Monthly Archives

January 2024

ଟିଟିଲାଗଡ଼ ପୌର ପରିଷଦ ଅଞ୍ଚଳରେ ଅର୍ପଣ ରଥ ପରିକ୍ରମାରେ ସାମିଲ ହେଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଟିଟିଲାଗଡ଼ ପୌର ପରିଷଦ ପକ୍ଷରୁ ଜଗନ୍ନାଥଙ୍କ ଅର୍ପଣ ରଥର ପରିକ୍ରମା ଆରମ୍ଭ ହୋଇଯାଇଛି । ଏହି ଅର୍ପଣ ରଥ ପରିକ୍ରମା ଶୁଭ ଅବସରରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଜଗନ୍ନାଥ ମନ୍ଦିର…
Read More...

ବିଟାବନ୍ଧ ଗ୍ରାମରେ ଜୟ ଜଗନ୍ନାଥ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବିଟାବନ୍ଧ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ସଦର ଗ୍ରାମର ଡଃ ବି ଆର୍ ଆମ୍ବେଦକର ଷ୍ଟାଡିୟମରେ ଏକ ଦିବସୀୟ ଜୟ ଜଗନ୍ନାଥ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଆଜି ଫାଇନାଲ ମ୍ୟାଚ୍‌ରେ ପାତଲପଡା ଓ ବିଟାବନ୍ଧ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା…
Read More...

ନରସିଂହଙ୍କ ‘ଭଡ଼ାଟିଆ’ ଶବ୍ଦ ପ୍ରୟୋଗକୁ ପ୍ରତିବାଦ କରି ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବିଜେଡ଼ି ନେତ୍ରୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନୀ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ‘ଭଡ଼ାଟିଆ’ ଶବ୍ଦ ପ୍ରୟୋଗକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବୀରେ ବିଜେଡ଼ି ନେତ୍ରୀମାନେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି ।…
Read More...

ସଇଁତଲା ବ୍ଲକକୁ ବୈମାତୃକ ମନୋଭାବକୁ ନେଇ କଂଗ୍ରେସ ତରଫରୁ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ : ରାଜ୍ୟପାଳଙ୍କ…

ସଇଁତଲା, (ପ୍ରମୋଦ ସେଲମା) : ରାଜ୍ୟ ସରକାର ସଇଁତଲା ବ୍ଲକକୁ ବୈମାତୃକ ମନୋଭାବ ଦେଖାଇ ଆସୁଥିବା ପ୍ରତିବାଦରେ ମଙ୍ଗଳବାର ସଇଁତଲା ବ୍ଲକ କଂଗ୍ରେସ ଦଳ ତରଫରୁ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି ଦେଇଥିଲେ । ଏହି ପରିପେକ୍ଷୀରେ ସଇଁତଲା ବିଡ଼ିଓଙ୍କ…
Read More...

କଂଟାବାଂଜିର ୪ ଜଣ ପୁଅ ଓ ଗୋଟିଏ ଝିଅ ହେଲେ ସିଏ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାର କଂଟାବାଂଜି ସହରକୁ ଚାଟାର୍ଡ ଏକାଉଣ୍ଟାଣ୍ଟ ତଥା ଆଇ.ଏ.ଏସ୍‌ ସହର ଭାବେ ବେଶ ଚର୍ଚ୍ଚିତ । କଂଟାବାଂଜିର ୪ ଜଣ ପୁଣି ଚାଟାର୍ଡ ଏକାଉଣ୍ଟାଣ୍ଟ ଶିକ୍ଷାରେ କୃତିତ୍ୱ ଲାଭ କରି କଂଟାବାଂଜିର ଗୌରବ ଆଣିଛନ୍ତି । ଚାରି ଜଣଙ୍କ ମଧ୍ୟରୁ ୩ ଜଣ ଯୁବକ…
Read More...

କଂଟାବାଂଜି ଏନ୍‌ଏସିରେ କାଉନ୍‌ସିଲିଙ୍ଗ୍‌ ମିଟିଙ୍ଗ୍‌

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌.ଏ.ସି. ସଭା ଗୃହରେ କାଉନ୍‌ସିଲିଙ୍ଗ୍‌ ମିଟିଙ୍ଗ୍‌ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ବରିୟାମ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥୀ, ସମ୍ମାନିତ…
Read More...

ସ୍ମାର୍ଟ ପାର୍କର ଶୁଭ ଉଦ୍‌ଘାଟନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌.ଏ.ସି. ୱାର୍ଡ ନଂ. ୧୪ ଆଶ୍ରମପଡାରେ ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସ୍ମାର୍ଟ ପାର୍କ ମଙ୍ଗଳବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ନିର୍ମାଣ ହେବାର ଦୀର୍ଘ ଦିନ ପରେ ସ୍ମାର୍ଟ ପାର୍କର ଉଦ୍‌ଘାଟନୀ ଦିବସରେ ସ୍ଥାନୀୟ…
Read More...

କଂଟାବାଂଜି ସହରରେ ଅର୍ପଣ ରଥର ଶୁଭାରମ୍ଭ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌.ଏ.ସି.ରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ସ୍ଥାନୀୟ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର(ପୁରୁଣା ବସ୍ତି)ଠାରୁ ମଙ୍ଗଳବାର ଦିନ ଶୁଭାରମ୍ଭ କରାଯାଇଛି । ଅର୍ପଣ ରଥର ଶୁଭାରମ୍ଭ ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚ୍ଚନା…
Read More...

ବସ୍‌ ଧକ୍କାରେ ଜଣେ ଗୁରୁତର

ଚିତ୍ରକୋଣ୍ଡା : ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଦ୍ୱାରା ପରିଚାଳିତ ଲକ୍ଷ୍ମୀ ବସ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ହନ୍ତାଳଗୁଡ଼ା ଘାଟିରେ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…
Read More...

ସାଗର ପରିକ୍ରମା ଯାତ୍ରା ଏକାଦଶ ପର୍ଯ୍ୟାୟରେ ପାରାଦୀପ ମାଛଧରା ପୋତାଶ୍ରୟରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କଲେ…

ପାରାଦୀପ, (ପିଆଇବି) : କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା ଆଜି ସାଗର ପରିକ୍ରମା ଯାତ୍ରା ଏକାଦଶ ପର୍ଯ୍ୟାୟ ଅବସରରେ ଜଗତସିଂହପୁର ଜିଲ୍ଲାର ପାରାଦୀପ ମାଛଧରା ପୋତାଶ୍ରୟରେ ମତ୍ସ୍ୟଜୀବୀ ପୁରୁଷ ଓ ମହିଳାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ…
Read More...