମାଲର ମିଳିତ ସହଯୋଗରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ହୋଇଯାଇଛି । ସର୍ବମୋଟ ୬୯୦ ଜଣ ରୋଗୀ ବିଭିନ୍ନ
Read More...

ପଦ୍ମପୁର ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ରର ଉଦ୍‌ଯାପନୀ ଉତ୍ସବ

ଶିକ୍ଷାର ଲକ୍ଷ୍ୟ ହେଲା ମଣିଷକୁ ମଣିଷ କରିବା : ପ୍ରଫେସର ଅରବିନ୍ଦ କୁମାର ଝା ପଦ୍ମପୁର, (ନିରୋଜ କୁମାର ପାଣୀ) : ସେହି ଶିକ୍ଷାକୁ ଶିକ୍ଷା ବୋଲି କୁହା ଯିବ ନାହିଁ ଯେଉଁ ଶିକ୍ଷା ମଣିଷକୁ ମଣିଷ ରୂପରେ ଗଢି ପରେନାହିଁ । ଶିକ୍ଷଣର ଫଳାଫଳ ହେଉଛି ଶିକ୍ଷାର ଏକ ମୁଖ୍ୟ ଅଂଶ । ଏହାକୁ ଆଧାର
Read More...

ଭବାନୀପାଟଣାରେ ମୁଣ୍ଡ ପରାଶର ପରିବାରର ରାଜ୍ୟସ୍ତରୀୟ ମହା ସମାବେଶ

ସଂଗଠନ ଶକ୍ତି ହିଁ ମାନବିକତାର ସଂସ୍କୃତି କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସମ୍ପର୍କ, ସଂଗଠନ ଓ ସମ୍ପୃକ୍ତି ଏକ ସମାଜ ତଥା ରାଷ୍ଟ୍ରର ସଂସ୍କୃତିକୁ ବିଶ୍ୱମୁହାଁ କରିଥାଏ । ବସୁଧୈବ କୁଟୁମ୍ବକମ୍ ନ୍ୟାୟରେ କାର୍ଯ୍ୟ କଲେ ସଫଳତା ମିଳେ ବୋଲି ରିଷିଗାଁଠାରେ ଆୟୋଜିତ ମୁଣ୍ଡ ପରାଶର
Read More...

ଆଜି ବିଜ୍ଞାନରେ ଆନ୍ତର୍ଜାତୀୟ ମହିଳା ଏବଂ ବାଳିକା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଫେବୃଆରୀ ୧୧ରେ ସାରା ବିଶ୍ୱରେ "ବିଜ୍ଞାନରେ ମହିଳା ଏବଂ ବାଳିକା ଦିବସ" ପାଳନ କରାଯାଏ । ମିଳିତ ଜାତିସଂଘ ସାଧାରଣ ସଭା ଦ୍ଵାରା ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ କ୍ଷେତ୍ରରେ ମହିଳାମାନଙ୍କର ସମ୍ପୂର୍ଣ୍ଣ ତଥା ସମ
Read More...

ପ୍ରଥମ ଥର ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ରେ କନେଷ୍ଟବଳ ନିଯୁକ୍ତି ପାଇଁ କନେଷ୍ଟବଳ (ଜିଡି)…

ଫେବୃୟାରୀ ୨୦ରୁ ୭ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଦେଶର ୧୨୮ଟି ସହରରେ ପ୍ରାୟ ୪୮ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ, ଗୃହ ମନ୍ତ୍ରଣାଳୟ
Read More...

ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସଦରଠାରେ ଥିବା ଡବ୍ଲୁଓଡିସି ପାଭିଲିଅନ କାର୍ଯ୍ୟାଳୟ ପରିସରରେ ୱେବ ମିଡିଆ ସାମ୍ବାଦିକ ସଂଘ ବଲାଙ୍ଗିର ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ-୨୦୨୪ରେ ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହୋଇଛନ୍ତି କଣ୍ଟାବାଞ୍ଜି ଅଞ୍ଚଳର ଯୁବ
Read More...

ବଙ୍ଗୋମୁଣ୍ଡା କ୍ରୀଷ୍ଣା ଲର୍ଣ୍ଣିଂ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ କ୍ରିଷ୍ଣା ଲର୍ଣ୍ଣିଂ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ପରିଚାଳକ ରାଜେଶ ଜୈନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର
Read More...

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ 'ଶଙ୍ଖ ଜନସଂପର୍କ ପଦଯାତ୍ରା'ର ୧୬ତମ ଦିନରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝୀଙ୍କ ନେତୃତ୍ୱରେ 'ଘରେ ଘରେ ଶଙ୍ଖ' କାର୍ଯ୍ୟକ୍ରମ ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ଓ ମୁଡପଦର ପଞ୍ଚାୟତର
Read More...

ଘୁନସର କଲେଜରେ ଆତ୍ମସୁରକ୍ଷା ଶିବିର

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଶିବିରକୁ ସ୍ଥାନୀୟ ସରପଞ୍ଚ ଅନୁରାଧା ସେଠ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ
Read More...

ଆସନ୍ତା ଫେବୃୟାରୀ ୨୦ରେ ଭକ୍ତ ଦାସିଆଙ୍କ ତିରୋଧାନ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାଲିଗାଁ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନାପୀଠ ପୁରୀ ଜିଲ୍ଲା ପିପିଲି ବ୍ଲକ ବାଲିଗାଁଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଦାସିଆଙ୍କ ତିରୋଧାନ ଦିବସ ଚଳିତ ମାଘ ଶୁକ୍ଳ ପକ୍ଷ ଏକାଦଶୀ ୨୦ ଫେବୃୟାରୀରେ ପାଳିତ ହେବା ନିମନ୍ତେ ଭକ୍ତ
Read More...