Daily Archives

ସରପଞ୍ଚ ସୁଶୀଳ କୁମାର ଗୁରୁ ଓ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ମଧ୍ୟରେ ହାତାହାତି : ଦୁହିଁଙ୍କୁ କୋର୍ଟ ଚାଲାଣ କଲା…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ମନ୍ଦିରର ପାରିପାର୍‌ଶ୍ୱିକ ବିକାଶ କାମ ଚାଲିଥିବା ବେଳେ କାମର ମାନକୁ ନେଇ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ସରପଞ୍ଚ ସୁଶୀଳ କୁମାର ଗୁରୁ ଓ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ସହକାରୀ
Read More...

ପୁଡ଼ିସରା ଗ୍ରାମରେ ସାନଭାଇକୁ ମରଣାନ୍ତକ ଆକ୍ରମଣ କରି ଜେଲଗଲା ବଡଭାଇ

ଗାଁରେ ଦବଙ୍ଗଗିରି, କାବୁ କରିବାକୁ ଯାଇ ଥାନା ପୁଲିସ ନାକେଦମ୍ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ପୁଡ଼ିସରା ଗ୍ରାମରେ ନିଜ ସାନଭାଇ ବିପିନ ଜାଲ (୪୨)ଙ୍କୁ ନିସ୍ତୁକ ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ
Read More...

ବଲାଙ୍ଗିର ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଗରିମାକୁ କ୍ଷୁର୍ଣ୍ଣ କଲା ଭଳି ଆଚରଣ ପ୍ରଦର୍ଶନ କରିଥିବା କାମିୟା ଯାନୀ ତଥା ତାଙ୍କୁ ପ୍ରୋତ୍ସାହିତ କରିଥିବା ସରକାରୀକଳର ମୁଖ୍ୟ ପାଣ୍ଡିଆନ୍ ଏବଂ ଶ୍ରୀମନ୍ଦିରର ପ୍ରଶାସକଙ୍କ
Read More...

ଅଶ୍ୱିନୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସିନ୍ଧେକେଲାକୁ ହରାଇ ପରାସରା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟସ୍ଥ କୁରସୁଡ ଗ୍ରାମର ମା' ଭଗବତୀ ମିନି ଷ୍ଠାଡିୟମଠାରେ ଅଶ୍ୱିନୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟର ୨ୟ ଦିନରେ ପରାସରା ଓ ସିନ୍ଧେକେଲା ଦଳ ମଧ୍ୟରେ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା । ପରାସରା ପ୍ରଥମେ
Read More...

ଡୁଡୁକାପଡ଼ା ମା’ ବସ୍ତ୍ରେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ : ନାରେନକୁ ହରାଇ ସିହିନି ଦଳ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ଡୁଡୁକାପଡା ଗ୍ରାମ ଖେଳପଡିଆରେ ଚାଲିଥିବା ୭ମ ବାର୍ଷିକ ମା' ବସ୍ତ୍ରେନ ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ ମ୍ୟାଚ୍‌ ସିହିନି ଓ ନାରେନ ଦଳ ମଧ୍ୟରେ ଅନୁଷ୍ଠିତ
Read More...

ମୁରିବାହାଲ ଷ୍ଟେସନରେ ପୁରୀ-ଦୁର୍ଗ ଓ ଲିଙ୍କ ଏକ୍ସପ୍ରେସ ଟ୍ରେନ ରହଣୀ ଦାବୀରେ ରେଳ ଅଧିକାର ମଞ୍ଚ ପକ୍ଷରୁ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳ ଷ୍ଟେସନରେ ମହାମାରୀ କୋଭିଡ ପରେ ସଂପୂର୍ଣ୍ଣ ରୁପେ ବନ୍ଦ କରି ଦିଆଯାଇଥିବା ଦୁଇ ଏକ୍ସପ୍ରେସ ଟ୍ରେନ ପୁରୀ-ଦୁର୍ଗ (ନଂ ୧୮୫୧୭-୧୮୫୧୮) ଓ କୋର୍ବା-ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ (୧୮୪୨୫-୧୮୪୨୬)ର ପୁଣିଥରେ ରହଣୀ
Read More...

ମହାମହିମ ରାଜ୍ୟପାଳଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ମହୋଦୟ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସି ପଦ୍ମପୁର ଉପଖଣ୍ଡ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମହାମହିମ ରାଜ୍ୟପାଳ ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତ କରି ଅତ୍ୟାଧୁନିକ
Read More...

ବରିଷ୍ଠ ଆଇନଜୀବୀଙ୍କ ବିୟୋଗରେ ଶୋକସଭା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ ପଦ୍ମଚରଣ ପଟ୍ଟନାୟକ(୭୩)ଙ୍କ ସୋମବାର ସନ୍ଧ୍ୟାରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ଏନେଇ ବାଲିଗୁଡା ଓକିଲ ସଂଘ ତରଫରୁ ଆଜି ଏକ ଶୋକ ସଭା
Read More...

ପାଟଣାଗଡ଼ ବ୍ଲକ ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବର୍ଷ ର ଶେଷ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆଧାରରେ ଆଜି ପାଟଣାଗଡ଼ ବ୍ଲକ ମୁଖ୍ୟାଳୟଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଆରକ୍ଷୀ ଅଧିକ୍ଷକ ରିଷିକେଶ
Read More...

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲ୍‌ରେ କୁରସୁଡ଼ ଓ ବଙ୍ଗୋମୁଣ୍ଡା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଓ ତାଳଭଟା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମା' ସାହାଜି ଯୁବକ ସଂଘର ସହଯୋଗରେ ଚାଲିଥିବା ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସପ୍ତମ ଦିବସରେ ପହଞ୍ଚିଛି । ସପ୍ତମ ଦିବସରେ
Read More...