ବଲାଙ୍ଗିର ଜିଲ୍ଲାରେ ଶୁଭାରମ୍ଭ ହେଲା ଜୟ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଶୁଭାରମ୍ଭ ହେଲା ଜୟ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା । ଆଜି ସନ୍ଧ୍ୟାରେ ସ୍ଥାନୀୟ ନୂତନ ବସ୍ ଟର୍ମିନାଲଠାରେ ଏହି ସେବା ଆରମ୍ଭ ହୋଇଯାଇଛି । ସବୁଜ ପତାକା ଦେଖାଇ ଏହି ସେବା ଆରମ୍ଭ କରାଯାଇଥିଲା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ!-->…
Read More...
Read More...