Monthly Archives

January 2024

ଶତାୟୁ ମହିଳାଙ୍କ ବିୟୋଗ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମର ଶତାୟୁ ମହିଳା ଦୁଲନା ପଧାନଙ୍କର ଆଜି ଅପରାହ୍ନ ୨ଟା ବେଳେ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୧୦୦ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ବେଳେ ପୁଅ, ଝିଅ, ନାତି, ନାତୁଣୀ ସହ ପଣ ନାତି, ପଣ ନାତୁଣୀ
Read More...

ନରସିଂହଙ୍କ ଭଡ଼ାଟିଆ ଶବ୍ଦ ବ୍ୟବହାର ମହିଳାଙ୍କ ସମ୍ମାନହାନୀ କରିଥିବା ଅଭିଯୋଗ କଲେ ବିଜେଡ଼ି ନେତ୍ରୀ ଓ ସଭ୍ୟା ବୃନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିଥିବା ବେଳେ ମଂଚାସିନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ଅଭିଭାଷଣରେ ଭଡ଼ାଟିଆ ଭଳି ଶବ୍ଦ ବ୍ୟବହାର କରି ମା’ ଭଉଣୀଙ୍କୁ ଆକ୍ଷେପ କରିଥିଲେ ବୋଲି
Read More...

ଲିଲି ଫାଉଣ୍ଡେସନର ରୋଟାରୀ ଇଷ୍ଟ ସହାୟତାରେ ରାମପଲ୍ଲୀରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଲକୋତାସ୍ଥିତ ଲିଲି ଫାଉଣ୍ଡେସନ ତରଫରୁ ରୋଟରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟ ସହଯୋଗିତାରେ ଛତ୍ରପୁର ବ୍ଳକ ରାମପଲ୍ଲୀ ଗ୍ରାମରେ ମହୁରୀ ଅଞ୍ଚଳ ପରିଷଦ କାଞ୍ଜି କୋଠାଘରେ ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବିତରଣ ଶିବିର ଅନୁଷ୍ଠିତ
Read More...

ଓଡ଼ିଶା ଲେଖିକା ସଂସଦର ସାହିତ୍ୟ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଶାଖା ଓଡ଼ିଶା ଲେଖିକା ସଂସଦର ସାହିତ୍ୟ ସମାରୋହ ମ୍ୟୁଜିକସର୍କଲଠାରେ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଗୀତାଞ୍ଜଳି ପତ୍ରିଙ୍କ ସଭାପତିତ୍ୱ, ସମ୍ପାଦିକା ସ୍ନେହଲତା ନାୟକଙ୍କ ଆବାହକତ୍ଵ ଓ ମଞ୍ଜୁଳା ରଥଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

କୁହୁଡ଼ି ପାଇଁ ସଡ଼କ ଦୁର୍ଘଟଣା : ୩ ମୃତ

ନୂଆଦିଲ୍ଲୀ : ବିହାରରେ କୁହୁଡ଼ି ପାଇଁ ଲୋକେ ଯାତାୟାତରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଏହି କୁହୁଡ଼ି ପାଇଁ ସଡ଼କ ଦୁର୍ଘଟଣା ବି ଘଟୁଛି । ନିକଟରେ ଭାଗଲପୁର ନବଗଛିଆରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଏହି ମୃତକ ତିନିଜଣ ସାଙ୍ଗ ଥିବା
Read More...

ବାଇକ୍‌ ଆରୋହୀଙ୍କୁ ମୁହାଁମୁହିଁ ଧକ୍କା ଦେଲା କୁକୁଡ଼ା ବୋଝେଇ ଗାଡି

କାଲିମେଳା : ବାଇକ୍‌ ଆରୋହୀଙ୍କୁ ମୁହାଁମୁହିଁ ଧକ୍କା ଦେଲା କୁକୁଡ଼ା ବୋଝେଇ ଗାଡ଼ି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଆହତ ଥିବା ସୂଚନା ମିଳିଛି । ମାଲକାନଗିରି ଏମଭି ୧୨୬ ଘାଟିରେ ରବିବାର ଦିନ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ୨ ଜଣ ବାଇକ
Read More...

ଚିଲ୍‌ଡ୍ରେନ୍‌ ପାର୍କ ମର୍ଣ୍ଣିଂୱାକ୍‌ ଟିମ୍‌ର ନୂତନ ବର୍ଷର ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ହିଁ ସମ୍ପଦ । ନିଜ ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ଓ ସୁନ୍ଦର ରଖିବାକୁ ପ୍ରତ୍ୟହ ଶତାଧିକ ଲୋକ ବଲାଙ୍ଗିର ସହରର ବିଭିନ୍ନ ପାର୍କରେ ପ୍ରାତଃ ଭ୍ରମଣ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକ ଶିଶୁ
Read More...

ଅ ମହୋତ୍ସବ

ସାହିତ୍ୟ ଜୀବନକୁ ସରସ କରେ ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଭବାନୀପାଟଣା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଅ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ସଭାପତି ନରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି
Read More...

ଏମ୍‌ବିକେମାନଙ୍କ ତାଲିମ ଶିବିର ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ କାମ କରୁଥିବା ଦକ୍ଷ ନଥିପତ୍ର ପରିଚାଳିକା(ଏମ୍‌ବିକେ)ମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ସଶକ୍ତ କରିବା ପାଇଁ ଓକାକ୍‌ର ସହାୟତାରେ ଚାଲିଥିବା ଏକ ମାସିଆ ତାଲିମ ପ୍ରଦାନ
Read More...

ମାହଶ୍ୱରୀ ସଂଗଠନର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଚଟିଆପାଲି ସ୍ଥିତ ରାଧାରମଣ ଆଶ୍ରମ ପରିସରରେ ମାହେଶ୍ୱରୀ ସଂଗଠନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବ୍ଲକ
Read More...