Monthly Archives

January 2024

ଜାମପଦର ପ୍ରାଥମିକ ବିଦ୍ୟାଳୟରୁ ୨ଟି ଗ୍ୟାସ ସିଲିଣ୍ଡର ଚୋରି, ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଳକୀ ପଞ୍ଚାୟତ ଜାମପଦର ଗ୍ରାମ ପ୍ରାଥମିକ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ୨ଟି ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ନେଇ ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ କୁଅଁର ଥାନାରେ ଲିଖିତ ଅଭିଯୋଗ
Read More...

ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା : ମୋଟର ସାଇକେଲ ଚୋରି ଘଟଣାରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ, ଚୋରି ମୋଟର ସାଇକେଲ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ପୁନ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିର ପରିସରରୁ ଦୁଇ ମାସ ତଳେ ମୋଟର ସାଇକେଲ ଚୋରି ଘଟଣାରେ ଖପ୍ରାଖୋଲ ପୋଲିସକୁ ମିଳିଛି ବଡ଼ ସଫଳତା । ଚୋରି ଘଟଣାକୁ ତଦନ୍ତ କରି ପୋଲିସ ତିନିଜଣକୁ ଅଟକ
Read More...

ଓଡିଆପାଲି ପୂର୍ବତନ ସରପଞ୍ଚ ଏବଂ ବର୍ତ୍ତମାନର ସରପଞ୍ଚଙ୍କ ସ୍ୱାମୀଙ୍କ ମଧ୍ୟରେ ପିଟାପିଟି : ତିନି ଅଭିଯୁକ୍ତ କୋର୍ଟ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଓଡ଼ିଆପାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ କୁନୁ ବରିହା (୫୮)ଙ୍କୁ ରବିବାର ସନ୍ଧ୍ୟାରେ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ପୂର୍ବତନ ସରପଞ୍ଚ କୁନୁ ବରିହା ରବିବାର ସନ୍ଧ୍ୟା
Read More...

ଡେଲାଙ୍ଗର ବିଭିନ୍ନ ପଂଚାୟତରେ ଗଡ଼ିଲା ଜୟ ଜଗନ୍ନାଥ ଅର୍ପଣ ରଥ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ସୁରକ୍ଷା ଓ ପ୍ରଚାର ପ୍ରସାର, ଓଡିଶା ସରକାରଙ୍କ " ଆମ ଓଡିଶା ନବୀନ ଓଡିଶା " ଯୋଜନାର ଅନ୍ୟତମ ଅଂଶବିଶେଷ । ଏହି କ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତା. ୧୭/୦୧/୨୪ରିଖ ଦିନ ପୁରୀ ଶ୍ରୀଜଗନ୍ନାଥ
Read More...

ବଲାଙ୍ଗିର ସହରରେ ଉଦ୍‌ଘାଟିତ ହେଲା ଆଂଚଳିକ ଆର୍ଟ ଗ୍ୟାଲେରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଉଦ୍‌ଘାଟିତ ହୋଇଯାଇଛି ଆଂଚଳିକ ଆର୍ଟ ଗ୍ୟାଲେରୀ । ଆଜି ସଂଧ୍ୟାରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଲଳିତ କଳା ଏକାଡେ଼ମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ସହଯୋଗରେ ବଲାଙ୍ଗିର ରୁଗୁଡ଼ିପଡ଼ା ସ୍ଥିତ
Read More...

ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଂଚାୟତରେ ଅର୍ପଣ ରଥର ଶୁଭାରମ୍ଭ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ନିମନ୍ତେ ଆଜି ଅର୍ପଣ ରଥର ଶୁଭାରମ୍ଭ ହୋଇଛି । ଏହି ଅବସରରେ ସମଗ୍ର ବଲାଙ୍ଗିର ଜିଲ୍ଲାରେ ପ୍ରକଳ୍ପ ରଥ ଶୁଭାରମ୍ଭ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ରେ ମଧ୍ୟ ଏହା ଉଦ୍‌ଘାଟିତ
Read More...

ଜଙ୍ଗଲ ବିଭାଗ କର୍ମଚାରୀ କେଶବ ଚନ୍ଦ୍ର ବେହେରା ନିଖୋଜ

ଦେବଗଡ : ଦେବଗଡ ଡିଏଫଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ କେଶବ ଚନ୍ଦ୍ର ବେହେରା ଗତ ତିନି ତାରିଖଠାରୁ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । କେଶବଙ୍କ ପରିବାର ଲୋକେ ଏ ସମ୍ପର୍କରେ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମିଳିଥିବା ସୂଚନା ଅନୁସାରେ କେଶବ ଗତ ତିନି
Read More...

୪୧ ଗ୍ରାମ୍ ବ୍ରାଉନସୁଗାର ଜବତ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଖବର ମିଳିଛି । ଏହି ବ୍ରାଉନସୁଗାର ଜବତ କରିଛି କମିଶନରେଟ୍ ପୋଲିସ । ଏହା ସହ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ପୋଲିସ ଗିରଫ କରିଥିବା ସୂଚନା ରହିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଅଧିକ
Read More...

ଗ୍ରାହକ ସେବାକେନ୍ଦ୍ରରେ ଲୁଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନା ସାଲେପାଲି ଗାଁ ଅନିଲ କୁମାର ବାଗଙ୍କ ଏସ୍‌ବିଆଇ ଗ୍ରାହକ ସେବା କେନ୍ଦ୍ରରୁ ଆଜି ମଧ୍ୟାହ୍ନରେ ଲୁଟ ହୋଇଛି । ଦୁର୍ବୃତ୍ତମାନେ ଗ୍ରାହକ ସେବାକେନ୍ଦ୍ରରୁ ୩୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଖବର ଅନୁଯାୟୀ, ଏକ ନମ୍ବର ବିହୀନ
Read More...

୨ ବାଇକ୍‌ ଚୋର ଗିରଫ୍‌ : ୫ ମଟର ସାଇକେଲ ଉଦ୍ଧାର କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୋରି ହୋଇଥିବା ୫ ମଟର ସାଇକେଲ ଉଦ୍ଧାର କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ତୋଫାନ୍‌ ବାଗ । ସୂଚନା ଅନୁସାରେ ଗତ ୨୮ ତାରିଖ ଦିନ
Read More...