Daily Archives

ସିରୋଲ ଗ୍ରାମରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ, ବନ୍ଧୁମିଳନ ଓ ବଣଭୋଜି ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ପଂଚାୟତ ଓ ତେନ୍ତୁଳୀଖୁଣ୍ଟି ପଂଚାୟତର କଂଗ୍ରେସ କର୍ମୀମାନଙ୍କ ମିଳିତ ଉଦ୍ୟମରେ ଏକ କର୍ମୀ ସମ୍ମିଳନୀ, ବନ୍ଧୁ ମିଳନ ଓ ବଣଭୋଜିର ଆୟୋଜନ ସିରୋଲ ଗ୍ରାମର ପାଟଖଣ୍ଡା ମନ୍ଦିର (ଚିତାକୁନା )ଠାରେ ଆଜି ଆୟୋଜିତ
Read More...

ପୋପା ତରଫରୁ ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରାକୁ ସ୍ଵାଗତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମାଞ୍ଚଳ ପିପୁଲ୍ସ ଫୋରମ୍ ପକ୍ଷରୁ ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା ଆଜି ବଲାଙ୍ଗିରଠାରେ ପହଁଞ୍ଚିବା ଅବସରରେ ସ୍ଥାନୀୟ ଠିକାଦାରପଡା ଛକଠାରେ ପଶ୍ଚିମ ଓଡିଶା ପ୍ରଡ୍ୟୁସର୍‌ ଏସୋସିଏସ୍‌ଅନ୍‌ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏଠାରେ
Read More...

ଆସନ୍ତା ଜାନୁଆରୀ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ହେବ ମଠଖାଇ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଲ’ କଲେଜ ପରିସରରେ ମଠଖାଇ ମହୋତ୍ସବ କମିଟି ଓ ଭୂମିକା ପରିବାର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ଅଧ୍ୟକ୍ଷ ତଥା ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ରହି ଆସନ୍ତା ଜାନୁଆରୀ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୯ତମ ବାର୍ଷିକ ଉତ୍ସବ କୁଶୁନାପାଲିସ୍ଥିତ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଧାୟକ ମୁକେଶ କୁମାର ମହାଲିଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ
Read More...

ହୋଣ୍ଡା ସୋରୁମ୍‌ ଆଗରେ ରୋଡ଼ ତଳକୁ ଖସିଗଲା ହୋଣ୍ଡା କମ୍ପାନୀର କାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର-ବଲାଙ୍ଗିର ୨୬ ନମ୍ବର ନେସ୍‌ନାଲ୍‌ ହାଇୱେ ସତ୍ୟନାରାୟଣ ପଡ଼ାଠାରେ ଥିବା ହୋଣ୍ଡା ସୋରୁମ୍‌ ଆଗରେ ଏକ ହୋଣ୍ଡା କମ୍ପାନୀର କାର୍‌ (ଓଡ଼ି ୨୮ ୭୯୭୮) ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମଳିଛି । ଦେଖଣାହାରୀଙ୍କ କହିବାନୁସାରେ କାର୍‌ଟି ସମ୍ବଲପୁର ପଟୁ
Read More...

ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ଫାଇନ୍‌ ଆର୍ଟ ଅନୁଷ୍ଠାନ 'କଳା କେନ୍ଦ୍ର' ପକ୍ଷରୁ ଅଯୋଜିତ ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଆଜି ଛେଣ୍ଡସ୍ଥିତ ଶିକ୍ଷା କେନ୍ଦ୍ର ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ କନକ ମଞ୍ଜରୀ ଇଣ୍ଟର୍‌ନେସ୍‌ନାଲ୍‌ ସ୍କୁଲର ଅଧ୍ୟକ୍ଷ ପ୍ରଶାନ୍ତ
Read More...

କୁମ୍ବିଂ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ବାଲିଗୁଡା : କୁମ୍ବିଂ ଅପରେସନ ବେଳେ ଘଟିଛି ଅଘଟଣ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ହୋଇଛନ୍ତି ଦୁଇ ଏସ୍‌ଓଜି ଯବାନ । ଖବର ଅନୁଯାୟୀ, କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟସ୍ଥ ସିରିକୁଟି ଜଙ୍ଗଲରେ ଏସ୍‌ଓଜି ଯବାନ କୁମ୍ବିଂ ଅପରେସନ ଚଳାଇଥିବା ବେଳେ ମାଓବାଦୀମାନେ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମୁଖିଗୁଡାର ପଞ୍ଚତ୍ରିଂଶତ୍ତମ ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଗତ ତା -୨୨-୧୨-୨୦୨୩ ରିଖ ଶୁକ୍ରବାର ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚତ୍ରିଂଶତ୍ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସ୍ଥାନୀୟ +୩ ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ
Read More...

ବିଶିଷ୍ଟ ଶ୍ରମିକ ନେତା ବୈଦ୍ୟନାଥ ଦାସଙ୍କର ୭୧ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବନ୍ଧୁ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ବୈଦ୍ୟନାଥ ଦାସଙ୍କର ୭୧ତମ ଜନ୍ମଦିନ ଅବସରରେ ତାଙ୍କୁ ଭଲ ପାଉଥିବା ଏବଂ ତାଙ୍କର ଶୁଭାକାଂକ୍ଷୀ ତାଙ୍କ ବାସଭବନରେ ଓ କାର୍ଯ୍ୟାଳୟରେ ଶୁଭେଚ୍ଛା ଜଣାଇଥିଲେ । ପରବର୍ତ୍ତୀ ସମୟରେ ସିଅର କାର୍ଯ୍ୟାଳୟଠାରେ ଏକ ବନ୍ଧୁ ମିଳନ
Read More...

ସମୁଦ୍ର କୂଳରୁ ମିଳିଲା ଅଜଣା ମୃତଦେହ

ବ୍ରହ୍ମପୁର : ଗୋପାଳପୁର ସମୁଦ୍ର ବେଳାଭୂମିରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ଏବେ ଯାଏଁ ମିଳିନି ମୃତ ଯୁବକଙ୍କ ପରିଚୟ । ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସୁଚନା ଅନୁଯାୟୀ,ଆଜି ଗୋପାଳପୁର ସମୁଦ୍ର ବେଳାଭୂମି ନିକଟରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବାର
Read More...