Monthly Archives

January 2024

ଭି.କେ. ପାଣ୍ଡିଆନ୍‌ଙ୍କ ଗସ୍ତକୁ ବିରୋଧ କରିଛି ବଲାଙ୍ଗିର ଛାତ୍ର କଂଗ୍ରେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗସ୍ତରେ ଫାଇଭ୍‌-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍‌ ଆସୁଥିବା ବେଳେ ଶ୍ରୀ ପାଣ୍ଡିଆନ୍‌ଙ୍କ ଗସ୍ତକୁ ବିରୋଧ କରିଛି ବଲାଙ୍ଗିର ଛାତ୍ର କଂଗ୍ରେସ । କଳା ବେଚ୍‌ ପରିଧାନ ପୂର୍ବକ ଛାତ୍ର କଂଗ୍ରେସ ରାସ୍ତାକୁ ଓହ୍ଲାଇ ବିଭିନ୍ନ ନାରାବାଜି କରୁଥିବା
Read More...

ଗୁଗଲ୍‌ ମ୍ୟାପିଂରୁ ଚିହ୍ନଟ ହେବେ ଅପରାଧୀ

ଭୁବନେଶ୍ୱର : ଅପରାଧୀଙ୍କୁ ଧରିବାକୁ କମିଶନରେଟ ପୋଲିସ ନୂଆ ପନ୍ଥା ଆପଣାଇଛି । ଗୁଗଲ ମ୍ୟାପିଂ ଦ୍ୱାରା ଅଭିଯୁକ୍ତଙ୍କୁ ସହଜରେ ଚିହ୍ନଟ କରିବା ସହ ଧରିବାକୁ ଯୋଜନା ହୋଇଛି । ଏନେଇ ଗୁଗଲ୍‌ ଆପ୍ଲିକେସନ୍‌ରେ କ୍ରାଇମ୍‌ ମ୍ୟାପିଂ ଟେକ୍‌ନିକ୍‌କୁ ଆପଣାଯିବା ସହ ବିଭିନ୍ନ ଟେଲିକମ୍‌ ସଂସ୍ଥାର
Read More...

ବଲାଙ୍ଗିର ଆର୍‌ଏନ୍‌ ସିଂହଦେଓ ସ୍ପୋର୍ଟ କମ୍ପେ୍ଲକ୍ସର ହ୍ୟାଲିପେଡ୍‌ରେ ଅବତରଣ କରିଛନ୍ତି ଫାଇଭ୍‌-ଟି ଅଧ୍ୟକ୍ଷ…

ବଲାଙ୍ଗିର : ବଲାଙ୍ଗିର ଆର୍‌ଏନ୍‌ ସିଂହଦେଓ ସ୍ପୋର୍ଟ କମ୍ପେ୍ଲକ୍ସର ହ୍ୟାଲିପେଡ୍‌ରେ ଅବତରଣ କରିଛନ୍ତି ଫାଇଭ୍‌-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌ । ଏଠାରୁ କାର୍‌ ଯୋଗେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍‌କୁ ବାହାରିଥିବା ଜଣାପଡିଛି । ସେଠାରେ ନୂଆ-ଓର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ହଜାର
Read More...

ସାତକୋଶିଆ ଓ ତେଲକୋଇରେ ପକ୍ଷୀଗଣନା ଶେଷ

ହରଭଙ୍ଗା/ତେଲକୋଇ : ସାତକୋଶିଆ ଓ ତେଲକୋଇରେ ପକ୍ଷୀଗଣନା ଶେଷ । ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ଅନ୍ତର୍ଗତ ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ତର ଚକ୍ରଗଡ଼ଠାରୁ ବେଲପୁଞ୍ଜି ମଠ ପର୍ଯ୍ୟନ୍ତ ନଦୀର ଉଭୟ ପାଖରେ ଚାଲିଥିବା ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଯାଇଛି । ପକ୍ଷୀଗଣନା କାର୍ଯ୍ୟରେ
Read More...

ଆଜି ବଲାଙ୍ଗିର ଗସ୍ତରେ ଫାଇଭ୍‌-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆସୁଛନ୍ତି ଫାଇଭ୍‌-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌ । ଏଥିପାଇଁ ଖୁବ୍‌ ଚଳଚଞ୍ଚଳ ବଲାଙ୍ଗିର ସହର । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍‌ରେ ଆୟୋଜିତ ନୂଆ-ଓ ‘ଫେଷ୍ଟ’ କାର୍ଯ୍ୟକ୍ରମରେ ଯୋଗଦେବେ ଫାଇଭ୍‌-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍‌ । ଏହି
Read More...

