Daily Archives

ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ା ବଲାଙ୍ଗିର-ସମ୍ବଲପୁର ରୋଡରେ ଶୋଚନୀୟ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ା ବଲାଙ୍ଗିର-ସମ୍ବଲପୁର ରୋଡରେ ଏକ ଶୋଚନୀୟ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଗାନ୍ଧୀନଗରପଡ଼ାର ବିକାଶ ବଘାର(୧୮) ରାସ୍ତାରେ ଛିଡା ହୋଇଥିବା ବେଳେ ସମ୍ବଲପୁର ପଟରୁ ଆସୁଥିବା ଏକ ବଡ଼ ଟ୍ରକ୍‌ ନଂ
Read More...

ପୂର୍ବତନ ସିଡିଏମ୍‌ଓ ଛୁରୀ ମାଡ଼ ଘଟଣା : ଏସ୍‌ପିଙ୍କୁ ଭେଟିଲେ ଆଇଏମ୍‌ଏ ଟିମ୍

ଭଦ୍ରକ : ଲୁଟ୍ ପାଇଁ ପୂର୍ବତନ ସିଡିଏମ୍‌ଓଙ୍କୁ ଛୁରୀ ମାଡ଼ ଘଟଣାରେ ଏସ୍‌ପିଙ୍କୁ ଭେଟିଲେ ବରିଷ୍ଠ ନାଗରିକ, ଡାକ୍ତର ସଂଘ ଓ ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ର ସଦସ୍ୟ । ଭଦ୍ରକ ସହରାଞ୍ଚଳ ଥାନା ଅଧିନ ଚାରିଘରିଆଠାରେ ଯାଜପୁର ଜିଲ୍ଲାର ପୂର୍ବତନ ମୁଖ୍ୟ ଚିକିତ୍ସାଧିକାରୀ ରଘୁନାଥ ପାଢ଼ୀଙ୍କୁ
Read More...

ଓଡିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍‌ ରାଜେନ୍ଦ୍ରନଙ୍କ ଦେହାନ୍ତ

ମହାବାତ୍ୟା ସମୟରେ ସମ୍ଭାଳିଥିଲେ ଗୁରୁ ଦାୟିତ୍ଵ ଭୁବନେଶ୍ଵର : ଓଡିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍‌ ରାଜେନ୍ଦ୍ରନଙ୍କ ଦେହାନ୍ତ ହୋଇଯାଇଛି । ଶନିବାର ଚେନ୍ନାଇରେ ଆପୋଲୋ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ
Read More...

ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଭଦ୍ରକ : ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ପୂର୍ବରୁ ଭିଡ଼ିଓ ବାର୍ତ୍ତାରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଦାବି କରିଛନ୍ତି । ଦାବିପତ୍ର ଅନୁଯାୟୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗଦାନ ରହିଛି ।
Read More...

ଟିଟିଲାଗଡ଼ରେ ପହଞ୍ଚିଲା ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା : ଭବ୍ୟ ସ୍ଵାଗତ କଲା ଟିଟିଲାଗଡ଼ ବିକାଶ ସେନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପଶ୍ଚିମାଞ୍ଚଳ ପିପୁଲସ ଫୋରମ୍‌ ଦ୍ୱାରା ଆୟୋଜିତ ଡ଼ିସେମ୍ବର ୨୨ ତାରିଖଠାରୁ ୨୭ ଡ଼ିସେମ୍ବର ଯାଏ ନୃସିଂହନାଥଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା ବାହାରିଛି । ଏହି ଦ୍ୱିତୀୟ ଦିନରେ ଏହି ସ୍ୱାଭିମାନ ଯାତ୍ରା ଟିଟଲାଗଡ଼ରେ
Read More...

ନୂଆ-ଓ, ଯୁବ ଓଡିଶା ସାମାଜିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହା ବିଦ୍ୟାଳୟର ନୂଆ-ଓ, ଯୁବ ଓଡିଶା କାର୍ଯ୍ୟକ୍ରମର ସାମାଜିକ ବିଭାଗର ଉଦ୍‌ଯାପନୀ ଉତ୍ସବ ଓ କ୍ରୀଡା ବିଭାଗର ପୁରସ୍କାର ବିତରଣ ଉତ୍ସବ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି
Read More...

ପାଣି ଟ୍ୟାଙ୍କର ତଳେ ଚାପିହୋଇ ହେଲ୍‌ପର ମୃତ

ଖଲ୍ଲିକୋଟ : ଜାତୀୟ ରାଜପଥ ନିକଟରେ ଓଲଟିଲା ପାଣି ଟ୍ୟାଙ୍କର । ଟ୍ୟାଙ୍କର ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଛତ୍ରପୁର ଉଜ୍ୱଳେଶ୍ୱରୀ ମନ୍ଦିର ନିକଟସ୍ଥ ଜାତୀୟ ରାଜପଥରେ ଓଲଟିଲା ପାଣି ଟ୍ୟାଙ୍କର । ଟ୍ୟାଙ୍କର ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ
Read More...

ପୁଞ୍ଜିଲାଲଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବୁର୍ଲା ନିଆଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଜିଲ୍ଲା କାରାଗାରରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇ ଭୀମସାର୍‌ରେ ଭର୍ତ୍ତି କରାଯାଇଛି
Read More...

ଆମ୍ଭଖୋଲା ନିକଟ ଜଙ୍ଗଲରେ ବାଘ ଆତଙ୍କ

ଗୁଣୁପୁର : ବାଘ ଆତଙ୍କରେ ଆତଙ୍କିତ ଲୋକ । ଏକ ମାସ ହେବ ଜଙ୍ଗଲର ରାଜା ଏବେ ଲୋକ ବସତିରେ ରାଜ କରୁଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଛି । ରାୟଗଡ଼ା ଜିଲା ଗୁଣୁପୁରରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇଛନ୍ତି । ଗତ ୩ ତିନି ଦିନ
Read More...

ଜାତୀୟ କୃଷକ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିସେମ୍ବର ୨୩ ଜାତୀୟ କୃଷକ ଦିବସ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ବାର୍ଷିକୀକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ୨୩ ଡିସେମ୍ବରରେ 'ଜାତୀୟ କୃଷକ ଦିବସ' ପାଳନ କରାଯାଏ । ସେ କୃଷକ ସପକ୍ଷରେ ବିଭିନ୍ନ ନୀତି ପ୍ରଣୟନ କରି ଦେଶର
Read More...