Daily Archives

ଟିଟିଲାଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ବିନା ଟଙ୍କାରେ ମିଳୁନି ସରକାରୀ ମାଗଣା ଔଷଧ : ଅଧିକାରୀଙ୍କ ବିରୁଦ୍ଧରେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଯକ୍ଷ୍ମା ରୋଗର ନିରାକରଣ ପାଇଁ ଲୋକଙ୍କୁ ସଚେତନ କରିବା ସହ ମାଗଣାରେ ଔଷଧ ଯୋଗାନ୍ତି ସରକାର କିନ୍ତୁ ଟିଟିଲାଗଡ଼ ଅଞ୍ଚଳରେ କିଛି ମାସ ହେଲା ଯକ୍ଷ୍ମା ରୋଗୀମାନଙ୍କୁ ଠିକ୍ ସମୟରେ ଔଷଧ ମିଳୁନଥିବା ଅଭିଯୋଗ ହୋଇ ଆସୁଥିଲା । ଏହି ପ୍ରସଙ୍ଗରେ ଗତ ତାରିଖ
Read More...

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଧୂମସୁ ଓ ବଙ୍ଗୋମୁଣ୍ଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଓ ତାଳଭଟା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମା' ସାହାଜି ଯୁବକ ସଂଘର ସହଯୋଗରେ ଚାଲିଥିବା ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି । ଦ୍ଵିତୀୟ ଦିବସରେ
Read More...

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଜନ୍ମ ମହୋତ୍ସବ : ମଦନପୁର ସତସଙ୍ଗ କେନ୍ଦ୍ରର ଏକାଦଶ ବାର୍ଷିକ ଉତ୍ସବ ପାଳିତ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ସତସଙ୍ଗ କେନ୍ଦ୍ରଠାରେ ଶ୍ରୀ ଠାକୁର ଅନୁକୁକ ଚନ୍ଦ୍ରଙ୍କ ୧୩୬ତମ ବାର୍ଷିକ ଉତ୍ସବ ସହ ସତସଙ୍ଗ କେନ୍ଦ୍ରର ଏକାଦଶ ବାର୍ଷିକ ଉତ୍ସବ ସହ ପ୍ରତୀକ ରିତ୍ଵିକ ଅସୀମ ଘୋଷ ଓ ସଭାପତି ରୁଦ୍ର ପ୍ରସାଦ ନାୟକଙ୍କ ତତ୍ୱାବଧାନରେ
Read More...

ବଲାଙ୍ଗିର ସଦର ବ୍ଲକରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଂଜଳି ହୋତା, ବଲାଙ୍ଗିର ପୌର
Read More...

କୋସଲି ଭାଷାର ପ୍ରସାର ନିମନ୍ତେ ଚିନ୍ତନ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଲି ଭାଷାର ବହୁଳ ପ୍ରସାର ତଥା ବିକାଶ ନିମନ୍ତେ ଆଲୋଚନା ପାଇଁ କୋସଲି କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ଗୁଗୁଲ ମିଟରେ ଅନୁଷ୍ଠିତ ହୋଇଯାଇଛି । କୋସଲି ଭାଷା ଓ ସଂସ୍କୃତି ଗବେଷକ ସୁରଜିତ ସିଂ ମହାରଥା ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଟ ଗବେଷକ ନିମାଇଁ
Read More...

କ୍ରାନ୍ତି ଯୁବଛାତ୍ର ସଂଗଠନର ୧୧ତମ ପ୍ରତିଷ୍ଠା ଦିବସ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରେଳ ଷ୍ଟେସନ ରୋଡ଼ସ୍ଥିତ କାର୍ଯ୍ୟାଳୟଠାରେ କ୍ରାନ୍ତି ଯୁବ ଛାତ୍ର ସଂଘର ୧୧ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ଜଲାଲ ଖାନ୍ ପତାକା ଉତ୍ତୋଳନ କରିଥିବା ବେଳେ ମୁଖ୍ୟଅତିଥି ରୂପେ ସିମାଞ୍ଚଳ ନାହାକ
Read More...

ଟିକ୍ରାପଡ଼ା ୟୁଜିଏମ୍‌ଇ ସ୍କୁଲ ବ୍ୟାଚ୍‌ର ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୩୮ବର୍ଷ ବ୍ୟବଧାନ ପରେ ଟିକ୍ରାପଡ଼ା ୟୁଜିଏମ୍‌ଇ ସ୍କୁଲ ବ୍ୟାଚ୍‌ର ପିଲା ଦିନର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ସମସ୍ତ ବନ୍ଧୁମାନେ ଉପସ୍ଥିତ ରହି ସ୍କୁଲ ଦିନର ସ୍ମୃତିକୁ ଉଜାଗର କରିବା ସହିତ ସୌହାଦ୍ୟପୂର୍ଣ୍ଣ ବାତାବରଣରେ ପରସ୍ପର ମଧ୍ୟରେ ଖୁସିମଜା
Read More...

ଡିଗ୍ରୀ କଲେଜ କୁଶଙ୍ଗର ଶୀତ ଦିନିଆଁ ଜାତୀୟ ସେବା ଶିବିର ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର କୁଶମେଲ ଗ୍ରାମରେ ୫୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗର ଶୀତକାଳୀନ ଜାତୀୟ ସେବା ଶିବିର ଉଦ୍‌ଘାଟିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ଡ. ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ୱରେ ଏକ ସଭାର
Read More...

ଭୂମିକାର ସ୍ଵନକ୍ଷତ୍ର ଦିବସ ଓ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭୂମିକାର ବାର୍ଷିକ ସାଧାରଣ ବୈଠକ ପାଟଣାଗଡ ନିକଟସ୍ଥ ଖୋଲାଗଡ଼ଠାରେ ଅନୁଷ୍ଠିତ ହୋଯାଇଅଛି । ଭୂମିକାର ସଭାପତି ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବୈଠକର ପ୍ରଥମ ଅଧିବେଶନରେ ଗତ ବର୍ଷର ବିଭିନ୍ନ
Read More...

ମାୟାବର୍ହା ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଭବ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ପରିଚାଳନା କମିଟି ସଦସ୍ୟ
Read More...