Monthly Archives

January 2024

କନଗାଁ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ବରଗଡ଼, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ଉଚ୍ଚ ବିଦ୍ୟାଳୟଠାରେ ମହାସମାରୋହରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନଶିକ୍ଷକ ଡୋଳାମଣୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର
Read More...

ଶିଶୁ କିଶୋର ପତ୍ରିକା ‘ଚନ୍ଦର୍‌ଉଦିଆଁ’ର ବାର୍ଷିକ ଉତ୍ସବ

ବରଗଡ, (କେପିଏନ୍‌ଏସ୍‌) : ସୋହେଲା ଶିଳ୍ପ ବିକାଶ ପ୍ରକାଶନ ତରଫରୁ ପ୍ରକାଶିତ ହୋଇ ଆସୁଥିବା ସମ୍ବଲପୁରୀ ଭାଷାର ଶିଶୁ କିଶୋର ପତ୍ରିକା 'ଚନ୍ଦର୍‌ଉଦିଆଁ'ର ଦ୍ୱିତୀୟ ବାର୍ଷିକ ଉତ୍ସବ ଶ୍ରୀରାମ କଲେଜଠାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟାପକ ଟେକଚାନ୍ଦ ଦୁଆନଙ୍କ ସଭାପତିତ୍ୱରେ
Read More...

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ‘ନୂଆ-ଓ’ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ ଆଲୋଚନା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : କୁଣ୍ଡୁକେଲାସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ 'ନୂଆ-ଓ' ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବସନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଆହୂତ ଏହି ଉତ୍ସବରେ
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେବାପା ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେବାପା ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ସୁଚିତ୍ରା ବେହେରାଙ୍କ ଦୀପ ପ୍ରଜ୍ୱଳନ ପରେ ଛାତ୍ରୀମାନଙ୍କ ସ୍ୱାଗତ ସଙ୍ଗୀତ ପରେ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ମୁଖ୍ୟ ଅତିଥି
Read More...

ଦିଲ୍ଲୀ ପ୍ରଫେସର ଡ. ସୀତାରାମ କୁମ୍ଭାରଙ୍କ ପିତା କବିବର କୁମ୍ଭାରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ସାଲେପଡ଼ା ଗ୍ରାମର ତଥା ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ପ୍ରଫେସର ଥିବା ଡ. ସୀତାରାମ କୁମ୍ଭାରଙ୍କ ପିତା କବିବର କୁମ୍ଭାରଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି । ସେ ୧୯୪୯ମସିହାରେ ଜନ୍ମ ଗ୍ରହଣ କରିଥିବା
Read More...

ଗୁଡ଼ିଘାଟ ହାଇସ୍କୁଲର ୨୦୧୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡ଼ିଘାଟ ପଞ୍ଚାୟତ ସଦର ମହକୁମାରେ ଥିବା ମୁକୁନ୍ଦିଲାଲ ଅଗ୍ରୱାଲ ଉଚ୍ଚ ବିଦ୍ୟାଳୟ, ଗୁଡ଼ିଘାଟର ୨୦୦୯ରୁ ୨୦୧୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସର ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି
Read More...

ଛତ୍ରପୁରରେ ଉତ୍କଟ ହେଲାଣି ମାଙ୍କଡ଼ ସମସ୍ୟା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ଉତ୍କଟ ହେଲାଣି ମାଙ୍କଡ଼ ସମସ୍ୟା । ଛତ୍ରପୁର ସହରରେ ପାତି ମାଙ୍କଡ଼ମାନଙ୍କ ସଂଖ୍ୟା ପ୍ରାୟତଃ ୧୦ହଜାର ସଂଖ୍ୟାରେ ବୃଦ୍ଧି ପାଇଥିବା ଏକ ସର୍ଭେକ୍ଷଣ ରିପୋର୍ଟରୁ ଜଣାପଡିଛି । ଏ ସମ୍ପର୍କରେ ଜଙ୍ଗଲ ବିଭାଗ ଦାୟିତ୍ଵ ନେଇ ମାଙ୍କଡ଼ମାନଙ୍କ
Read More...

ପୁଡ଼ାପାଲି ଗ୍ରାମରେ ଦମକଳ ବାହିନୀ ଦ୍ଵାରା କୂଅରେ ପଡିଥିବା ଗାଈ ସୁରକ୍ଷିତ ଭାବେ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ ପଞ୍ଚାୟତ ପୁଡ଼ାପାଲି ଗ୍ରାମର ଏକ କୂଅରେ ପଡ଼ିଯାଇଥିବା ଏକ ଦୁଧିଆଳୀ ଗାଈ ମୁରିବାହାଲ ଦମକଳ ବାହିନୀ ଦ୍ଵାରା ରବିବାର ପୂର୍ବାହ୍ନରେ ସୁରକ୍ଷିତ ଉଦ୍ଧାର କରାଯାଇଛି । ଚାଷୀ ରାଜୁ ପୁଞ୍ଜୀଙ୍କ ଏକ ଗାଈ
Read More...

ଖଇରମାଲ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

ବଡଗମଡାକୁ ୧-୦ରେ ହରାଇ ଦେଶୀଲ ଚମ୍ପିୟାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ମାଲିଶିରା ପଞ୍ଚାୟତ ଖଇରମାଲ ଗ୍ରାମରେ ଚତୁର୍ଥ ମା' ବାହାରବାବୁ ଫୁଟବଲ ପ୍ରତିଯୋଗିତା ଗ୍ରାମର ଖେଳପଡିଆଠାରେ ଫୁଟବଲ
Read More...

ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଗୀତ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ରାମଜୀ ମନ୍ଦିରଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କର ଗୀତ ଉନ୍ମୋଚିତ ହୋଇଯାଇଛି । ପ୍ରଭୁ ଶ୍ରୀରାମ ଚନ୍ଦ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏହିପରି ସମୟରେ ପ୍ରଭୁ
Read More...