Daily Archives

ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ

ବାରଙ୍ଗ : ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ । ଚନ୍ଦ୍ରଶେଖରପୁର ଥାନା ଏଚ୍‌ଆଇଜି କଲୋନୀରୁ ଜଣେ ବୟସ୍କା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଖବର ଅନୁଯାୟୀ, ଚନ୍ଦ୍ରଶେଖରପୁରସ୍ଥିତ ଏଚ୍‌ଆଇଜି ୪/୬ କଲୋନୀର ଏକ
Read More...

ଧାନ ରଖିବାକୁ ନେଇ ଚାଷୀ-ଚାଷୀ ମଧ୍ୟରେ ଛୁରା ମାଡ଼

କଳାହାଣ୍ଡି : ଧାନ ମଣ୍ଡିରେ ଚାଷୀ-ଚାଷୀ ମଧ୍ୟରେ ଛୁରା ମାଡ଼ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ନିକଟରେ ଦୁଇ ଚାଷୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଛୁରାମାଡ ହୋଇଥିବା ନେଇ ଜଣାପଡିଛି । ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ନିକଟରେ ଆଜି ସକାଳ ସମୟରେ
Read More...

ଛତ୍ରପୁରରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ୍‌ ରୁମ୍‌ ପରିସରରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ପୂର୍ବାହ୍ନରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ
Read More...

ହରିଶଙ୍କରରେ ନିମ୍ନମାନର କାମ ଅଭିଯୋଗ କରି ଏସ୍‌ଡ଼ିଓଙ୍କ ସହ ହାତାହାତି ପରିସ୍ଥିତି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ହରିଶଙ୍କରଠାରେ ଚାଲିଥିବା ଉନ୍ନୟନ କାମକୁ କୋଶଲ ମୁକ୍ତି ମୋର୍ଚ୍ଚାର ଜଣେ ସଦସ୍ୟ ସୁଶୀଲ କୁମାର ଗୁରୁ କଣ୍ଟାବାଞ୍ଜି ପିଡବ୍ଲୁଡି ଏସଡ଼ିଓ ସିଦ୍ଧାର୍ଥ ଦାସଙ୍କୁ ନିମ୍ନମାନର କାମ ହେଉଅଛି ବୋଲି ଅଭିଯୋଗ କରିବା ସହ ଯୁକ୍ତିତର୍କ କରିବାରୁ ଦୁହିଁଙ୍କ ମଧ୍ୟରେ
Read More...

ହମିରପୁର ଉନ୍ନୟନ ପରିଷଦର ପବିତ୍ର ଖ୍ରୀଷ୍ଟମାସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ବେନ୍‌ଡିକ ଲାକ୍ରାଙ୍କ ବାସଭବନରେ ପବିତ୍ର ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ପରିଷଦର ସଭାପତି ଡ଼ଃ ସୁମନ ଦତ୍ତଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ନିରଞ୍ଜନ ଦାସଙ୍କ ଆବାହକତ୍ଵରେ
Read More...

ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ବାର୍ଷିକ ସାଧାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଧୁନିକତା ସହ ତାଳ ଦେବ ଅର୍ବାନ ବ୍ୟାଙ୍କ । ବ୍ୟାଙ୍କ ପରିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲିପ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଗ୍ରାହକଙ୍କ ପାଇଁ ବ୍ୟାଙ୍କର ବହୁ ଶୀଘ୍ର ଏଟିଏମ୍‌
Read More...

ବଲାଙ୍ଗିର ଜିଲ୍ଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ କାମିୟା ଯାନୀ ବିବାଦକୁ ନେଇ ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ କାମିୟା ଯାନୀ ବିବାଦକୁ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନଙ୍କ ପକ୍ଷରୁ କୁହାଯାଇଛି ଯେ, କାମିୟା
Read More...

ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ବଲାଙ୍ଗିର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନଠାରେ ବଲାଙ୍ଗିର ବିଜେଡ଼ି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଟିଟିଲାଗଡରେ ସେଣ୍ଟ୍ରାଲ ସ୍କୁଲ ଖୋଲିବ କେବେ, ଆଦର୍ଶ ବିଦ୍ୟାଳୟ ଭଳି ବଳି ପଡ଼ିବ କି କେନ୍ଦ୍ର ବିଦ୍ୟାଳୟ : ବୁଦ୍ଧିଜୀବୀ…

ଟିଟିଲାଗଡ, (ସଂଜୟ କୁମାର ନାୟକ) : କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର, ସଦାବେଳେ ଜନ ହିତକର ତଥା ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନେଇଥାନ୍ତି । ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନା ଗମନ ସହ ଜନ ସାଧାରଣଙ୍କୁ ଉଚିତ ସୁବିଧା ସୁଯୋଗ ଯୋଗାଇବା ହେଉଛି ସରକାରଙ୍କ ମୂଳ ଲକ୍ଷ୍ୟ
Read More...

ପ୍ରତାପ ସାଗର ପୁନଃ ଉଦ୍ଧାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲା ବଲାଙ୍ଗିର ଟାଉନ୍‌ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ୍‌ କଂଗ୍ରେସ ପକ୍ଷରୁ ୱାର୍ଡ ନଂ ୧୬ ପ୍ରତାପ ସାଗର ପାଖରେ ଏକ ପଥପ୍ରାନ୍ତ ସଭା କରି ଏହାର ପୁନଃ ଉଦ୍ଧାର ଦାବୀ ହୋଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଏହି ସାଗରର ପୁନଃ ଉଦ୍ଧାର ପାଇଁ ଅନେକ ଦିନ ହେଲା ସ୍ଥାନୀୟ ଲୋକେ ଦାବୀ କରି ଆସୁଥିଲେ
Read More...