Daily Archives

ହରିଶଙ୍କର ରେଞ୍ଜ ତରଫରୁ ହାତୀ ସୁରକ୍ଷା ସମ୍ପର୍କିତ ସଚେତନତା ଶୋଭାଯାତ୍ରା ସହ ପଥପ୍ରାନ୍ତ ସଭା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ହରିଶଙ୍କର ବନବିଭାଗ ରେଞ୍ଜ ତରଫରୁ ହାତୀ ସୁରକ୍ଷା ସମ୍ପର୍କିତ ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ନିଯୁକ୍ତ ଗଜସାଥୀମାନଙ୍କୁ ନେଇ
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

ଆଠଗଡ଼ ବ୍ଲକ୍ ଧାଇପୁର ଓ କଟକ ସହରର ମାଛୁଆ ବଜାରଠାରେ ବିକଶିତ ଭାରତ ସଂକଳ୍ପଯାତ୍ରାକୁ କଲେ ସମ୍ବୋଧିତଗତ ଏକ ଦଶନ୍ଧି ଧରି ମୋଦୀ ସରକାର ସବୁ ବର୍ଗର କଲ୍ୟାଣ ପାଇଁ କାମ କରୁଛନ୍ତିମୋଦୀ ସରକାରଙ୍କ ଦ୍ୱାରା ପ୍ରଣିତ ଯୋଜନାର ଲାଭ ନେବା ଏବଂ ବିକଶିତ ଭାରତ ଗଠନରେଯୋଗଦାନ କରିବାକୁ ହିତାଧିକାରୀଙ୍କୁ
Read More...

ସିରଜିନା ସାହିତ୍ୟ ଓ ସାଂସ୍କୃତିକ ମହୋତ୍ସବର ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜୁ ଘିବେଲାଙ୍କ ସଭାପତିତ୍ୱରେ ସିରଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ମହୋତ୍ସବର ଏକ ବୈଠକ ସ୍ଥାନୀୟ ମୁକ୍ତା ମଲଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ନିମ୍ନ ସୂଚନା ପ୍ରଦାନ କରିଥିଲେ
Read More...

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଇନସାହ ସାବିରଙ୍କ ସ୍ୱପ୍ନ ହେଲା ସାର୍ଥକ

ନୂଆଦିଲ୍ଲୀ, (ପିଆଇବି) : ଜମ୍ମୁ ଓ କଶ୍ମୀରର ସୁନ୍ଦର ଉପତ୍ୟକାର ପୁଲୱାମା ଜିଲ୍ଲାରେ ରହନ୍ତି ଜଣେ ଯୁବତୀ । ଯିଏ ସ୍ୱାଧୀନତା, ନମନୀୟତା ଓ ଅବସ୍ଥାନ୍ତରର ଏକ ପ୍ରତୀକ ବନି ଯାଇଛନ୍ତି । ପୁଲୱାମାରେ ଅରିଗ୍ରାମରେ ଏକ ସାଧାରଣ ପରିବାରରେ ଜନ୍ମିତ ଇନଶାହ ସାବିର ଏକ ବ୍ୟବସାୟର ମାଲିକାଣୀ ହେବା ସହ
Read More...

ରୋତ୍ କଲେଜରେ ଗଣିତ ପ୍ରତି ରାମାନୁଜନଙ୍କ ଅବଦାନ ଶୀର୍ଷକ ଆଲୋଚନାଚକ୍ର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀ ନିକେତନ, ରୋତ, ଜିଲ୍ଲା-ବଲାଙ୍ଗିରରେ ଗଣିତ ବିଭାଗ ତରଫରୁ 'ରାମାନୁଜନ ଓ ଗଣିତ' ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗ ମୁଖ୍ୟ ଡକ୍ଟର ସୁବିଜ୍ଞ ଗଡତ୍ୟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଚନାବାହାଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ୱାଦଶତମ ବାର୍ଷିକ ଉତ୍ସବ ପାଳିତ

ଉତ୍ତମ ଶିକ୍ଷା ଦାନ ହିଁ ଚରିତ୍ର ଗଠନର ମୂଳମନ୍ତ୍ର, ଗୁରୁମା ଗୁରୁଜୀଙ୍କ ଦଣ୍ଡ ହିଁ ଶିକ୍ଷା ଆୟତନ ପାଇଁ ଉଚିତ ମାର୍ଗ କଂଟାବାଂଜି/ମୁରିବାହାଲ, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଉପକଣ୍ଠସ୍ଥ ଚନାବାହାଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦ୍ୱାଦଶତମ ବାର୍ଷିକ ଉତ୍ସବ ଆଜି
Read More...

ଓଡ଼ିଶା ନ୍ୟାୟିକ ସେବାରେ ଶୁଭ୍ରାଂଶୁ ଠାକୁରଙ୍କୁ ସଫଳତା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଝଙ୍କାର ପଡ଼ା ଗ୍ରାମର ଶୁଭ୍ରାଂଶୁ ଠାକୁର ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷାରେ ୩୩ ରେଙ୍କ ପାଇ ଉତ୍ତୀର୍ଣ୍ଣ ହୋଇ ଥିବା ସୂଚନା ମିଳିଛି । ଶ୍ରୀଯୁକ୍ତ ଠାକୁର ୨୦୨୦ ମସିହାରେ କଳାହାଣ୍ଡି ଆଇନ କଲେଜରୁ ଅଧ୍ୟାପନା ସମ୍ପନ୍ନ କରି କଟକ
Read More...

ଟେମରୀ ଗ୍ରାମରେ ସହିଦ ଦିବସ ପାଳିତ : ଗନ୍ଧମାର୍ଦ୍ଦନ ନେତା ତଥା ସରପଞ୍ଚ ସୁଶୀଳ ଗୁରୁଙ୍କ ଉପରେ ଆକ୍ରମଣକୁ ନିନ୍ଦା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦ୍ଵାରା ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରୀ ଗ୍ରାମଠାରେ ସହିଦ ଦିବସ ପାଳିତ କରାଯାଇଛି । ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଦୁଇଜଣ କର୍ମୀ ଟେମରୀ ଗ୍ରାମର ମାଧବ ସିଂ ଠାକୁର ଓ ରମେଶ ସାହୁଙ୍କୁ ଡିସେମ୍ବର ୨୭ ତାରିଖ ୨୦୧୦
Read More...

ମେଣ୍ଡାରେ ୪୧ତମ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ମେଣ୍ଡା ହାଇସ୍କୁଲ ପଡିଆଠାରେ ୨୭ତାରିଖରୁ ୪୧ତମ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ମେଣ୍ଡା ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
Read More...

ଦକ୍ଷତା ବିକାଶ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ଗ୍ରାମସ୍ଥିତ ଭାଗବତ ଘରଠାରେ ରାମଜୀ ଯୁବକ ସଂଘ ଆନୁକୁଲ୍ୟରେ ସଂଘର ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ରଙ୍କ ଆହ୍ୱାନ କ୍ରମେ ମହିଳା ସ୍ୱୟଂ ସହାୟକ ଦଳର ସଭ୍ୟାମାନଙ୍କର ଏକ ତାଲିମ ଶିବିର ଅୟୋଜିତ ହୋଇଯାଇଛି । ୮ ଟି ସ୍ୱୟଂ ସହାୟକ ଦଳର ୫୫
Read More...