Daily Archives

ହିଆଁଲ ଅନ୍ୱେଷା ଛାତ୍ରଛାତ୍ରୀ ନିବାସରେ ସୁନେତ୍ର କାର୍ଯ୍ୟକ୍ରମ ଆୟୋଜିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନ୍ୱେଷା ଛାତ୍ରଛାତ୍ରୀ ନିବାସରେ ଗତ ଶୁକ୍ରବାର ଦିନ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୩୦୦ ଶଯ୍ୟା ବିଶିଷ୍ଟ ଏହି ଅନ୍ୱେଷା ଆଦିବାସୀ/ହରିଜନ ଛାତ୍ରଛାତ୍ରୀ ନିବାସରେ ୨୬୧
Read More...

ଦ୍ୱିତୀୟ ଦିନରେ ପହଂଚିଲା ଡ୍ରାଇଭର୍‌ମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦ୍ୱିତୀୟ ଦିନରେ ପହଂଚିଛି ଡ୍ରାଇଭର୍‌ମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ସରକାରଙ୍କ ହିଟ୍‌ ଏଣ୍ଡ ରନ୍‌ ଆଇନକୁ ବିରୋଧ କରି ଡ୍ରାଇଭର୍‌ ସମୁଦାୟ ଆନ୍ଦୋଳନକୁ ଓହ୍ଲାଇବା ପରେ ଗମନା ଗମନ ବେଶ୍‌ ବାଧାପ୍ରାପ୍ତ ହୋଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳଙ୍କ
Read More...

ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳମାନଙ୍କ ସହିତ ଗଞ୍ଜାମ ଜିଲ୍ଲାପାଳଙ୍କ ଆଲୋଚନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଏକକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ସକାଶେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଅବିରତ ଚାଲିଛି । ଭୋଟର ତାଲିକାର ଚୂଡାନ୍ତ ପ୍ରକାଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଗଞ୍ଜାମ ଜିଲ୍ଲାପାଳ
Read More...

ପ୍ରସିଦ୍ଧ ବଳି ଯାତ୍ରା ଶୁଲିଆ ଆସନ୍ତା ୧୬ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୬ ତାରିଖ ଦିନ ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରାର ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ପ୍ରଭାସ
Read More...

ବିଶ୍ୱ ପକ୍ଷୀ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ କରଙ୍ଗାକଟା, ନରସିଂହ ବନ୍ଧ ଓ ମାରୱାଡି ତଥା ୧୭ ଗୋଟି ବନ୍ଧ ଜଳାଶୟମାନଙ୍କରେ ପକ୍ଷୀ ଆଗାମନକୁ ନେଇ ପରିବେଶ ପ୍ରେମୀମାନଙ୍କ ଦ୍ୱାରା ସହରର କରଙ୍ଗାକଟାଠାରେ ବିଶ୍ୱ ପକ୍ଷୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପକ୍ଷୀ ସୁରକ୍ଷା ଉପରେ
Read More...

କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ଆଇଇଡି ବିସ୍ଫୋରଣ

ଫୁଲବାଣୀ : କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ପୁଣି ଏକ ଆଇଇଡି ବିଷ୍ଫୋରଣ ହୋଇଛି । ଏହି ବିଷ୍ଫୋରଣରେ ତିନି ଜଣ ଏସ୍‌ଓଜି ଯବାନ ଆହତ ହୋଇଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅଞ୍ଚଳକୁ ଲାଗି ରହିଥିବା ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଶଗଡା ଫାଣ୍ଡି ବାତେପଙ୍ଗା ଅଞ୍ଚଳ
Read More...

ବାଲେଶ୍ୱର ଗସ୍ତରେ ଫାଇଭ୍‌-ଟି ଅଧ୍ୟକ୍ଷ

ବାଲେଶ୍ୱର : ବାଲେଶ୍ଵର ଗସ୍ତରେ ଫାଇଭ୍‌-ଟି ଅଧ୍ୟକ୍ଷ ଭି. କେ. ପଣ୍ଡିଆନ । ପାଣ୍ଡିଆନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ହୋଇଛି । ଫାଇଭ୍‌-ଟି ଅଧ୍ୟକ୍ଷ ବାଲେଶ୍ଵର ଜିଲ୍ଲାରେ ୫ଟି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦିନ ୧୦ଟାରେ ପୋଲିସ ରିଜର୍ଭ ପଡ଼ିଆରେ ଥିବା
Read More...

ଟାମଣା ସଂରକ୍ଷିତ ଜଙ୍ଗଲରୁ ହରିଣ ଶିଙ୍ଗ ସହ ୨ ଦେଶୀ ବନ୍ଧୁକ ୧୨୫ ଗୁଳି ଜବତ : ୪ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ପୁଲିସକୁ ବଡ଼ ସଫଳତା । ଦୁଇଟି ହରିଣ ଶିଙ୍ଗ ସହ ୨ଟି ଦେଶୀ ବନ୍ଧୁକ ଜବତ କରିଛି । ଏଥିରେ ପୋଲିସ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । କେବଳ ଏତିକି ନୁହେଁ ୬୫ ଏମ୍‌ଏମ୍‌ର୧୨୫ ଗୁଳି, ୨୦୦ ଟି ଖାଲି ଗୁଳି, ବାରୁଦ ୨୦୦ ଗ୍ରାମ, ୧୦ କେଜି ଓ ୨୫୦
Read More...

ଆହୁରି ଜୋରଦାର ହେବ ଡ୍ରାଇଭରଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଆଜିଠୁ ଆହୁରି ଜୋରଦାର ହେବ ଡ୍ରାଇଭରଙ୍କ ଆନ୍ଦୋଳନ । ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଡ୍ରାଇଭରମାନେ ଦେଶବ୍ୟାପୀ ଆନ୍ଦୋଳନ କରୁଛନ୍ତି । ଓଡ଼ିଶାରେ ବି ଏହାର ପ୍ରଭାବ ତୀବ୍ର ହେବାକୁ ଯାଉଛି । ଆଜିଠାରୁ ଏହାକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି । ବସ, ଟ୍ରକ୍‍ ଓ
Read More...

୨୭ରେ ସମ୍ବଲପୁର ସମଲେଇ ପ୍ରକଳ୍ପ ଉଦ୍‌ଘାଟନ ନିମନ୍ତେ ଆଜିଠୁ ଦେବ ନିମନ୍ତ୍ରଣ ପର୍ବ ଆରମ୍ଭ

ସମ୍ବଲପୁର : ସମ୍ବଲପୁର ସମଲେଇ ପ୍ରକଳ୍ପ ଆସନ୍ତା ୨୭ ତାରିଖରେ ଉଦ୍‌ଘାଟିତ ହେବ । ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ ପର୍ବ । ସେପଟେ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ଖବର ଅନୁଯାୟୀ ସକାଳ ୬ ଘଟିକା ସମୟରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ପୂଜକଙ୍କ ଦ୍ଵାରା ମା' ସମଲେଶ୍ଵରୀଙ୍କ
Read More...