Monthly Archives

January 2024

ପିଏମ୍‌ ବିଶ୍ଵକର୍ମା ଯୋଜନା ଉପରେ ବଲାଙ୍ଗିରଠାରେ ଆଲୋଚନାଚକ୍ର ଓ ସଚେତନତା କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷଠାରେ ଏମ୍‌ଏସ୍‌ଏମ୍‌ଇ ରାଉଲକେଲାର ସହାୟତା ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆୟୋଜନରେ ପିଏମ୍‌ ବିଶ୍ୱକର୍ମା ଯୋଜନା ଉପରେ ଆଲୋଚନାଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା
Read More...

ସୁକତେଲ ପ୍ରକଳ୍ପ ବିସ୍ତାପିତଙ୍କ ସମସ୍ୟାକୁ ନେଇ ନରସିଂହଙ୍କ ଆଲୋଚନା

ବିସ୍ଥାପିତଙ୍କ କ୍ଷତିପୁରଣ ଦେବାରେ ତତ୍ପରତା ପ୍ରକାଶ କରନ୍ତୁ ପ୍ରଶାସନ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ ହୋଇସାରିଛି । ଏବେ ବି ଅନେକ ବିସ୍ଥାପିତଙ୍କୁ ତାଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦିଆଯାଇଥିଲେ ହେଁ ତାହା ଆଜି
Read More...

ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ‘ନୂଆ-ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 'ନୂଆ-ଓ' ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ସମାରୋହରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ
Read More...

ଧାତୁକଜୁରୀ ଗ୍ରାମରେ ପ୍ରସିଦ୍ଧ ବୁଢାଦେଓଙ୍କ ଯାତ୍ରା ସମ୍ପନ୍ନ, ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜିର ଆଧୁନିକ ଯୁଗରେ ମଧ୍ୟ ବଞ୍ଚି ରହିଛି ଆଦିବାସୀ ପରମ୍ପରା । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବଡସାଇମରା ପଂଚାୟତ ଧାତୁକଜୁରୀ ଗ୍ରାମରେ କାହିଁ ଆବାହନ କାଳରୁ ଏହି ଗାଁରେ ଅନୁଷ୍ଠିତ ହେଉଛି ଆଦିବାସୀ ଷୋଡ ବଂଶୀ ଗଣ୍ଡ ସଂପ୍ରଦାୟର ମୁଖ୍ୟ ପର୍ବ
Read More...

ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ସିନାପାଲି ଓ ବୋଡ଼େନ ବିଜୁ ଏକ୍ସପ୍ରେସ ୱେ ଲିଟିସର୍ଗି ଗାଁଠାରେ ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ । ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ କର୍ଲାକୋଟ ଗାଁର ନବୀନ ଜଗତ (୨୨) ଓ ଝସକେତନ ଦୁରିଆ (୧୭)
Read More...

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ଶ୍ରୀମନ୍ଦିର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡିଶା ସରକାରଙ୍କ ପ୍ରାୟୋଜିତ ନୂଆ ଓ' ନବୀନ ଓଡ଼ିଶା, ଯୁବ ଓଡିଶା ପକ୍ଷରୁ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ ବୁଧବାର ମୁରିବାହାଲ ପଂଚାୟତ
Read More...

ମୁରିବାହାଲ ସରକାରୀ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ସରକାରୀ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ସବ ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ସଭାପତି ସୁନୀଲ କୁମାର ପାତ୍ରଙ୍କ
Read More...

ଆଦିଶକ୍ତି ଭୁଞ୍ଜିଆ ସମାଜର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନିଜ ହକ୍‌ ଅଧିକାର ପାଇଁ ଆଜି ନୂଆପଡ଼ା ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଭୁଞ୍ଜିଆ ସମାଜର ଲୋକଙ୍କୁ ନେଇ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ ବାବେବିର ହାଇସ୍କୁଲ ଖେଳପଡିଆଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନେକ ଦିନରୁ ରହିଥିବା ଛଅ ଦଫା ଦାବି ନେଇ
Read More...

ରାଜ୍ୟସଭା ସାଂସଦଙ୍କ ଦ୍ୱାରା ସଭାଗୃହ ନବୀକରଣ ଓ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଓକିଲ ସଂଘଠାରେ ବୁଧବାର ସଭାଗୃହ ନବୀକରଣ ଓ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଙ୍କୁ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦାନ କରି ନୂତନ ନବୀକରଣ ସଭାଗୃହ ଓ ୩ ଗୋଟି ନୂତନ
Read More...

ବୈଗାପଡା ଗ୍ରାମର ଜୟଶ୍ରୀ ରାମଛକ ବେଦୀ ପ୍ରାଙ୍ଗଣରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ପଂଚାୟତ ବୈଗାପଡା ଗ୍ରାମର ଜୟଶ୍ରୀ ରାମଛକ ବେଦୀ ପ୍ରାଙ୍ଗଣରେ ଗ୍ରାମର ଆବାଳ ବୃଦ୍ଧ ବନିତା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିବସଟିକୁ ବଡ ରୀତିନୀତି ଅନୁସାରେ ପାଳନ
Read More...