ବୋମାମାଡ଼ କରି ବ୍ୟାଙ୍କ ଏଟିଏମ ଲୁଟିନେଲେ ଦୁର୍ବୃତ୍ତ

ଖଇରା : ବୋମାମାଡ଼ କରି ବ୍ୟାଙ୍କ ଏଟିଏମ୍‌ ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଆକ୍ସିସ ବ୍ୟାଙ୍କ ଏଟିଏମ ଲୁଟି ନେଇଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ଗତକାଲି ବିଳମ୍ବିତ ରାତିରେ
Read More...

ଜବତ ଡଙ୍ଗାକୁ ନେଇଗଲେ ମାଫିଆ

ଆନନ୍ଦପୁର : ଜବତ ଡଙ୍ଗାକୁ ନେଇଗଲେ ମାଫିଆ । ଆନନ୍ଦପୁର ତହସିଲର ଅମାରଙ୍ଗ ଘାଟରେ ବାଲି ମାଫିଆଙ୍କ ଦବଦବା ଜାରି ରହିଛି । ବେଆଇନ ବାଲି ଚାଲାଣ ରୋକିବାକୁ ତହସିଲ ପକ୍ଷରୁ ବାଲିଘାଟରେ ଚଢ଼ଉ କରାଯାଇଥିଲା । ସେଠାରୁ ବାଲି ଉତ୍ତୋଳନରେ ବ୍ୟବହାର କରାଯାଉଥିବା ଏକ ଡଙ୍ଗା ଓ ଅନ୍ୟାନ୍ୟ ସାମଗ୍ରୀ
Read More...

ନିଜ ରକ୍ତରେ ବାପା-ମାଆଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଯାଜପୁରର ଅମିତ କୁମାର ପୃଷ୍ଟି

ଯାଜପୁର : ନିଜ ରକ୍ତରେ ମାଆ ବାପାଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଯାଜପୁରର ଅମିତ କୁମାର ପୃଷ୍ଟି । ଯାଜପୁର ଜିଲ୍ଲା ଉପକଣ୍ଠ ଡ଼ୁବୁରୀ ଅଞ୍ଚଳରେ ନିଜ ଚିତ୍ରକଳାକୁ ନେଇ ଏବେ ଚର୍ଚ୍ଚାରେ ଅମିତ । କେବଳ ସେତିକି ନୁହେଁ ଏମିତି ମହାରାଷ୍ଟ୍ରରେ ହେଉଥିବା ଇଣ୍ଡିଆନ ଆର୍ଟ ପ୍ରତିଯୋଗିତାରେ ସାରା
Read More...

ମାନବ ଚାଲାଣ ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୧୧ ଜାନୁଆରୀରେ 'ମାନବ ଚାଲାଣ ସଚେତନତା ଦିବସ' ପାଳନ କରାଯାଏ । ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଏକ ଉତ୍ତମ ଜୀବନ, ​​ଏକ ସୁସ୍ଥ ଜୀବନ ଶୈଳୀ ଏବଂ ନିର୍ଭୟ ଜୀବନଯାପନ ପ୍ରଣାଳୀ ଅବଲମ୍ବନ କରିବା ସୁଯୋଗ ପାଇବାକୁ ଯୋଗ୍ୟ ଅଟନ୍ତି । ମାନବ ଚାଲାଣ
Read More...

ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ : ଶେଷ ପର୍ଯ୍ୟାୟରେ ସବୁ ପ୍ରସ୍ତୁତି । ପରିକ୍ରମା ପ୍ରକଳ୍ପକୁ ଦିଆଯାଉଛି ଫାଇନାଲ ଟଚ୍ । ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ, ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀମାର୍ଗ, ପରିକ୍ରମା ମାର୍ଗ ଏବଂ ଯଜ୍ଞସ୍ଥଳ କାମ ସରିବା ଉପରେ । ଗୁରୁବାର ସବୁ କାମ ଶେଷ ହେବ । ଗୁରୁବାର ରାତି ସୁଦ୍ଧା
Read More...