Daily Archives

ଚାରପାଲି ଗ୍ରାମରେ ବଡଦିନ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଚାରପାଲି ଗ୍ରାମରେ ଚର୍ଚ୍ଚ ଅଫ୍‌ ଗସପେଲ ଆନୁକୂଲ୍ୟରେ ପାଷ୍ଟର ପ୍ରଭାସ କୁମାର ଜାଲଙ୍କ ତତ୍ୱାବଧାନରେ ମହାସମାରୋହରେ ବଡଦିନ ପାଳିତ ହୋଇଯାଇଛି । ଆଚାର୍ଯ୍ୟ ନକୁଳ କଲେତ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ
Read More...

ସାଲିସ ବିହୀନ ଶ୍ରମିକ ନେତା ସ୍ୱର୍ଗତ ଦ୍ୱାରିକା ମୋହନ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀର ଶ୍ରଦ୍ଧାଞ୍ଜଳି

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଆଜି ଦିବା ଏଗାର ଘଟିକା ସମୟରେ ତାଳଚେର ପ୍ରେସ୍ କ୍ଲବଠାରେ ଏହି ଅଞ୍ଚଳର ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଦ୍ୱାରିକା ମୋହନ ମିଶ୍ରଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧ ଦିବସରେ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଅଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ
Read More...

ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦହମୁଣ୍ଡାରେ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଓଡ଼ିଶା ସରକାରଙ୍କ ନୂତନ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଭୋଗରାଇ ବ୍ଳକ୍ ଅନ୍ତର୍ଗତ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ
Read More...

ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସୁନାମଧନ୍ୟ ସ୍ୱେଚ୍ଛାସେବୀ ସଂଗଠନ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୋମନାଥ ମିଶ୍ରଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପଠାରେ ଆଜି ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି
Read More...

ପୋଖରୀକୁ ମାଛ ମାରିବାକୁ ଯାଇ ପଙ୍କରେ ଫସିଲେ ବାଳକ : ଉଦ୍ଧାର କଲେ ସ୍ଥାନୀୟ ଲୋକେ

ବଲାଙ୍ଗିର, (କେନିଏନ୍‌ଏସ୍‌) : ପୋଖରୀକୁ ମାଛ ମାରିବାକୁ ଯାଇ ପଙ୍କରେ ଫସି ଯାଇଥିବା ଜଣେ ବାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ବିଶ୍ୱାତ୍ମ ଚେତନା ପରିଷଦ ଆଶ୍ରମ ନିକଟସ୍ଥ କାମାକ୍ଷୀନଗରର କୁନା ମେହେରଙ୍କ ପୁଅ ସୁରଜ ମେହେର(୧୦) ଆଜି
Read More...

ଶରଣାର୍ଥୀ ଶିବିରରେ ବୋମା ବିସ୍ଫୋରଣ : ୭୦ ମୃତ

ନୂଆଦିଲ୍ଲୀ : ଶରଣାର୍ଥୀ ଶିବିରରେ ବିସ୍ଫୋରଣ । ଇସ୍ରାଏଲ୍‌‌ ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ସହ ବୋମାମାଡ ଜାରି ରଖିଛି । ରବିବାର ବିଳମ୍ବିତ ରାତିରେ ମଧ୍ୟ ଗାଜାର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ବିସ୍ଫୋରଣ ଘଟି ପ୍ରାୟ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି
Read More...

ବଡ଼ଦିନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ବଡ଼ଦିନ ରୂପେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୁମ୍‍ଧାମ୍‍ର ସହିତ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ ଦିନ ପାଳନ କରିଥାନ୍ତି । ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ
Read More...

ସଡକ ଦୁର୍ଘଟଣାରେ ମୃତ ବିଦେଶୀ ପୋଡଙ୍କ ପରିବାରଙ୍କୁୁ ଭେଟିଲେ କଂଗ୍ରେସ ପ୍ରତିନିଧି ମଣ୍ଡଳୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ବୁବେଲ ଗ୍ରାମର ବିଦେଶୀ ପୋଡ ବଢି ଭୋରରୁ ଭୁଜା ବିକ୍ରି କରିବା ପାଇଁ ବଲାଙ୍ଗିର ସହରକୁ ଆସୁଥିବା ବେଳେ ବଲାଙ୍ଗିର ସୋନପୁର ରାଜ୍ୟ ରାଜପଥ ରଣ୍ଡାଠାରେ ଏକ ଅଜଣା ଗାଡି ଧକ୍କାରେ ବିଦେଶୀ ପୋଡଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିଲା ।
Read More...

ନିର୍ଯ୍ୟାତନାର ଶିକାର ହୋଇ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହେଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଝିଅ ଜନମ କଲି ବୋଲି ମୋ’ ସ୍ୱାମୀ ମୋତେ ଓ ମୋ’ ଝିଅମାନଙ୍କୁ ଛାଡି ଚାଲି ଆସିଲେ । ସେ ଆଉ ଆମ ପାଖ ମାଡୁ ନାହାନ୍ତି ବୋଲି ଜଣେ ଅସହାୟ ମହିଳା ଆଜି ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ ସମ୍ବଲପୁର ଜିଲ୍ଲା ବୁର୍ଲା
Read More...

ଡମଣା ଛକରେ ଅଟୋକୁ ପିଟିଲା କାର୍‌

ବାରଙ୍ଗ : ଭୁବନେଶ୍ୱର ଡମଣା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌ । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଭୁବନେଶ୍ୱର ଡମଣା ଛକରେ
Read More...