Daily Archives

ପଦ୍ମପୁର ଯଦି ଏକ ସ୍ୱତନ୍ତ୍ର ଜିଲ୍ଲା ହେବ ତେବେ ଇତିହାସ କ’ଣ ଲେଖିବ

ନିରୋଜ କୁମାର ପାଣୀ ପଦ୍ମପୁର ଏକ ସ୍ୱତନ୍ତ୍ର ଜିଲ୍ଲା ହେବା ଆମ ସମସ୍ତଙ୍କ ପାଇଁ ଏକ ଖୁସିର ଖବର । ପଦ୍ମପୁର ଜିଲ୍ଲା ଗଠନ ହେଲେ ଇତିହାସ କ'ଣ ଲେଖିବ ସେ ବିଷୟରେ ମୁଁ ମୋର ସଂକ୍ଷିପ୍ତ ଅଭିମତ ଦେଉଛି । ଏହା ମୋର ବ୍ୟକ୍ତିଗତ ମତ ଓ ବିଚାର । ପଦ୍ମପୁର ସବ୍‌ଡିଭିଜନ୍‌କୁ ଏକ ସ୍ଵତନ୍ତ୍ର
Read More...

ରାଜଧାନୀ କୋରିୟର କମ୍ପାନୀ ଗୋଦାମରେ ଅଗ୍ନିକାଣ୍ଡ : ଜଳିଗଲା ୩ ବାଇକ୍ ଓ ଗୋଟିଏ ମିନି ଟ୍ରକ୍

ଭୁବନେଶ୍ୱର : ରାଜଧାନୀରେ ଅଗ୍ନିକାଣ୍ଡ ଘଟିଛି । ଭୁବନେଶ୍ୱର ପାହାଳସ୍ଥିତ ଏକ କୋରିୟର କମ୍ପାନୀ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଗ୍ୟାସ୍ ସିଲଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ରୋଷେଇ କରୁଥିବା ବେଳେ ଗ୍ୟାସ୍ ସିଲିଣ୍ଡରଟି ଫାଟିଯାଇଥିବା ଜଣାପଡିଛି । ଅଗ୍ନିକାଣ୍ଡ ଫଳରେ ୩ଟି
Read More...

ରଥିଆରେ ସିରିଜ୍‌ ଦୁର୍ଘଟଣା

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା । ଟ୍ରଲର ପଛ ପଟୁ ପିଟିଲା ଏକ ଆଇଚର ଗାଡି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥ ଧର୍ମଶାଳା ଥାନା ରଥିଆ ନିକଟରେ ଆଜି ସକାଳୁ ଘଟିଛି
Read More...

ଶୀତର ଚାଦର ତଳେ ସାରା ଓଡ଼ିଶା

ଭୁବନେଶ୍ୱର : ଶୀତର ଚାଦର ତଳେ ସାରା ଓଡ଼ିଶା । ଉତ୍ତରରୁ ଉପାନ୍ତ ଅଥବା ଉପକୂଳ, ସବୁଠି ପାରଦ ତଳ ମୁହାଁ ହୋଇଥିବାରୁ ଥଣ୍ଡାରେ ଥରୁଛି ଓଡ଼ିଶା । ରାତିର ସର୍ବନିମ୍ନ ସ୍ୱାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସି ଆସିଛି । ୧୪ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ କିମ୍ବା
Read More...

ବିଲରୁ ମିଳିଲା ତିନି ଦିନରୁ ନିଖୋଜ ମହିଳାଙ୍କ ମୃତଦେହ

ସାନଖେମୁଣ୍ଡି : ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ନିଖୋଜର ତିନି ଦିନ ପରେ ମିଳିଲା ପ୍ରମୋଦିନି ନାୟକଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ଟି-ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁ ଗ୍ରାମ ନିକଟରୁ ମିଳିଛି ମୃତଦେହ । ସୂଚନା ଅନୁଯାୟୀ, ତିନି ଦିନ ତଳେ ନୂଆଗାଁ ଗ୍ରାମର
Read More...

ଆସନ୍ତା ୨୩ରୁ ଦ୍ୱିତୀୟ ବଲାଙ୍ଗିର ଅଲ୍‌ ଇଣ୍ଡିଆ ରେଟିଂ ଚେସ୍‌ ଟୁର୍ଣ୍ଣାମେଣ୍ଟ – ୨୦୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୩ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର କିସ୍‌ କେମ୍ପସ୍‌ରେ ଆୟୋଜିତ ହେବ ଦ୍ୱିତୀୟ ବଲାଙ୍ଗିର ଅଲ୍‌ ଇଣ୍ଡିଆ ରେଟିଂ ଚେସ୍‌ ଟୁର୍ଣ୍ଣାମେଣ୍ଟ - ୨୦୨୩ । ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିସିଏବି ସଭାପତି ସୁକଦେବ
Read More...

ପୁଇଁତଲା ବ୍ଲକ୍‌ ରଣ୍ଡା ଗାଁରେ ସଭାଗୃହ ଉଦ୍‌ଘାଟନ କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ୍‌ ରଣ୍ଡା ଗାଁରେ ଆଜି ପୂର୍ବାହ୍ନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ କରକମଳରେ ଏକ ସଭାଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଆନୁଏଲ୍‌ ଆଥେଲେଟିକ୍‌ ମିଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡ଼ିଅମ୍‌ରେ ଆଜି ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଆନୁଏଲ୍‌ ଆଥେଲେଟିକ୍‌ ମିଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ରୀଡ଼ା ସଂସଦର ପତାକା ଉତ୍ତୋଳନ ପରେ ଆୟୋଜିତ ଉଦ୍‌ଘାଟନ ସଭାରେ ସଂସଦର କାର୍ଯ୍ୟକାରୀ ସଭାପତି ଡ.
Read More...

ତାମିଲନାଡ଼ୁରେ ବନ୍ୟା ବିତ୍ପାତ

ଚେନ୍ନାଇ : ତାମିଲନାଡ଼ୁରେ ବନ୍ୟା ସ୍ଥିତି ଭୟଙ୍କର । ପ୍ରବଳ ବର୍ଷା ଓ ବନ୍ୟା ପାଇଁ ଛାରଖାର ହୋଇଛି ଦକ୍ଷିଣ ପ୍ରାନ୍ତ । ଘରଦ୍ୱାର ଭାଙ୍ଗିବା ସହିତ ରାସ୍ତାଘାଟ ଧୋଇ ହୋଇଯାଇଛି । ବନ୍ୟା ସ୍ଥିତି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସବୁଠି ହାହାକାର ପରିସ୍ଥିତି ଦେଖାଦେଇଛି । ପାଣି
Read More...

ଆଠଗଡ଼ ମହୋତ୍ସବ ଉଦ୍‌ଯାପିତ

ଆଠଗଡ଼ : ଆଠଗଡରେ ଗତ ୬ ଦିନ ଧରି ମିନି ବାଲିଯାତ୍ରାର ଭ୍ରମ ସୃଷ୍ଟି କରିଥିବା ଆଠଗଡ଼ ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ମହୋତ୍ସବ କମିଟିର ଆବାହକ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଠଗଡ଼ ବ୍ଲକ
Read More...