Daily Archives

୫ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌ କଲା ପୁଇଁତଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୫ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌ କରିଛି ପୁଇଁତଲା ପୋଲିସ । ପୁଇଁତଲା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୫ ଲିଟର ୮ ଶହ ଗ୍ରାମ ଦେଶୀ ପାଉଚ୍‌ ମଦ ଜବତ୍‌ ହୋଇଥିବା ସୂଚନା ମିଳିଛି । ପୁଇଁତଲା ଥାନା ଅନ୍ତର୍ଗତ ଛତାପିପଲ ଗାଁର ହୁଲେଶ୍ୱର କଲତା(୩୧)ଙ୍କ ଠାରୁ ଚଢ଼ାଉ
Read More...

ପୁଇଁତଲା ପୁଲିୁସ ପକ୍ଷରୁ ଚଢ଼ାଉ, ୭ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ପୁଲିୁସ ପକ୍ଷରୁ ଚଢ଼ାଉ କରାଯାଇ ୭ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପୁଇଁତଲା ଥାନା ଅନ୍ତର୍ଗତ ଶଙ୍କରଭୋଜି ଛକର ରବୀନ୍ଦ୍ର ପାତ୍ର(୨୭)ଙ୍କ ଠାରୁ ଚଢ଼ାଉ ବେଳେ ପୁଇଁତଲା ପୁଲିସ ୭ ଲିଟର ଦେଶୀ ମଦ ପାଉଚ୍‌
Read More...

ସର୍ବଭାରତୀୟ ନାଟ୍ୟ ସମାରୋହ ‘ମଠଖାଇ ମହୋତ୍ସବ’ର କାର୍ଯ୍ୟାଳୟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ଜାନୁୟାରୀ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମଠଖାଇ ମହୋତ୍ସବ-୨୦୨୪ ଆୟୋଜନ ପାଇଁ ଏହାର କାର୍ଯ୍ୟାଳୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ମଠଖାଇ ମହୋତ୍ସବର ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ
Read More...

ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଶୀତ ଋତୁରେ ପ୍ରବଳ ଥଣ୍ଡା ସମୟରେ ଆମେ ନିଜକୁ ସ୍ୱିଟର, କମ୍ବଳ ଏବଂ ଉତ୍ତାପ ବସ୍ତ୍ର ସହିତ ଗରମ କରିଥାଉ । କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜକୁ ଥଣ୍ଡାରୁ ରକ୍ଷା ପାଇବା ପାଇଁ ସେମାନଙ୍କ ପାଖରେ ପୋଷାକ ମଧ୍ୟ ନଥାଏ । ସେମାନେ ଶୀତରେ
Read More...

ଦେବଙ୍ଗ ଗ୍ରାମରେ ୧୨ତମ ନିଶାମଣି ଭୋଇ ମେମୋରିଆଲ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

ଫାଇନାଲରେ ଖଲିଆଖମାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଦେବଙ୍ଗ ମିନି ଷ୍ଟାଡିୟମ ଖେଳ ପଡ଼ିଆଠାରେ ଚାଲିଥିବା ଦ୍ୱାଦଶତମ ନିଶାମଣି ଭୋଇ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ଟିକ୍ରାପଡା ଦଳ ଓ ଖଲିଆଖମାର ଦଳ ମଧ୍ୟରେ
Read More...

ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ କୋଶଲି କବିତା ପାଠୋତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ତଥା ମଥୁରା ନଗରୀରେ ଚାଲିଥିବା ପଞ୍ଚମ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଦ୍ୱିତୀୟ ଦିବସ ସନ୍ଧ୍ୟାରେ ପ୍ରଥମେ ମଞ୍ଚରେ ଏକ କୋଶଲି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଆୟୋଜକ
Read More...

ବାଙ୍କେଲ ଗ୍ରାମରେ ଦୁଇଦିନିଆ ସ୍ୱର୍ଗତା ସଜନା କୁମ୍ଭାର ସ୍ମାରକୀ ଆଥଲେଟିକ ମିଟ୍‌ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଅନ୍ତର୍ଗତ ବାଙ୍କେଲ ଗ୍ରାମରେ ୨ୟ ବର୍ଷ ପାଇଁ ଦୁଇ ଦିନିଆ ସ୍ୱର୍ଗତା ସଜନା କୁମ୍ଭାର ସ୍ମାରକୀ ଆଥଲେଟିକ୍ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାର ଶେଷ
Read More...

ମାନବିକତା ପରିବାର ତରଫରୁ “ଜୀବନ ଧାରା” ରକ୍ତଦାନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ମାନବିକତା ପରିବାର ତରଫରୁ ପ୍ରତ୍ୟେକ ଶନିବାର ବିଭିନ୍ନ ଅଞ୍ଚଳରେ ରକ୍ତଦାନ ଶିବିର ଅନୁଷ୍ଠାନିକ ଭାବରେ କରାଯାଇଥାଏ । ଆଜି ଭ୍ରାମ୍ୟମାଣ ଯାନ କୌଣସି କାରଣରୁ ଅନୁପସ୍ଥିତ ଥିବାରୁ ପଞ୍ଚମ ପର୍ଯ୍ୟାୟ "ଜୀବନ ଧାରା" ରକ୍ତଦାନ ଶିବିର ରାଉରକେଲା ସରକାରୀ
Read More...

କଲ୍ୟାଣପୁର ସ୍ନାତକ ମହାବିଦ୍ୟାଳୟର ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ଦ୍ୱାରା ପ୍ରୟୋଜିତ କାର୍ଯ୍ୟକ୍ରମ ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଆଜି ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ
Read More...

ଆଇପିଏସ୍‌ ଅରୁଣ ଷଡ଼ଙ୍ଗୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ୱର ୩୧ରେ ଶେଷ ହେବ । ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଆଉ ଛଅମାସ ବଢ଼ାଇବା ପରେ ନୂଆ ଡିଜିପି କିଏ ହେବେ ସେ ନେଇ ଚର୍ଚ୍ଚା ଅଧିକ ରହିଛି । ଏହାରି ଭିତରେ ଶନିବାର ରାଜ୍ୟ ସରକାର ୧୯୯୦
Read More...