Daily Archives

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନୂଆ-ଓ’ ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଯାପାନୀ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପରିପ୍ରେକ୍ଷୀରେ ଆୟୋଜିତ "ନୂଆ -ଓ" ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଯାପାନୀ ଉତ୍ସବ ବୁଧବାର ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର
Read More...

କଂଗ୍ରେସ ପ୍ରଭାରୀଙ୍କୁ ମଟର ସାଇକେଲ ଶୋଭାଯାତ୍ରାରେ ସ୍ଵାଗତ : ଓଡିଶାର ଅସ୍ମିତାକୁ ନେଇ ପ୍ରଶ୍ନ କଲେ ଅଜୟ କୁମାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାଠାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସଭାଗୃହଠାରୁ ସ୍ଵାଗତ କରିବା ସହ ଇଣ୍ଡିଆନ୍‌ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଏକ ବିରାଟ ମଟର
Read More...

ଭଟାପାଣି ସିଆର୍‌ପିଏଫ୍‌ ୧୯ ବାଟାଲିୟନର ସିଭିଲ୍‌ ସର୍ଭିସ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନଙ୍ଗଲ ବୋର୍ଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ଭଟାପାଣି ଗ୍ରାମଠାରେ ନୂତନ ଭାବେ ଗଠିତ ହୋଇଥିବା ସିଆର୍‌ପିଏଫ୍‌ ୧୯ ବାଟାଲିୟନ ତଫରୁ ଆଜି ଗ୍ରାମପଞ୍ଚାୟତ ଅଧୀନରେ ଥିବା ସମସ୍ତ ଗ୍ରାମର ଗରିବ ନିରୀହ ଲୋକଙ୍କୁ
Read More...

ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ମୋବାଇଲ ଡେମୋଷ୍ଟ୍ରେସନ୍

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକର ବିଭିନ୍ନ ନିର୍ବାଚନ ସମୟରେ ଇଭିଏମ୍‌ରେ ଭୋଟରଙ୍କ ଦ୍ଵାରା ଭୁଲ ହୁଏ ।ସଠିକ୍ ଭାବରେ ସଚେତନ ନ ଥାଆନ୍ତି ଭୋଟର । ଏମିତି କିଛି ସ୍ଥାନରେ ଭୋଟର କାହାକୁ ଭୋଟ ଦେଲେ ତାହା ନିଜେ ମଧ୍ୟ ଜାଣି ପାରନ୍ତି ନାହିଁ । ନିଜ ପସନ୍ଦର
Read More...

ଡାକ ଟିକଟ କେତେ ଜଣା କେତେ ଅଜଣା ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ଆଇନଜୀବୀ ହୃଷିକେଶ ପାଢ଼ୀ ଓ ଅନନ୍ୟା ଗୀତିରେଖା ପାଢ଼ୀଙ୍କ ପୁତ୍ର ଆଦିତ୍ୟ (ସାଇ)ର ପ୍ରଥମ ଜନ୍ମଦିନ ପାଳନ ତା ୨୩/୦୧/୨୦୨୪ ଅବସରରେ ଶ୍ରୀ ସତ୍ୟନାରାୟଣ ଠିଆ ପାଲା, ସ୍ମାରକୀ ଚାରାରୋପଣ ଓ ଫକୀର ଚରଣ ପାଢ଼ୀଙ୍କ
Read More...

ଦହିତାରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାନୁଆରୀ ୨୩ ମଙ୍ଗଳବାର ନାକା ପଡିଆଠାରେ ନେତାଜୀ କ୍ଲବ ଦହିତା ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ସରୋଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ
Read More...

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନର ଆଉ ଏକ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ରୀୟ ଆୟୁର୍ବେଦୀୟ ବିଜ୍ଞାନ ଅନୁସନ୍ଧାନ ପରିଷଦ, ଆୟୁଷ ମନ୍ତ୍ରାଳୟ ଭାରତ ସରକାରଙ୍କ ଆନୁକୁଲ୍ୟରେ ଆୟୁର୍ବେଦରେ ସ୍ନାତକ ଅଧ୍ୟୟନ ଛାତ୍ରଛାତ୍ରୀମାନଙ୍କ ଗବେଷଣା କ୍ଷେତ୍ରରେ ଉତ୍ସାହ ସୃଷ୍ଟି କରିବା ପାଇଁ Studentsh tship Programme for
Read More...