Monthly Archives

January 2024

ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ପଞ୍ଚାୟତ ପ୍ରଶିକ୍ଷଣ ସଭାଗୃହଠାରେ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ତଥା ୟୁଏସ୍‌ କଂସୁଲେଟ ଜେନେରାଲ ହାଇଦ୍ରାବାଦ ସହାୟତାରେ ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ସହଯୋଗ ଫାଉଣ୍ଡେସନ ଦ୍ୱାରା ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ସହିତ କୃତଜ୍ଞତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃତଜ୍ଞତା ହେଉଛି ଏକ ଭାବନା ଯାହା ଆମ ଚାରିପାଖରେ ଥିବା ସମସ୍ତ ଶୁଭଫଳକୁ ହୃଦୟଙ୍ଗମ କରିବାର ସୁଯୋଗ ଦେଇଥାଏ । କୃତଜ୍ଞତା ହେଉଛି ଏକ ଏମିତି ମାଧ୍ୟମ ଯେତେବେଳେ ଆମେ ସମସ୍ତେ ନିଜ ଜୀବନରେ ଅନୁଭବ କରୁଥିବା ସୁଖ ଏବଂ ଶାନ୍ତି ପାଇଁ କୃତଜ୍ଞ ହେବା ପାଇଁ ଏକତ୍ରିତ
Read More...

ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା

ବାଲିପାଟଣା : ଯୁବ ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା । ଘର ଭିତରେ ପଡିଛି ମୃତଦେହ । ଏକ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବାଲିଅନ୍ତା ଥାନା ପୋଲିସ ଛାନ୍‌ଭିନ୍‌ କରୁଛି । ମୃତ ଯୁବ ବ୍ୟବସାୟୀଙ୍କ ନାମ ବିଶ୍ୱଜିତ ନାୟକ ବୋଲି ଖବର ମିଳିଛି ।
Read More...

ପୁସ୍ତକ ମେଳାରେ କବିତା ଆସର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବ୍ରହ୍ମପୁର ମହାନଗର ଖଲ୍ଲିକୋଟ କଲେଜ ମିନି ଷ୍ଟାଡିଅମରେ ଗଞ୍ଜାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଦିଗଦର୍ଶନ ଅନୁଷ୍ଠାନ ଓ ଖୋର୍ଦ୍ଧା ଜିଲ୍ଲା ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ଦଶମ ମହାନଗର ପୁସ୍ତକ ମେଳାର ଅଷ୍ଟମ ସନ୍ଧ୍ୟା କବିତା
Read More...

ମାସିକ ରଚନା ସନ୍ଧ୍ୟା

ଜୀବନ ଓ ସାହିତ୍ୟ ପରସ୍ପର ଦ୍ୱାରା ପ୍ରଭାବିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୀବନ ଏବଂ ସାହିତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଓ ପରସ୍ପର ଦ୍ୱାରା ପ୍ରଭାବିତ । ମଣିଷର ବ୍ୟକ୍ତିଗତ ଓ ସାମାଜିକ ଜୀବନର ଭିତ୍ତି ସାହିତ୍ୟ ଦ୍ଵାରା ହିଁ ପ୍ରତିଷ୍ଠିତ ହୁଏ । ପ୍ରାଚୀନ କାଳରୁ ଜୀବନର ବହୁବିଧ
Read More...

ଛତ୍ରପୁରରେ ଅର୍ପଣ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନ୍.ଏ.ସି.ରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମଣ ରବିବାର ପରିସମାପ୍ତି ଘଟିଛି । ଶେଷ ଦିବସରେ ୧୩ ନମ୍ୱର ଦେବୀନଗର, ରାମନଗର ଓ ୧୪ ନମ୍ୱର ୱାର୍ଡର ହରିଜନ ସାହି, କୋର୍ଟ ଷ୍ଟେସନ, ଶାନ୍ତିନଗର
Read More...

ବରିଷ୍ଠ ନାଗରିକଗଣ ପହିଲି ଭୋଗ ଖାଇ ଖୁସି ମନାଇଛନ୍ତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ନବବର୍ଷର ବିଭିନ୍ନ ତିଥି, ପର୍ବ ପର୍ବାଣୀ ଦିନମାନଙ୍କରେ ଛତ୍ରପୁରର ବରିଷ୍ଠ ନାଗରିକ ଗୋଷ୍ଠୀମାନେ ବିଭିନ୍ନ ବୈଷ୍ଣବ ଠାକୁରଙ୍କର ପହିଲି ଭୋଗ ଖାଇ ଖୁସି ମନାଇଥିବା ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ପ୍ରାତଃ-କାଳୀନରେ ସ୍ନାନ ସାରି
Read More...

ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ବାର୍ଷିକୋତ୍ସବରେ ଯୋଗଦେଲେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ବାର୍ଷିକୋତ୍ସବ ଅବସରରେ ଉଦ୍‌ଘାଟିତ ହୋଇଯାଇଛି ଏକ ସ୍ୱାସ୍ଥ୍ୟ ଶିବିର । ଦୁଇଦିନ ଧରି ପାଳିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି
Read More...

ବାଘ ଆତଙ୍କ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ବିଭିନ୍ନ ଗାଁରେ ବାଘ ଆତଙ୍କ ଖେଳାଇଥିବା ଖବର ମିଳିଛି । କଲରାପତରିଆ ବାଘଟି ବେହେରାମାଲ, ଜାମବେର୍ଣ୍ଣା, ରେମଣ୍ଡା, ଢୋଲବାହାଲ, ଯମୁନା, ବାଲିକୁଦଲି, ଅଁଳାଝରନ ଆଦି ଅଞ୍ଚଳରେ ବୁଲାବୁଲି କରୁଥିବା ସୂଚନା ମିଳିଛି । ସ୍ଥାନୀୟ ଜାମବେର୍ଣ୍ଣା
Read More...

ଭାଲୁମୁଣ୍ଡା ଶିଶୁ ମନ୍ଦିରର ବନବିହାର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧରାବନ୍ଧ ଚାରା ଉତ୍ପାଦନ କେନ୍ଦ୍ରଠାରେ ଆଜି ଭାଲୁମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନବିହାର କାର୍ଯ୍ୟକ୍ରମରେ ଅତିଥି ଭାବେ
Read More...