Monthly Archives

January 2024

ନରସିଂହଙ୍କ ପୌର ପରିଷଦ ସମୀକ୍ଷା

ବଲାଙ୍ଗିର ପୌରାଞ୍ଚଳରେ ଜାଗ ମିଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବିଫଳ - ନରସିଂହମହାରାଣୀ ସାଗର ଓ ଲକ୍ଷ୍ମୀଯୋର ଅଂଚଳର ଭୂମିହୀନଙ୍କୁ ଶୀଘ୍ର ଜମିପଟ୍ଟା ପ୍ରଦାନ କର - ନରସିଂହପୌର ପରିଷଦର ସମସ୍ତ କାର୍ଯ୍ୟରେ ଦୁର୍ନୀତି ଜଳ ଜଳ ଦିଶୁଛି - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି
Read More...

ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଆଜି ଓଡ଼ିଶାର ପାରାଦୀପଠାରେ ପାରାଦୀପ ମାଛଧରା…

ପାରାଦୀପ, (ପିଆଇବି) : ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଆଜି ପାରାଦୀପଠାରେ ପାରାଦୀପ ମାଛଧରା ବନ୍ଦରର ଆଧୁନିକୀକରଣ ଓ ଉନ୍ନତିକରଣ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ସାଗରମାଳା ଯୋଜନା ଅଧୀନରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ
Read More...

ସୁବର୍ଣ୍ଣପୁର ପୌର ପରିଷଦରେ ଅର୍ପଣ ରଥର ଶୁଭାରମ୍ଭ : ସହରରେ ବିପୁଳ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ସଦର ମହକୁମା ପୌର ପରିଷଦଠାରେ ଆଜି ଅର୍ପଣ ରଥର ଶୁଭାରମ୍ଭ ହୋଇଯାଇଛି । ଡିଆର୍‌ଡିଏ ପି ଡି ଡୁଡ଼ା ବିଶ୍ଵନାଥ ବାରିକ ଏହି ରଥକୁ ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ପୌର ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ପୌର ଅଧିକାରୀ
Read More...

ଅଲାତରାଠରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ପଡିଆଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଳିତ ହୋଇଯାଇଛି । ସରପଞ୍ଚ ସସ୍ମିତା ନାଗଙ୍କ ନେତୃତ୍ୱରେ ସୁନାମୁଖୀ ମନ୍ଦିରରୁ ମଶାଲ ଯାତ୍ରା ଆରମ୍ଭ କରି ଗ୍ରାମ୍ୟ ପରିକ୍ରମା କରିଥିଲେ । ଏଥିରେ
Read More...

ସର୍ତ୍ତକୁ ଅମାନ୍ୟ କରିବାରୁ ମିଲର୍‌ମାନଙ୍କ ବିରୁଦ୍ଧରେ ଚାଷୀମାନେ ଅଭିଯୋଗ ସ୍ୱରୂପ ଗଞ୍ଜାମ ଜିଲ୍ଲାପାଳଙ୍କୁ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ବାଘଳା ପଞ୍ଚାୟତର ଚାଷୀମାନେ ନିଜର ଧାନକୁ କିଭଳି ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ମୂଲ୍ୟ ଦେଇ ବିକ୍ରୟ ହୋଇପାରିବ ସେନେଇ ଏକ ସ୍ମାରକପତ୍ର ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ

ଏନଏଚ୍-୫୫ର ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ରାସ୍ତାର ଉନ୍ନତିକରଣ ଏବଂ ଷ୍ଟ୍ରିଟ୍ ଲାଇଟ୍ବ୍ୟବସ୍ଥାକୁ ମଞ୍ଜୁରୀ : ଧର୍ମେନ୍ଦ୍ର ପ୍ରଧାନଗତ ନଭେମ୍ବର ୬ ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଅନୁରୋଧ
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ବିକଶିତ ଭାରତ ସଂକଳ୍ପ ଯାତ୍ରା କେବଳ ସରକାରଙ୍କ ଯାତ୍ରା ନୁହେଁ ବରଂ ଦେଶର ଯାତ୍ରାରେ ପରିଣତ ହୋଇଛିଯେତେବେଳେ ଗରିବ, କୃଷକ, ମହିଳା ଓ ଯୁବ ଗୋଷ୍ଠୀ ସଶକ୍ତ ହେବେ, ସେତେବେଳେ ଦେଶ ସଶକ୍ତ ହେବଭିବିଏସ୍‌ୱାଇର ମୁଖ୍ୟ ଲକ୍ଷ୍ୟ ହେଉଛି କୌଣସି ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ଯୋଜନା ଗୁଡିକର
Read More...

ପୁରୀ ଶ୍ରୀମନ୍ଦିରରୁ ଆସିଥିବା ଜଗନ୍ନାଥଙ୍କ ଅର୍ପଣ ରଥକୁ ଛତ୍ରପୁରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀମନ୍ଦିରରୁ ଆସିଥିବା ଜଗନ୍ନାଥଙ୍କ ଅର୍ପଣ ରଥ ସୋମବାର ଛତ୍ରପୁର ସହର ପରିକ୍ରମଣ କରିଛି । ଛତ୍ରପୁର ସହରରେ ପଦାର୍ପଣ ବେଳେ ଜଗନ୍ନାଥଙ୍କ ଅର୍ପଣ ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରସହରର
Read More...

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଖପ୍ରାଖୋଲ ବ୍ଲକର ସମସ୍ତ ଗାଁକୁ ପରିକ୍ରମା ଆରମ୍ଭ କଲା ଶ୍ରୀଜଗନ୍ନାଥ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଏଥିପାଇଁ ଖପ୍ରାଖୋଲ ବ୍ଲକ ପ୍ରଶାସନ ପକ୍ଷରୁ ଆଜିଠାରୁ ଶ୍ରୀଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଖପ୍ରାଖୋଲ ବ୍ଲକ ଅଞ୍ଚଳର ପ୍ରତ୍ୟେକ ଗ୍ରାମ ପରିକ୍ରମା କରିବା ସହ
Read More...

ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ହିତାଧିକାରୀଙ୍କୁ ଚେକ୍ ବଣ୍ଟନ କଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା

ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ୬ଜଣ ହିତାଧିକାରୀଙ୍କୁ ଚେକ୍ ବଣ୍ଟନ କଲେ କେନ୍ଦ୍ରମନ୍ତ୍ରୀପ୍ରଧାନମନ୍ତ୍ରୀ କିଷାନ ବିକାଶ କାର୍ଡ ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ-ସମ୍ପଦ ଯୋଜନା ସମ୍ପର୍କରେ ଗୁରୁତ୍ତ୍ଵ ପ୍ରତିପାଦନ କରିଛନ୍ତି, କେନ୍ଦ୍ର ମତ୍ସ୍ୟ, ପଶୁପାଳନ ବିଭାଗ ମନ୍ତ୍ରୀ ପରଷୋତ୍ତମ
Read More...